Latest Odisha News

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି, ଲଘୁଚାପ ଯୋଗୁଁ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଆଗାମୀ ୨୫ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହି ଘୂର୍ଣ୍ଣିବଳୟ ପରବର୍ତ୍ତି ସମୟରେ ଲଘୁଚାପରେ ପରିଣତ ହେବ । ଫଳରେ ଏହାର ପ୍ରଭାବରେ ୩ ରୁ ୪ ଦିନ ମଧ୍ୟରେ ରାଜ୍ୟର ଅନେକ…

ସୁଖ-ସମୃଦ୍ଧି ଓ ସୁସ୍ଥତାର ମହାଷୌଧି: ‘ଯୋଗ ପ୍ରାଣ ବିଦ୍ୟା’ ବା ପ୍ରାନିକ୍ ହିଲିଙ୍ଗ

ସୁଖ-ସମୃଦ୍ଧି ଓ ସୁସ୍ଥତାର ମହାଷୌଧି: ‘ଯୋଗ ପ୍ରାଣ ବିଦ୍ୟା’ ବା ପ୍ରାନିକ୍ ହିଲିଙ୍ଗ ଯୋଗ-ପ୍ରାଣ-ବିଦ୍ୟା ବା ‘ପ୍ରାନିକ୍ ହିଲିଙ୍ଗ’ ସୂକ୍ଷ୍ମ ଶରୀର ଓ ସ୍ଥୂଳ ଶରୀରର ଉପଚାରକୁ ବୁଝାଇଥାଏ । ଆମେମାନେ ପୂର୍ବରୁ ‘ରେକୀ ହିଲିଙ୍ଗ’ କଥା ଜାଣିଛେ । ରେକିରେ ପ୍ରାଣଶକ୍ତିକୁ ଆହ୍ୱାନ କରି…

ବାଜପେୟୀଙ୍କ ସ୍ମୃତିରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗଦେବେ

ଭୁବନେଶ୍ୱର : ଆସନ୍ତା କାଲି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ନିଧନରେ ଏକ ସର୍ବଦଳୀୟ ସ୍ମୃତିସଭା ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେଉଛି । ଏହି ସର୍ବଦଳୀୟ ସ୍ମୃତିସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ । ଶୁକ୍ରବାର ସନ୍ଧ୍ୟା…

ବାଲେଶ୍ୱରରେ ବେଆଇନ କଇଁଛ ଚାଲାଣ: ୨ ଗିରଫ, ୯୧ଟି କଇଁଛ ଉଦ୍ଧାର

ବାଲେଶ୍ୱର : ସର୍ବସାଧାରଣରେ କଇଁଛ ବିକ୍ରୀ ଅପରାଧ ହୋଇଥିଲେ ମଧ୍ୟ ବାଲେଶ୍ୱର ଅଞ୍ଚଳରେ ଏହା ବାହାର ରାଜ୍ୟକୁ ଚାଲାଣ ହେଉଥିବା ଜଣାପଡ଼ିଛି । କଇଁଛ ଚାଲାଣ ଅଭିଯୋଗରେ ୨ଜଣ ଗିରଫ ହେବା ସହିତ ୯୧ଟି ଜୀବନ୍ତ କଇଁଛକୁ ଜବତ କରିଛି ପୋଲିସ । ମିଳିଥିବା ସୂତ୍ରରୁ ପ୍ରକାଶ, ପଡ଼ୋଶୀ…

ବାଜପେୟୀଙ୍କ ଚିତାଭସ୍ମ ପୁରୀ ମହୋଦଧିରେ ବିସର୍ଜିତ ହେଲା

ପୁରୀ : ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମ ପୁରୀ ମହୋଦଧିରେ ଆଜି ବିସର୍ଜନ କରାଗଲା । ଆଜି ପୁରୀରେ ବାଜପେୟୀଙ୍କ ଅସ୍ଥିକଳସ ପହଞ୍ଚିବା ପରେ ହଜାର ହଜାର ଲୋକ ଅସ୍ଥି କଳସରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ହଜାର ହଜାର ଲୋକଙ୍କ ସମାଗମରେ ସମୁଦ୍ରକୂଳ…

ପାରାଦୀପ: ତୃତୀୟ ଦିନରେ ପହଞ୍ଚିଲା ଲୋଡ଼ର କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ପାରାଦୀପ : ପାରାଦୀପ ବନ୍ଦରରେ ଲୋଡ଼ର ଅପରେଟର ଓ ହେଲପରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଆଜି ତିନିଦିନରେ ପହଞ୍ଚିଲା । ଏହି ଆନ୍ଦୋଳନ ଫଳରେ ପାରାଦୀପ ବନ୍ଦରର ପଣ୍ୟ କାରବାର କେତେକାଂଶରେ ବାଧାପ୍ରାପ୍ତ ହୋଇଛି । ଏହି ଆନ୍ଦୋଳନ ଜାରି ରହିଥିବା ଯୋଗୁଁ ଷ୍ଟିଭେଡ଼ୋରିଂ କମ୍ପାନୀ ପ୍ରାୟ ୬ଶହରୁ…

ଆରପାରିରେ ବରିଷ୍ଠ ସାମ୍ବାଦିକ କୁଳଦୀପ ନାୟାର

ନୂଆଦିଲ୍ଲୀ : ବରିଷ୍ଠ ସାମ୍ବାଦିକ ତଥା ଲେଖକ କୁଳଦୀପ ନାୟାର ୯୫ ବର୍ଷ ବୟସରେ ଇହଲୀଳା ତ୍ୟାଗ କରିଛନ୍ତି । ସେ ଏକାଧାରାରେ ଥିଲେ ଜଣେ ବରିଷ୍ଠ ସାମ୍ବାଦିକ, ଲେଖକ, ଉଚ୍ଚକୋଟିର ସ୍ତମ୍ଭକାର ଏବଂ ପୂର୍ବତନ ରାଜ୍ୟସଭା ସାଂସଦ ମଧ୍ୟ । ନୂୂଆଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ…

ଓଡିଶା ଉପକୂଳରେ ପୁଣି ଏକ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର : ଉତ୍ତର ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହାର ପ୍ରଭାବରେ ଉପକୂଳ ଓ ଉତ୍ତର ଓଡିଶାରେ ବର୍ଷା ହେବାର ଆଶଙ୍କା ରହିଥିବାବେଳେ ଆଗାମୀ ୭୨ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇପାରେ ।…

ପାରାଦୀପ: ‘ଜମିହରା କୃଷକ ଏକତା ମଞ୍ଚ’ ଦ୍ୱାରା ‘ତୈଳ ବିଶୋଧନାଗାର’ ମୁଖ୍ୟ ରାସ୍ତା ଅବରୋଧ

ପାରାଦୀପ : ଜମିହରାମାନଙ୍କୁ କମ୍ପାନୀରେ ନିଯୁକ୍ତି ଦାବୀ କରି ପାରଦୀପ ବନ୍ଦର ‘ତୈଳ ବିଶୋଧନାଗାର’ ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି ସ୍ଥାନୀୟ ‘ଜମିହରା କୃଷକ ଏକତା ମଞ୍ଚ’ । ଏକତା ମଞ୍ଚ ଜମିହରା ମାନଙ୍କୁ କମ୍ପାନୀରେ ସ୍ଥାୟି ନିଯୁକ୍ତି ଦାବିକରି ଆନ୍ଦୋଳନ କରିଛନ୍ତି | ଦିର୍ଘଦିନ…

ଯୌତୁକଜନିତ ହତ୍ୟା ପ୍ରସଙ୍ଗ: ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ନୂଆଦିଲ୍ଲୀ : ଯୌତୁକ ଜନିତ ହତ୍ୟା ଘଟଣାରେ ସମ୍ପର୍କୀୟଙ୍କ ସଂପୃକ୍ତି ନେଇ ସ୍ପଷ୍ଟ ପ୍ରମାଣ ନଥିଲେ ସେମାନଙ୍କ ବିରୋଧରେ କୌଣସି ଏତଲା ହୋଇପାରିବ ନାହିଁ ବୋଲି ଆଜି ଏନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି । ସୂଚନା ଅନୁଯାୟୀ ଜଣେ ବ୍ୟକ୍ତିଙ୍କ ସମ୍ପର୍କିୟଙ୍କ ଦ୍ୱାରା…