Latest Odisha News

BREAKING NEWS

ବସ୍ତି ପାଇଁ ବବିତା ଦିଦି…

(ମହିଳା ଦିବସ ଅବସରରରେ ‌ସ୍ୱତନ୍ତ୍ର ଆଲେଖ୍ୟ) ଭୁବନେଶ୍ୱର: ସେ ସାଜିଛନ୍ତି ବସ୍ତିର ବିଦ୍ୟାଦାତ୍ରୀ, ସେ ପୁଣି ବନିଛନ୍ତି ସେବାର ଦେବୀ । ବସ୍ତିବାସିନ୍ଦାଙ୍କ ସୁଖ ଦୁଃଖର ସାଥୀ ହୋଇଛନ୍ତି ବବିତା ଦିଦି । ଭୁବନେଶ୍ୱରର ବିଭିନ୍ନ ବସ୍ତି ଲୋକଙ୍କ ପାଇଁ ଆଗ ଡାକରା ନାଁ ବବିତା । ସେ…

‘ଚୁଜ୍ ଟୁ ଚ୍ୟାଲେଂଜ’ ଥିମ୍ କୁ ନେଇ ଚଳିତ ବର୍ଷ ପାଳନ ହେଉଛି ଅନ୍ତର୍ଜାତୀୟ ମହିଳା ଦିବସ

ଭୁବନେଶ୍ୱର: ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ୧୯୭୫ ମସିହାରୁ ଜାତିସଂଘ ଆନୁକୂଲ୍ୟରେ ଆଜିର ଦିନକୁ ମହିଳା ଦିବସ ରୂପେ ପାଳନ ହୋଇଆସୁଛି । ଚଳିତ ବର୍ଷର ଥିମ୍ ରହିଛି 'ଚୁଜ୍ ଟୁ ଚ୍ୟାଲେଂଜ' । ମହିଳାଙ୍କୁ ସମ୍ମାନ, ଲିଙ୍ଗଗତ ବୈଷମ୍ୟ ଦୂରୀକରଣ ତଥା ସେମାନଙ୍କ ରାଜନୀତିକ, ସାମାଜିକ ଓ ଆର୍ଥିକ…

ସଶକ୍ତ ସମାଜ ପାଇଁ ରାଷ୍ଟ୍ରଦୀପ ଭଳି ଗଣମାଧ୍ୟମର ଆବଶ୍ୟକତା ରହିଛି: ଧର୍ମେନ୍ଦ୍ର ପ୍ରଧାନ

କଟକ : ଓଡିଶାର ପ୍ରାଚୀନ ସଭ୍ୟତା, ସଂସ୍କୃତି, ସ୍ୱାଧୀନତା ସଂଗ୍ରାମୀ ଓ ସେମାନଙ୍କର ବିଚାରଧାରା ତଥା ବିଶେଷ ଭାବରେ ଓଡିଶାର ଚିରନ୍ତନ ସଂସ୍କାରର ମୁଖପତ୍ର “ରାଷ୍ଟ୍ରଦୀପ” ହେଉ । କଟକ ଠାରେ ଅନୁଷ୍ଠିତ “ରାଷ୍ଟ୍ରଦୀପ” ଅଷ୍ଟାବିଂଶତିତମ ବସନ୍ତ ମିଳନ ଉତ୍ସବରେ ଯୋଗଦେଇ କହିଛନ୍ତି…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

 ଆଜିର ରାଶିଫଳ ତା୮-୩-୨୦୨୧ ସୋମବାର ଆଜି ଦିନର ମହତ୍ତ୍ଵ ଆଜି ୨୨୧ ମସିହା ମାର୍ଚ୍ଚ ତା ୮ରିଖ ସୋମବାର କୁମ୍ଭ ୨୫ଦିନ ଫାଲଗୁନ ମାସ କୃଷ୍ଣପକ୍ଷ ଦଶମୀ ତିଥି ପୂର୍ବା ଷାଢା ନକ୍ଷତ୍ର ଧନୁ ଚନ୍ଦ୍ର ଆଜିର ଘାତ ବାର- ମିଥୁନ ରାଶିର ଆଜିର ଘାତ ଚନ୍ଦ୍ର- ତୁଳା କୁମ୍ଭ ରାଶି ପୁରୁଷ ଓ…

ମେଜର ସନ୍ଦୀପ ମହାପାତ୍ର ମେମୋରିଆଲ୍ ଟେନିସ୍ ଚାମ୍ପିଅନସିପ୍: କବିର ହନ୍ସ ଓ ଋତୁପର୍ଣ୍ଣା ଚୌଧୁରୀ ବିଜୟୀ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ମେଣ୍ଡାଶାଲ ଗୁରୁକୁଲ ରିସର୍ଟରେ ୩ ତାରିଖରୁ ଠାରୁ ଚାଲିଥିବା ମେଜର ସନ୍ଦୀପ ମହାପାତ୍ର ମେମୋରିଆଲ୍ ଟେନିସ୍ ଚାମ୍ପିଅନସିପ୍ ରବିବାର ଉଦଯାପିତ ହୋଇଯାଇଛି। ପୁରୁଷ ଏକକରେ କବିର ହନ୍ସ ବିଜୟୀ ହୋଇଛନ୍ତି। ପ୍ରତ୍ୟୁଷ ମହାନ୍ତିଙ୍କୁ ୬-୧, ୬-୨ରେ କବିର ହନ୍ସ…

ସୁରଟ ଫେରନ୍ତାଙ୍କ ଦୁଃଖଦ କାହାଣୀକୁ ନେଇ ଓଡ଼ିଆ ଚଳଚ୍ଚିତ୍ର ‘ଭୋକ’

ଭୁବନେଶ୍ୱର: ମହାମାରୀ କରୋନା ବିଶ୍ୱବ୍ୟାପୀ ଲୋକଙ୍କୁ ପ୍ରଭାବିତ କରିଛି । ଲକଡାଉନ୍ ଓ ସଟଡାଉନ୍ ଭିତରେ ଅନେକଙ୍କ ଜୀବିକା ଯାଇଥିବା ବେଳେ ଭୂତାଣୁ ନେଇଛି ବହୁ ଜୀବନ । ଜୀବନର ଅସମୟରେ ଘଟୁଥିବା ଏଭଳି ଘଟଣାକୁ ପରଦାରେ ଚିତ୍ରଣ କରିବାକୁ ଜ୍ୟୋତି ପ୍ରଡକ୍ସନ ନିର୍ମାଣ କରୁଛି ଓଡ଼ିଆ ଚଳଚ୍ଚିତ୍ର…

ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକ ଓ ଯୁବତୀଙ୍କ ମୃତଦେହ ଉଦ୍ଧାର

ଗଜପତି : ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ ଆରିବା ଗାଁରେ ଅଭାବନୀୟ ଘଟଣା । ଘର ଭିତରେ ଯୁବକ ଓ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ । ଯୁବକ-ଯୁବତୀଙ୍କ ମୃତଦେହ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ି ରହିଛି । ଉଭୟ ଆତ୍ମହତ୍ୟା କରିଥିବା​ ସନ୍ଦେହ କରାଯାଉଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ…

ପୁରସ୍କୃତ ହେଲେ ଓଡ଼ିଶାର ୧୪ ସାହାସୀ ଓ ସଫଳ ମହିଳା

ଭୁବନେଶ୍ୱର: ପ୍ରତିକୂଳ ପରିସ୍ଥିତି ବିରୁଦ୍ଧରେ ଲଢେଇ କରି ତଥା ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିବା ଓଡ଼ିଶାର ସଫଳ ମହିଳାମାନଙ୍କୁ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏକ କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଛି। ବଲାଙ୍ଗିର ଜିଲ୍ଲାର ୧୯ ବର୍ଷ ବୟସ୍କା ମାନସୀ ବରିହା ରହିଛନ୍ତି।…

ଯାଜପୁର ଗସ୍ତରେ ଯାଇ ବ୍ୟାସ ସରୋବର ଉନ୍ନତିକରଣର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଯାଜପୁର: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଯାଜପୁର ଗସ୍ତରେ ଯାଇଥିଲେ । ମୁଖ୍ୟ ଶାସନ ସଚିବ ବ୍ୟାସ ସରୋବର ପରିଦର୍ଶନ କରିବା ସହ ଗ୍ରାଉଣ୍ଡରେ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପ୍ରତି ଗୁରୁତ୍ୱ ଦେଇଥିଲେ । ବ୍ୟାସ ସରୋବରର…

ବ୍ରହ୍ମପୁରରେ ବାପା-ପୁଅଙ୍କୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବ୍ରହ୍ମପୁର : ବ୍ରହ୍ମପୁରରେ ଅଭାବନୀୟ ଘଟଣା । ସଦର ଥାନା ଝାଡଙ୍କୁଲି ଗାଁରେ ବାପା-ପୁଅଙ୍କୁ ମରଣାନ୍ତକ ଆକ୍ରମଣ । ବାପା-ପୁଅଙ୍କୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ଉଭୟ ବାପା-ପୁଅଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ…