Latest Odisha News

BREAKING NEWS

ଆସନ୍ତାକାଲି ଜାଗର ଯାତ୍ରା, ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ କଲେ ସେବାୟତ

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତି ଠପ୍ । ଆଜି ରୋଷହୋମ ପରଠୁ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ କରିଛନ୍ତି ସେବାୟତ । ମନ୍ଦିରର ବଡ଼ୁ ନିଯୋଗ ଓ ବ୍ରାହ୍ମଣ ନିଯୋଗର ୨ ପ୍ରମୁଖ ଦାବି ପୂରଣ ନେଇ ପ୍ରଶାସନ ତରଫରୁ କୌଣସି ଲିଖିତ ପ୍ରତିଶ୍ରୁତି ମିଳି ନ ଥିବାରୁ ଏପରି ଅସହଯୋଗ…

ନୌ-ସେନାରେ ସାମିଲ୍ ହେଲା ‘ସାଇଲେଣ୍ଟ କିଲର’ ବୁଡ଼ାଜାହାଜ INS କରଞ୍ଜ

ମୁମ୍ବାଇ: ଆହୁରି ସଶକ୍ତ ହେଲା ଭାରତୀୟ ନୌ-ସେନା । ଯୋଡ଼ି ହେଲା ଆଉ ଏକ ଶକ୍ତି । ସ୍କର୍ପିୟନ କ୍ଲାସର ବୁଡ଼ାଜାହାଜ ଆଇଏନଏସ କରଞ୍ଜ ବୁଧବାର ନୌ-ସେନାରେ ସାମିଲ୍ ହୋଇଛି । ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ନୌସେନାରେ ଆଇଏନଏସ କରଞ୍ଜକୁ ସାମିଲ୍ କରାଯାଇଛି । ‘ସାଇଲେଣ୍ଟ କିଲର୍’ ଭାବେ ଜଣାଶୁଣା…

ଏପ୍ରିଲରୁ ରବିବାର ସ୍କୁଲ ବନ୍ଦ, ମାର୍ଚ୍ଚ ସୁଦ୍ଧା ସରିଯିବ କୋର୍ସ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: କୋଭିଡ୍ ଯୋଗୁ ଏବର୍ଷ ବିଳମ୍ବରେ ଆରମ୍ଭ ହୋଇଛି ଶିକ୍ଷାବର୍ଷ । କୋର୍ସ ସାରିବା ପାଇଁ ସପ୍ତାହରେ ସାତ ଦିନ କ୍ଲାସ କରାଯାଉଛି । ପାଖାପାଖି କୋର୍ସ ଶେଷ ହୋଇ ଆସିଲାଣି । ଏପ୍ରିଲରୁ ହେବ ରିଭିଜନ୍ କ୍ଲାସ । ରେଗୁଲାର କ୍ଲାସ ଆବଶ୍ୟକତା ନାହିଁ । ଏହି ସୂଚନା ଦେଇଛନ୍ତି ଗଣଶିକ୍ଷା…

ତିରଥ ସିଂ ରାୱତ ହେବେ ଉତ୍ତରାଖଣ୍ଡର ନୂଆ ସିଏମ୍‌

ଉତ୍ତରାଖଣ୍ଡ: ମଙ୍ଗଳବାର ଦିନ ତ୍ରିଭେନ୍ଦ୍ର ସିଂ ରାୱତଙ୍କ ଇସ୍ତଫା ପରେ ତିରଥ ସିଂ ରାୱତ ଉତ୍ତରାଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ହେବେ। ତିରଥ ସିଂ ରାୱତ ଜଣେ ବିଜେପି ସାଂସଦ ଏବଂ ୨୦୧୩-୧୫ ମସିହାରେ ଉତ୍ତରାଖଣ୍ଡ ଦଳର ମୁଖ୍ୟ ଥିଲେ ଏବଂ ଅତୀତରେ ରାଜ୍ୟର ବିଧାୟକ ମଧ୍ୟ ଥିଲେ। ଗତକାଲି…

ଦୁର୍ଘଟଣା ନେଲା ଦୁଇ ଶିଶୁଙ୍କ ଜୀବନ, ବାପା-ମାଆ ଗୁରୁତର

ରମ୍ଭା(ଗଞ୍ଜାମ): ଧକ୍କା ଦେବା ପରେ ବାଇକ ଉପରେ ଚଢ଼ିଗଲା ଟ୍ରକ । ଦୁଇ ଛୁଆଙ୍କର ମୃତ୍ୟୁ ହୋଇଥିବା ବେଳେ ବାପା-ମାଆ ଗୁରୁତର ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଶାବୁଳିଆ ଛକରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏତେ ଭୟଙ୍କର ଦୁର୍ଘଟଣା ଯେ, ଆଖିରେ ବି ଦେଖିହେବ ନାହିଁ ।…

ଆସନ୍ତା ମାସରୁ ପୁଣି ଥରେ ଦର୍ଶକଙ୍କ ମନ ମୋହିବ ‘ଦ କପିଲ ଶର୍ମା ସୋ’!

ନୂଆଦିଲ୍ଲୀ: ହୋଷ୍ଟ ତଥା ହାସ୍ୟ ଅଭିନେତା କପିଲ ଶର୍ମା ନିୟମିତ ଭାବରେ ତାଙ୍କ ପ୍ରଶଂସକଙ୍କ ସହ ସୋସିଆଲ ମିଡିଆରେ ଜଡିତ ଅଛନ୍ତି। ଡିଜିଟାଲ୍ ଡେବ୍ୟୁ ପାଇଁ ପ୍ରସ୍ତୁତ ଥିବା କପିଲ, ନିକଟରେ ତାଙ୍କର ଦ୍ୱିତୀୟ ସନ୍ତାନର ଜନ୍ମ ପରେ ବର୍ତ୍ତମାନ କିଛି ସମୟ ପାଇଁ ବିରତିରେ ନେଇଛନ୍ତି। ମଙ୍ଗଳବାର…

ଜାତୀୟ ପ୍ରତିରକ୍ଷା ଏକାଡେମୀ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କଲେ ଓଡ଼ିଆ ଯୁବକ

ଭୁବନେଶ୍ୱର: ଓଡ଼ିଆ ଯୁବକଙ୍କୁ ସଫଳତା । ସେନାରେ ଭର୍ତ୍ତି ଲାଗି ହେଉଥିବା ପରୀକ୍ଷା ଓ ସାକ୍ଷାତକାରରେ ଓଡ଼ିଆ ପୁଅ ଟପ୍ପର ହୋଇଛନ୍ତି । ସ୍ଥଳସେନା, ନୌସେନା ଓ ବାୟୁସେନାରେ ସାମିଲ୍ ଲାଗି ହୋଇଥିବା ୧୪୫ତମ ଜାତୀୟ ପ୍ରତିରକ୍ଷା ଏକାଡେମୀ ପରୀକ୍ଷା ଓ ୧୦୭ତମ ଭାରତୀୟ ନୌସେନା ଏକାଡେମୀ ପରୀକ୍ଷାରେ…

ପୁଣି ଫେରୁଛି ଏକବିଂଶ ଶତାବ୍ଦୀର ଲୋକପ୍ରିୟ ଟ୍ରେଣ୍ଡ୍‌…

ନୂଆଦିଲ୍ଲୀ: ଫ୍ୟାଶନ୍‌ ବିୟୁଟିକୁ ନେଇ ବର୍ତ୍ତମାନ ସମୟରେ ଅନେକ ଟ୍ରେଣ୍ଡ୍‌ ବାହାରିଲାଣି। ତେବେ ଏହି ଦୁଇ ଦଶନ୍ଧି ମଧ୍ୟରେ ଅନେକ ପରିବର୍ତ୍ତନ ଆସିଛି। ଅନେକ ପରୀକ୍ଷଣ ମଧ୍ୟ ଘଟିଛି। ତେବେ ପୁଣି ଥରେ ଏବେ ଏକବିଂଶ ଶତାବ୍ଦୀର ଲୋକପ୍ରିୟ ଟ୍ରେଣ୍ଡ୍‌ ଫେରୁଛି। ଏକବିଂଶ ଶତାବ୍ଦୀର ଏକ…

ପୁରୀ ଆସିବ ଏନଏସଜି ଟିମ୍: ୧୮ ତାରିଖରେ ଶ୍ରୀମନ୍ଦିର ସୁରକ୍ଷାର କରିବେ ଯାଞ୍ଚ

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବ ନ୍ୟାସନାଲ୍ ସିକ୍ୟୁରିଟି ଗାର୍ଡ ବା ଏନଏସଜି । ଆସନ୍ତା ୧୮ ତାରିଖରେ ପୁରୀ ଆସିବେ ଏନଏସଜିର ବରିଷ୍ଠ ଅଧିକାରୀ । ରାଜ୍ୟ ପୋଲିସ ଅଧିକାରୀଙ୍କ ସହ ୫ ଜଣିଆ NSG ଟିମ୍ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ । ଟିମରେ ରହିବେ…

ଜାଗର ପୂର୍ବରୁ ଲିଙ୍ଗରାଜ ମନ୍ଦିରରେ ନୀତି ବନ୍ଦ

ଭୁବନେଶ୍ୱର: ଆସନ୍ତାକାଲି ମହାଶିବରାତ୍ରି । ଜାଗର ପୂର୍ବରୁ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସେବାରେ ଅସହଯୋଗ କଲେ ସେବାୟତ । ଆଜି ରୋଷ, ହୋମ ପରେ ମହାପ୍ରଭୁଙ୍କ ନୀତିକାନ୍ତ ବନ୍ଦ ହୋଇଛି । ଏନେଇ ସୂଚନା ଦେଇଛନ୍ତି ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି । ଅଭିଯୋଗ ହୋଇଛି, କପିଳନାଥ…