ଜାଣନ୍ତୁ, କାହିଁକି ଭାଙ୍ଗିଲା ସଲମାନ ଓ ଐଶ୍ବର୍ଯ୍ୟାଙ୍କ ପ୍ରେମ ସମ୍ପର୍କ
ମୁମ୍ବାଇ: ବଲିଉଡର ଦବଙ୍ଗ ଖାନ ସଲମାନ ଓ ବିଶ୍ଵସୁନ୍ଦରୀ ଐଶ୍ବର୍ଯ୍ୟାଙ୍କ ପ୍ରେମ କାହାଣୀ କାହାକୁ ବା ଅଛପା ଅଛି । ଗୋଟିଏ ସମୟରେ ଏମାନଙ୍କ ପ୍ରେମକୁ ନେଇ ଉଠୁଥିଲା ପଡୁଥିଲା ଫିଲ୍ମ ଇଣ୍ଡଷ୍ଟ୍ରି । ସେ ସମୟରେ ଏମାନଙ୍କ ପ୍ରେମ କାହାଣୀ ବେଶ ଚର୍ଚ୍ଚାରେ ରହୁଥିଲା । ହେଲେ ଉଭୟଙ୍କର ମଧ୍ୟରେ…