ଫରହାନ୍ଙ୍କ ଫିଲ୍ମରେ ଅନନ୍ୟାଙ୍କ ଏଣ୍ଟ୍ରି
ନୂଆଦିଲ୍ଲୀ: ଫରହାନ ଅଖତର ଏବଂ ରିତେଶ ସିଦ୍ଧୱାନୀଙ୍କ ଏକ୍ସେଲ ଏଣ୍ଟରଟେନମେଣ୍ଟ ଏବଂ ଜୋୟା ଅଖତର ଏବଂ ରେମା କାଗଟିଙ୍କ ଟାଇଗର ବେବି ଫିଲ୍ମସ ଏକ ନୂଆ ଚଳଚ୍ଚିତ୍ର ଘୋଷଣା କରିଛନ୍ତି। ଫିଲ୍ମର ଟାଇଟଲ ରହିଛି 'ଖୋ ଗୟେ ହମ୍ କାହାଁ'। ଏହାର ଷ୍ଟାର୍ କାଷ୍ଟ ହେଉଛନ୍ତି ହ୍ବାଇଟ ଟାଇଗର ଅଭିନେତା…