Latest Odisha News

BREAKING NEWS

ଦିଲ୍ଲୀରେ ପଞ୍ଜିକୃତ ହୋଇଛି ସର୍ବାଧିକ ଠକେଇ ମାମଲା

ନୂଆଦିଲ୍ଲୀ: ସର୍ବଶେଷ ନ୍ୟାସନାଲ କ୍ରାଇମ ରେକର୍ଡସ ବ୍ୟୁରୋ (ଏନସିଆରବି) ରିପୋର୍ଟ ଅନୁଯାୟୀ, ୨୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ୧୯ ଟି ମେଟ୍ରୋ ମଧ୍ୟରୁ ଦିଲ୍ଲୀରେ ୨୦୨୦ ରେ ଜାଲିଆତି ଏବଂ ଜାଲିଆତି ଭଳି ଅର୍ଥନୈତିକ ଅପରାଧରେ ବର୍ଗୀକୃତ ହୋଇଥିବା ସର୍ବାଧିକ ମାମଲା ରେକର୍ଡ କରିଛି। ଗତ…

ବିଜେଡିର ମିଶ୍ରଣ ପର୍ବ, ସାମିଲ ହେଲେ ରାୟଗଡାର ବହୁ କଂଗ୍ରେସ ନେତା

ଗୁଣୁପୁର: ରାୟଗଡା ଜିଲ୍ଲାରେ କଂଗ୍ରେସର ଦୁର୍ଗ ଏବେ ଧିରେଧିରେ ଦୁର୍ବଳ ହେବାରେ ଲାଗିଛି । ଦଳର ବହୁ ଟାଣୁଆ ତଥା ଆଗଧାଡିର ନେତା ଗୋଟିଏ ପରେ ଗୋଟିଏ ବିଜେଡିରେ ସାମିଲ ହୋଇଛନ୍ତି । ଆଜି ରାଜଧାନୀ ଭୁବନେଶ୍ୱରରେ ବିଜେଡିର ମିଶ୍ର ପର୍ବରେ ରାୟଗଡା ଜିଲ୍ଲାର ବହୁ କଂଗ୍ରେସ ନେତା ଯୋଗଦେଇଥିଲେ ।…

[ଭିଡିଓ] ଫାର୍ମାଷିଷ୍ଟଙ୍କ କ୍ୱାର୍ଟରୁ ମିଳିଲା ଲକ୍ଷାଧିକ ଟଙ୍କାର ଏକ୍ସପାରୀ ଔଷଧ

ଅନୁଗୁଳ: ରୋଗୀଙ୍କୁ ମିଳୁନି ହେଲେ ଫିଙ୍ଗା ହେଉଛି ଏକ୍ସପାରୀ ଡେଟ୍ ଥିବା ଔଷଧ । ଫାର୍ମାଷିଷ୍ଟଙ୍କ କ୍ୱାର୍ଟରୁ ମିଳିଲା ଲକ୍ଷାଧିକ ଟଙ୍କାର ଏକ୍ସପାରୀ ମେଡିସିନ୍ । ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକତ୍ସାଳୟ ପରିସରରେ ଥିବା ପୁରୁଣା ସରକାରୀ କ୍ୱାର୍ଟର ଭଙ୍ଗା ହେବା ବେଳେ ଲକ୍ଷାଧିକ ଟଙ୍କାର…

ୟୁନିଭର୍ସିଟିରେ ଗୁଳିକାଣ୍ଡ; ୮ ମୃତ

ନୂଆଦିଲ୍ଲୀ: ରୁଷ୍‌ ୟୁନିଭର୍ସିଟିରେ ଗୁଳିକାଣ୍ଡ। ରିପୋର୍ଟ ଅନୁଯାୟୀ, ଗୁଳି ବିନିମୟରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଜଣେ ସୁଟର୍‌ ରୁଷର ଏକ ବିଶ୍ୱବିଦ୍ୟାଳୟରେ ଗୁଳି ଚାଳନା ଯୋଗୁ ଅତି କମରେ ଆଠ ଜଣଙ୍କର ମୃତ୍ୟୁ ଘଟିଛି। ରୁଷ୍‌ର ପର୍ମ ଷ୍ଟେଟ ୟୁନିଭରସିଟି ଉପରେ…

ରାୟଗଡାରେ ଡେଙ୍ଗୁ ଜ୍ୱର ଆତଙ୍କ, ଚିକିତ୍ସା ପାଇଁ ଆନ୍ଧ୍ର ଧାଉଁଛନ୍ତି ଲୋକେ

ରାୟଗଡା: କରୋନା ମହାମାରୀ ପରେ ଡେଙ୍ଗୁ ଜ୍ୱରକୁ ନେଇ ଚିନ୍ତାରେ ପଡିଛନ୍ତି ରାଜ୍ୟ ସରକାର । ଏହି ଧାରାରେ ଏବେ ରାୟଗଡା ଜିଲ୍ଲାର ବିଭିନ୍ନ ଅଂଚଳରେ ଡେଙ୍ଗୁ ଆକ୍ରାନ୍ତଙ୍କ ଚିହ୍ନଟ ହେବାରେ ଲାଗିଛି । ଜିଲ୍ଲାର ଲେଲବାଡି ଗାଁରେ ଗତ ତିନିଦିନ ମଧ୍ୟରେ ଡେଙ୍ଗୁରେ ଆକ୍ରାନ୍ତ ହୋଇ ପ୍ରଦୀପ…

ମାନହାନୀ ମାମଲାକୁ ଅନ୍ୟ କୋର୍ଟକୁ ସ୍ଥାନାନ୍ତର କରିବାକୁ କଙ୍ଗନାଙ୍କ ନିବେଦନ

ନୂଆଦିଲ୍ଲୀ: ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ବିରୋଧରେ ଗୀତିକାର ଜାଭେଦ ଅଖତର୍‌ଙ୍କ ଦ୍ୱାରା ଦାଖଲ ହୋଇଥିବା ମାନହାନୀ ମାମଲାରେ କଙ୍ଗନା ରାନାୱତ ଏବଂ ଜାଭେଦ ଅଖତର ଆଜି କୋର୍ଟରେ ହାଜର ହୋଇଥିଲେ। ଏହାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧ ହେବାର ଅଛି। ତେବେ କଙ୍ଗନା ଏବେ ଜାଭେଦ ଅଖତରଙ୍କ…

ଭାଗବତ ଜନ୍ମ

ଲୋପାମୁଦ୍ରା ପରିଡ଼ାଙ୍କ ସ୍ମୃତିରୁ ଖିଏ ସାତଶହ ବର୍ଷ ତଳ କଥା । ଶାସନୀ ବ୍ରାହ୍ମଣ ଗାଁ । ଷୋଳ ଶାସନରୁ ଶାସନେ କପିଳେଶ୍ବରପୁର । ମାଆଟିଏ ବୁଝିପାରୁନି ତା ଆଗ୍ରହର ବିଷୟବସ୍ତୁ । ପୋଥି ପୁରାଣ ଲେଖା ସଂସ୍କୃତରେ । ନାରୀ ଶିକ୍ଷାର ଆରମ୍ଭ ଯୁଗରୁ ବହୁପଛର ସମୟ । ସବୁ ଦିନେ ସ୍ବାମୀ…

ନାଳରେ ଭାସିଯାଇ ଛାତ୍ର ଜ୍ୟୋତିପ୍ରକାଶ ମୃତ୍ୟୁ ଘଟଣା, ବିଏମସି ଅଫିସକୁ ଘେରଉ କଲା ବିଜେପି

ଭୁବନେଶ୍ୱର :ନାଳରେ ଭାସିଯାଇ ଛାତ୍ର ଜ୍ୟୋତିପ୍ରକାଶ ମୃତ୍ୟୁ ଘଟଣା । ବିଏମସି ଅଫିସ ଘେରଉ କଲା ବିଜେପି । ବିଏମସି କୁ ଦାୟୀ କରି ବିଜେପି କର୍ମୀମାନେ ବିଏମସି ଅଫିସ  ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିଏମସି ଅଫିସ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଛନ୍ତି ବିଜେପି ଦଳୀୟ…

୧୫ରେ ରିଲିଜ କରିବ ତାପସୀଙ୍କ ‘ରଶ୍ମୀ ରକେଟ୍’

ନୂଆଦିଲ୍ଲୀ: ତାପସୀ ପନ୍ନୁଙ୍କ ଅଭିନୀତ 'ରଶ୍ମୀ ରକେଟ୍' ଅକ୍ଟୋବର ୧୫ ରେ ଜି୫ ରେ ରିଲିଜ୍ କରିବ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଆକର୍ଷ ଖୁରାନା। ଏଥିରେ ତାପସୀଙ୍କ ସମେତ ଏବଂ ପ୍ରିୟଙ୍କା, ଅଭିଷେକ ବାନାର୍ଜୀ ଏବଂ ସୁପ୍ରିୟା ପାଠକ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଏହି…

କୁକୁର ସହ ଯାତ୍ରା ପାଇଁ ପୂରା ବିଜ୍‌ନେସ୍‌ କ୍ଲାସ୍‌ ବୁକ୍‌ କଲେ ମାଲିକ

ମୁମ୍ବାଇ: ବିମାନରେ ଯାତ୍ରା କରିବା ଅନେକ ଲୋକଙ୍କ ସ୍ୱପ୍ନ। କିନ୍ତୁ ଜଣେ ବ୍ୟକ୍ତି ନିଜ ସହିତ ନିଜ କୁକୁରର ବିମାନ ଯାତ୍ରା ସ୍ବପ୍ନକୁ ମଧ୍ୟ ପୂରଣ କରିଛନ୍ତି। ବ୍ୟକ୍ତି ଜଣକ ନିଜ କୁକୁର ପାଇଁ ବିମାନରେ ବିଜ୍‌ନେସ୍‌ କ୍ଲାସ୍‌ ବୁକ୍ କରିଛନ୍ତି। ମୁମ୍ବାଇରୁ ଚେନ୍ନାଇ ଯିବା ପାଇଁ ମାଲିକ ତାଙ୍କ…