Latest Odisha News

BREAKING NEWS

ବାଲେଶ୍ୱରରେ ବଙ୍ଗୀୟ ନାବାଳିକାଙ୍କୁ ଗଣଦୁଷ୍କର୍ମ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରେ ଜଣେ ବଙ୍ଗୀୟ ନାବାଳିକାଙ୍କୁ ୫ଜଣ ଯୁବକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକେ ଆଜି ସକାଳୁ ମୂର୍ମୁଷ ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଭୋଗରାଇ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି…

ସୋନପୁର: ଋଣ ବୋଝ ଯୋଗୁଁ ପୁଣି ଚାଷୀ ଆତ୍ମହତ୍ୟା

ସୋନପୁର : ସୋନପୁର ଜିଲ୍ଲା ବିନିକା ବ୍ଲକ୍ ଅନ୍ତର୍ଗତ ସିଂଘିଯୁବା ଗ୍ରାମରେ ଶନିବାର ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଚକଡା ପୋକରେ ଫସଲ ହାନୀ ତଥା ଋଣ ଭାର ଯୋଗୁଁ ଚାଷୀ ଜଣଙ୍କ ମାନସିକ ଭାରସାମ୍ୟ ହରାଇ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି ।…

ମନ ମୋହୁଛି ‘ପ୍ୟାର ଅଲଗା ପ୍ରକାର’

ଭୁବନେଶ୍ୱର : ସଦ୍ୟ ରିଲିଜ ହୋଇଥିବା ଝିଲିକ୍-ଜ୍ୟୋତି ଅଭିନୀତ ‘ପ୍ୟାର ଅଲଗା ପ୍ରକାର’ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଛି । ଏହି ଫିଲ୍ମରେ ଲିଡ୍ ରୋଲରେ ନଜର ଆସୁଛନ୍ତି ଝିଲିକ୍-ଜ୍ୟୋତି । ବଙ୍ଗୀୟ ଲଳନା ଝିଲିକ୍ ଭଟ୍ଟାଚାର୍ଯ୍ୟ ଓଲିଉଡ ଜଗତରେ ନିଜ ଅଭିନୟ ଯାଦୁ ବଳରେ ଦର୍ଶକଙ୍କୁ ମତୁଆଲା…

ଢେଙ୍କାନାଳ ସେଲଟର ହୋମ୍ ଘଟଣା: ପରିଚାଳକ ଗିରଫ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଳା ବେଲଟିକିରି ନିକଟସ୍ଥ ଏକ ସେଲଟର ହୋମରେ ନାବାଳିକାମାନଙ୍କୁ ଯୌନ ନିର୍ଯ୍ୟାତନା ଦିଆଯାଉଥିବା ଘଟଣାରେ ଶନିବାର ଦିନ ପୋଲିସ୍ ସେଲଟର ହୋମ୍ ପରିଚାଳକ ସୀମାଞ୍ଚଳ ନାୟକଙ୍କୁ ଗିରଫ କରିଛି। ଗଣମାଧ୍ୟମକୁ ସୂଚନା ଦେଇ ଢେଙ୍କାନାଳ ଏସଡିପିଓ ଏସକେ ଅବଦୁଲ କରିମ୍…

ଆଜି ବିଶ୍ୱ ଏଡସ୍ ଦିବସ, ସଚେତନତା ହିଁ ଏକମାତ୍ର ଉପାୟ

ଭୁବନେଶ୍ୱର : ପ୍ରତିବର୍ଷ ଡିସେମ୍ବର ୧ ତାରିଖକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ‘ବିଶ୍ୱ ଏଡସ୍ ଦିବସ’ ଭାବେ ପାଳନ କରାଯାଉଅଛି ।କେବଳ ସଚେତନତା ହିଁ ଏଡସ୍ କବଳରୁ ବର୍ତ୍ତିବାର ଏକ ମାତ୍ର ଉପାୟ ବୋଲି ବିଶେଷଜ୍ଞଙ୍କ ମତ । ୧୯୮୮ ମସିହା ଡିସେମ୍ବର ୧ ତାରିଖରୁ ‘ବିଶ୍ୱ ଏଡସ୍ ଦିବସ’…

ରହସ୍ୟମୟ ଗୋଲୁମନ୍ଦିର, ଯେଉଁଠି ଦେବତା ଗ୍ରହଣ କରନ୍ତି ଦରଖାସ୍ତ !

ଭୁବନେଶ୍ୱର: ଭାରତ ଏକ ରହସ୍ୟମୟ ଦେଶ ବୋଲି ଏହା କାହାକୁ ଅଛପା ନୁହେଁ । ଏଠାରେ ପୁରାତନ ସଂସ୍କୃତି ତଥା ପ୍ରାଚୀନ ପରମ୍ପରାକୁ ଗୁରୁତ୍ୱବହନ କରି ଅନେକ କଥାବସ୍ତୁ ତଥା କିମ୍ବଦନ୍ତୀ ରହିଛି । ବିଭିନ୍ନତା ମଧ୍ୟରେ ଏକତା ବହନ କରୁଥିବା ଏହି ପ୍ରାଚୀନ ପରମ୍ପରାର ଦେଶ ଭାରତରେ ଅନେକ ପ୍ରମୁଖ…

‘କୋଣାର୍କ ମହୋତ୍ସବ’ ଡିସେମ୍ବର ୧ରୁ ଆରମ୍ଭ

ଭୁବନେଶ୍ୱର : ଓଡିଶାର ଅନ୍ୟତମ କୀର୍ତ୍ତିରାଜୀ କୋଣାର୍କରେ ଆରମ୍ଭ ହେବାକୁ ଯାଉଛି ଦୁଇ ଦୁଇଟି ମହୋତ୍ସବର ମହାସମାରୋହ । ‘କୋଣାର୍କ ମହୋତ୍ସବ’ ଓ ‘ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ’ ଗତକାଲି ଠାରୁ ଆରମ୍ଭ ହେବାକୁ ଯାଉଛି । ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ଏହି ‘କୋଣାର୍କ…

ଦିଲ୍ଲୀପ ଓ ବିଜୟଙ୍କ ଇସ୍ତଫା କୌଣସି ପ୍ରଭାବ ପକାଇବ ନାହିଁ: ବିଜେପି

ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ଦିଲ୍ଲୀପ ରାୟ ଏବଂ ବିଜୟ ମହାପାତ୍ରଙ୍କ ଇସ୍ତଫାରେ ଦଳ ଉପରେ କୌଣସି ପ୍ରଭାବ ପକାଇପାରିବ ନାହିଁ ବୋଲି ଶୁକ୍ରବାର ଦିନ ବିଜେପି କହିଛି । “ଯେଉଁ ଦୁଇ ଭଦ୍ରବ୍ୟକ୍ତି ଇସ୍ତଫା ପ୍ରଦାନ କରିଛନ୍ତି, ସେମାନେ କାହାନ୍ତି?” କେଉଁମାନେ ଇସ୍ତଫା ପ୍ରଦାନ…

ଗଜପତିରେ ଖାଇକୁ ଟ୍ରକ ଓଲଟି ୩ ମୃତ

ଗଜପତି : ଗଜପତି ଜିଲ୍ଲା ଆର୍ ଉଦୟଗିରି ଥାନା ବାଦପୁର ଘାଟି ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ମିଳିଥିବା ସୂଚନା ଅନୁଯାୟୀ ଆର୍ ଉଦୟଗିରି ରୁ ପାରଳାଖେମୁଣ୍ଡି ଆସୁଥିବା ଏକ ଟ୍ରକ ବାଦପୁର ନିକଟରେ କୌଣସି କାରଣବଶତଃ ଭାରସାମ୍ୟ ହରାଇ ୧୫୦ ଫୁଟ ତଳକୁ ଖସି ପଡ଼ିଥିଲା । ଫଳରେ…

ଶ୍ରୀଜଗନ୍ନାଥ ମନ୍ଦିର ସଂସ୍କାର: ସୁପ୍ରିମକୋର୍ଟ ଡ଼ିସେମ୍ବର ଶେଷ ସୁଦ୍ଧା ନୂଆ ଆମିକସ୍ କ୍ୟୁରିଙ୍କୁ ନିଯୁକ୍ତ କରିବେ

ଭୁବନେଶ୍ୱର: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରସ୍ତାବିତ ସଂସ୍କାର ତଦାରଖ କରିବାକୁ ସୁପ୍ରିମକୋର୍ଟ ଡ଼ିସେମ୍ବର ଶେଷ ସୁଦ୍ଧା ନୂତନ ଆମିକସ୍ କ୍ୟୁରୀଙ୍କୁ ନିଯୁକ୍ତି ଦେବାର ସୂଚନା ମିଳିଛି । ବର୍ତ୍ତମାନର ଆମିକସ୍ କ୍ୟୁରି ଗୋପାଳ ସୁବ୍ରମଣିୟମ ତାଙ୍କର ବ୍ୟକ୍ତିଗତ କାରଣ ଦର୍ଶାଇ ଏହି ପଦବୀରୁ…