Latest Odisha News

BREAKING NEWS

ଅବସର ନେଲେ ଓଡିଶା ପେସର ପ୍ରୀତମଜିତ

ଭୁବନେଶ୍ୱର: ଓଡିଶାର ବାମହାତୀ ପେସ ବୋଲର ପ୍ରୀତମଜିତ ଦାସ ରବିବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ସେ ତାଙ୍କ କ୍ୟାରିୟରରେ ୧୧ ପ୍ରଥମଶ୍ରେଣୀ ମ୍ୟାଚ(୨୫ ଉଇକେଟ), ୧୪ଲିଷ୍ଟ ଏ ମ୍ୟାଚ (୨୦ ଉଇକେଟ) ଓ ୧୫ ଟି୨୦ ମ୍ୟାଚ(୧୬ ଉଇକେଟ) ଖେଳିଛନ୍ତି । ୨୦୦୬ରେ ହିମାଚଳପ୍ରଦେଶ…

ଟିକ୍‌ରୀ ସୀମା ନିକଟରେ ଆଉ ଜଣେ ଚାଷୀଙ୍କ ଆତ୍ମହତ୍ୟା

ଚଣ୍ଡିଗଡ଼: ହରିୟାଣାର ହିସାର ଜିଲ୍ଲାର ଜଣେ କୃଷକ ରବିବାର ଦିନ ଟିକ୍‌ରୀ ସୀମାର ବିରୋଧ ସ୍ଥାନରୁ ପ୍ରାୟ ସାତ କିଲୋମିଟର ଦୂରରେ ଥିବା ଗଛରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପୋଲିସ କହିଛି ଯେ କେନ୍ଦ୍ରର ନୂତନ କୃଷି ନିୟମ ବିରୁଦ୍ଧରେ ଏହି ଆନ୍ଦୋଳନକୁ ସମର୍ଥନ କରୁଥିବା ୪୯…

ଶିକ୍ଷକ ଗାଳି କରିବାରୁ ସ୍କୁଲରୁ ବାହାରି ଶିକ୍ଷକଙ୍କୁ ଗୁଳି  କଲା ଦ୍ୱାଦଶ ଶ୍ରେଣୀ ଛାତ୍ର

ଗାଜିଆବାଦ: ଉତ୍ତରପ୍ରଦେଶ ଗାଜିଆବାଦରୁ ଏକ ଚାଞ୍ଚଲ୍ୟକର ମାମଲା ସାମ୍ନାକୁ ଆସିଛି । ଜଣେ ଛାତ୍ର ନିଜ ଶିକ୍ଷକଙ୍କୁ ଗୁଳି କରିଥିବା ଜଣାପଡିଛି । ଶିକ୍ଷକଙ୍କ ଜୀବନ ବଞ୍ଚିଯାଇଛି । ସେ ଆହତ ଅଛନ୍ତି । ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ଆହତ ଶିକ୍ଷକଙ୍କ ଅଭିଯୋଗ କ୍ରମେ ପୋଲିସ ମାମଲା…

୯ ଏପ୍ରିଲରୁ  IPL ମହାସମର, ପ୍ରଥମରୁ କୋହଲି-ରୋହିତଙ୍କ ମଧ୍ୟରେ ଟକ୍କର

ନୂଆଦିଲ୍ଲୀ: ବାଜିଲା IPL ବିଗୁଲ । ୯ ଏପ୍ରିଲରୁ IPL ମହାସମର । ଆଇପିଏଲର ୧୪ତମ ସଂସ୍କରଣ ପାଇଁ ମ୍ୟାଚ୍‌ ସେଡ୍ୟୁଲ ଜାରି କରିଛି ବିସିସିଆଇ । ଆସନ୍ତା ଏପ୍ରିଲ ୯ ତାରିଖରେ ଚେନ୍ନାଇରେ ଆରମ୍ଭ ହେବାକୁ ଯାଉଛି ଆଇପିଏଲ ମହାସମର । IPL ସିଜିନ୍‌ ୧୪ର ଫାଇନାଲ ମ୍ୟାଚ୍‌ ମେ ୩୦ ତାରିଖରେ…

ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’କୁ ନେଇ ବଢିଲା ଆଲିଆ ଏବଂ ଭନ୍‌ଶାଲୀଙ୍କ ଅଡୁଆ

ନୂଆଦିଳ୍ଲୀ: ସୂଚନା ଅନୁଯାୟୀ ଆଲିଆ ଭଟ୍ଟଙ୍କ ଅଭିନୀତ ଏବଂ ସଂଜୟ ଲୀଲା ଭନ୍‌ଶାଲୀଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର 'ଗଙ୍ଗୁବାଇ କାଠିଆୱାଡି'କୁ ନେଇ ଅଡୁଆ ବଢିଛି। ଏହି ଚଳଚ୍ଚିତ୍ରରେ ଆଲିଆ ଭଟ୍ଟଙ୍କୁ କାମାଠୀପୁରାର ନିବାସୀ ଏକ ବେଶ୍ୟା ମୁଖ୍ୟ ଭାବରେ ଚିତ୍ରଣ କରିଛନ୍ତି। ବର୍ତ୍ତମାନ…

ଶିଶୁକୁ କୋଳରେ ଧରି ଟ୍ରାଫିକ୍‌ ନିୟନ୍ତ୍ରଣ କରୁଛନ୍ତି ମହିଳା

ଚଣ୍ଡିଗଡ଼: ଚଣ୍ଡିଗଡ଼ର ରାସ୍ତାରେ ଜଣେ ଟ୍ରାଫିକ୍‌ ମହିଳା ତାଙ୍କ ଶିଶୁକୁ କୋଳରେ ଧରି ଯାତାୟାତକୁ ନିୟନ୍ତ୍ରଣ କରୁଥିବା ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ‌ହେଉଛି। ଏହି ସର୍ଟ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଅନେକ ସ୍ଥାନରୁ ଗଭୀର ଉଦ୍‌ବେଗ ପ୍ରକାଶ ପାଇଛି।…

କରୋନା ଟିକା ନେଲେ ଅଭିନେତା ଜିତେନ୍ଦ୍ର ଏବଂ ପତ୍ନୀ ଶୋଭା

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ତଥା ନିର୍ମାତା ଜିତେନ୍ଦ୍ର ଏବଂ ପତ୍ନୀ ଶୋଭା କପୁରଙ୍କ ସହ କରୋନା ଟିକାର ପ୍ରଥମ ଡୋଜ୍‌ ନେଇଛନ୍ତି। ଜିତେନ୍ଦ୍ରଙ୍କ ପୁଅ ଅଭିନେତା ତୁଷାର କପୁର ଏହି ଖବର ଘୋଷଣା କରିବାବେଳେ ତାଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲରେ ତାଙ୍କ ପିତାମାତାଙ୍କ ଫଟୋ ସେୟାର କରିଛନ୍ତି।…

ରାଜଧାନୀରେ ମାତିଛନ୍ତି ଲୁଟେରା, ମହିଳାଙ୍କ ଠାରୁ ଲୁଟି ନେଲେ ସୁନା ଚେନ୍

ଭୁବନେଶ୍ୱର: ଭୁବନେଶ୍ୱରରେ ମାତିଛନ୍ତି ଲୁଟେରା। ଖାସକରି ମହିଳାଙ୍କୁ ଟାର୍ଗେଟ କରିବା ସହ ଛିନତାଇ କରୁଛନ୍ତି। ଏମିତି ଏକ ଘଟଣା ଘଟିଛି ଖଣ୍ଡଗିରିରେ। ରବିବାର ସକାଳେ ଜଣେ ମହିଳାଙ୍କ ଠାରୁ ସୁନା ଚେନ୍ ଲୁଟ୍ କରିଛନ୍ତି କିଛି ଦୁବୃର୍ତ୍ତ। ଖବର ଅନୁଯାୟୀ, ଖଣ୍ଡଗିରି ବରୀ ଅଞ୍ଚଳର ଜଣେ…

ଭୁବନେଶ୍ବର CRP ଛକ ହତ୍ୟାକାଣ୍ଡ ଘଟଣା ନେଇ ଡିସିପିଙ୍କ ପ୍ରେସମିଟ୍,- “ପୂର୍ବ ଶତ୍ରୁତାରୁ ଘଟିଛି ହତ୍ୟାକାଣ୍ଡ”

ଭୁବନେଶ୍ୱର: ଗତକାଲି ରାଜଧାନୀ CRPଛକ ନିକଟରେ ଦିନ ଦ୍ବିପହରେ ଘଟିଥିବା ହତ୍ୟାକାଣ୍ଡ ଘଟଣା । ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଛି । ଏନେଇ ପ୍ରେସମିଟ୍ ରେ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ । ପ୍ରେସମିଟ୍‌ରେ ଡିସିପି ଆହୁରୀ ମଧ୍ୟ କହିଛନ୍ତି,  ପ୍ରଶାନ୍ତ ଦାସ…

ଦେଶର ଅଧିକାଂଶ ଦୂଷିତ ସ୍ଥାନ ଥିବା ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ତାଲିକାରେ ତୃତୀୟରେ ରହିଛି ଦିଲ୍ଲୀ

ନୂଆଦିଳ୍ଲୀ: କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତଥ୍ୟ ଅନୁଯାୟୀ ଜାତୀୟ ରାଜଧାନୀ ଦିଲ୍ଲୀ ଅଧିକାଂଶ ଦୂଷିତ ସ୍ଥାନ ଥିବା ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ତାଲିକାରେ ତୃତୀୟ ସ୍ଥାନରେ ରହିଛି। ଭାରତରେ ୧୧୨ଟି ସ୍ଥାନ ବିଷାକ୍ତ ଏବଂ ବିପଜ୍ଜନକ ପଦାର୍ଥ ଦ୍ୱାରା ଦୂଷିତ ହୋଇଛି। ଏହା…