Latest Odisha News

BREAKING NEWS

କୋଭିଡ କଟକଣାରେ ପୁରୀ ଲୋକନାଥ ମନ୍ଦିରରେ ଜାଗର ଯାତ୍ରା

ପୁରୀ: କୋଭିଡ୍ କଟକଣାରେ ଏବର୍ଷ ପୁରୀର ଶ୍ରୀଲୋକନାଥଙ୍କ ଜାଗର ଯାତ୍ରା । ଭୋର ୪ଟାରୁ ଆରମ୍ଭ ହେବ ଦର୍ଶନ। ଏବର୍ଷ ଭିତର ଗମ୍ଭୀରାରେ ଦର୍ଶନ ମନା। ସୀମିତ ସଂଖ୍ୟକ ସେବାୟତଙ୍କୁ ନେଇ ଆସନ୍ତା ୯ ତାରିଖରେ ପଙ୍କୋଦ୍ଧାର ହେବ। ବର୍ଷକରେ ଗୋଟିଏ ଦିନ ପଙ୍କୋଦ୍ଧାର ଏକାଦଶୀରେ ଶ୍ରଦ୍ଧାଳୁ…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ମିଶନ ଆପୋଲୋ ୧୧, ସତ ନା ମିଛ ?

ଭୁବନେଶ୍ୱର: ଇଣ୍ଟରନେଟରେ ଘୁରିବୁଲୁଛି ଅନେକ ତଥ୍ୟ । ଖାସ କରି ସୋସିଆଲ ମିଡିଆରେ ପ୍ରତିଦିନ ସାମ୍ନାକୁ ଆସୁଛି ଭଳିକିଭଳି ଖବର ଓ ଘଟଣା । ସେଥିମଧ୍ୟରୁ କିଛି ସତ ସାବ୍ୟସ୍ତ ହେଉଛି । ଆଉ କିଛି ମିଛ ଗୁଜବ ରୂପେ ଅଧିକ ମାତ୍ରାରେ ପ୍ରଚାର ହେଉଛି । ହେଲେ ନିକଟରେ ମିଶନ୍ ଆପୋଲୋ ୧୧ର ସତ୍ୟତାକୁ…

ନ୍ୟୁଜିଲାଣ୍ଡରେ ଭୂମିକମ୍ପ ପରେ ସୁନାମୀ ଆଲର୍ଟ

ଓ୍ବେଲିଂଟନ୍ : ବଡ଼ ଧରଣର ଭୂକମ୍ପ ଝଟକାରେ ଥରିଛି ନ୍ୟୁଜିଲାଣ୍ଡର ଉତ୍ତର ଦ୍ୱୀପ । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୩ ଥିବାରୁ ବ୍ୟାପକ କ୍ଷୟକ୍ଷତିର ଆଶଙ୍କା ପ୍ରକାଶ ପାଇଛି। ସ୍ଥିତିକୁ ନଜରରେ ରଖି ସୁନାମୀ ସତର୍କତା ଜାରି କରାଯାଇଛି । ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ…

ଧବଳେଶ୍ବର ମନ୍ଦିରରେ ଜାଗର ଯାତ୍ରା ବନ୍ଦ

କଟକ : କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଥର ପ୍ରସିଦ୍ଧ ଧବଳେଶ୍ବର ପୀଠରେ ଚଳିତବର୍ଷ ହେବନି ଜାଗର ଯାତ୍ରା । କୋଭିଡ୍ ସଂକ୍ରମଣକୁ ଆଖି ଆଗରେ ରଖି ଦେବୋତ୍ତର ବିଭାଗ ଏଭଳି ନିଷ୍ପତ୍ତି ନେଇଛି । ଧବଳେଶ୍ବର ପୀଠରେ ଚଳିତ ବର୍ଷ ଜାଗର ଯାତ୍ରା ଅନୁଷ୍ଠିତ ହେବ ନାହିଁ । କେବଳ ପୂଜକଙ୍କୁ ନେଇ…

କାଲି ଡିଗ୍ରୀ କଲେଜ ଓ ବିଶ୍ବବିଦ୍ୟାଳୟ ଛୁଟି

ଭୁବନେଶ୍ବର : ଆସନ୍ତାକାଲି ପଞ୍ଚାୟତିରାଜ ଦିବସ । ଏଥିପାଇଁ କାଲି ବନ୍ଦ ରହିବ ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ । ଉଚ୍ଚଶିକ୍ଷା ବିଭାଗ ଅଧିନ ସମସ୍ତ ଡିଗ୍ରୀ କଲେଜ ମଧ୍ୟ ଛୁଟି ରହିବ । ଆସନ୍ତାକାଲି ଛୁଟି ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏନେଇ ସମସ୍ତ…

ଓଡିଶା ମହିଳା ଲିଗ୍ ଫୁଟବଲ: ଓଡିଶା ପୋଲିସକୁ ହରାଇଲା ସାଇ-ଏସଟିସି

ଭୁବନେଶ୍ୱର: ଚଳିତ ଓଡିଶା ମହିଳା ଲିଗ୍ ଫୁଟବଲରେ ଗୁରୁବାର ମୁକାବିଲାରେ ସାଇ-ଏସଟିସି ୨-୧ ଗୋଲରେ ଓଡିଶା ପୋଲିସକୁ ପରାସ୍ତ କରିଛି । ଏହି ମ୍ୟାଚ କ୍ୟାପିଟାଲ ଗ୍ରାଉଣ୍ଡରେ ଖେଳା ଯାଇଥିଲା । ବିଜୟୀ ଦଳ ପକ୍ଷରୁ ୩୬ତମ ମିନିଟରେ ଦୀପା ନାୟକ ଓ ଗୁଡିୟା କୁମାରୀ ୯୦ତମ ମିନିଟରେ ଗୋଲ ସ୍କୋର…

ମମତାଙ୍କ ସମର୍ଥନରେ ବାହାରିଲା ଶିବସେନା

ମୁମ୍ବାଇ : ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ସରଗରମ ରାଜନୀତି । ବିଜେପି କ୍ଷମତାକୁ ଆସିବାକୁ ଜୋରଦାର ପ୍ରୟାସ ଚଳାଇଥିବା ବେଳେ, ଗଡ଼ ବଞ୍ଚାଇବାକୁ ଲାଗି ପଡିଛି ଟିଏମସି । ତେବେ ପଶ୍ଚିମବଙ୍ଗରେ ଟିଏମସି ହାତମୁଠାକୁ ଟାଣ କରିବାକୁ ଆଗକୁ ଆସିଛି ଶିବସେନା । ଦଳ ପଶ୍ଚିମବଙ୍ଗ…

ଲ୍ୟାଣ୍ଡିଂ କରିବାର କିଛି ମିନିଟ ଭିତରେ ବିସ୍ଫୋରଣରେ ନଷ୍ଟ ହୋଇଯାଇଛି spaceX

ଟେକ୍ସାସ: spaceXର ମହାକାଶଯାନ ଷ୍ଟାରସିପ୍ ଟେକ୍ସାସରୁ ଉତକ୍ଷେପଣ ହେବା ପରେ ୧୦ କିଲୋମିଟର ଉପରକୁ ଯାଇଥିଲା । ସଫଳତାର ସହ ଫେରି ଆସି ଲ୍ୟାଣ୍ଡିଂ ମଧ୍ୟ କରିଥିଲା । ତେବେ ଲ୍ୟାଣ୍ଡିଂ କରିବାର କିଛି ମିନିଟ ଭିତରେ ଏହା ବିସ୍ଫୋରଣରେ ନଷ୍ଟ ହୋଇଯାଇଛି । ମିଶନ ମଙ୍ଗଳର ଗୋଟିଏ ସୋପାନକୁ ସଫଳତା…

ଫସିଲେ ଅନୁରାଗ, ତାପସୀ: ହେରଫେର କରିଛନ୍ତି କୋଟି କୋଟି ଟଙ୍କା

ନୂଆଦିଲ୍ଲୀ: ଅଭିନେତ୍ରୀ ତାପସୀ ପନ୍ନୁ ଓ ଫିଲ୍ମ ନିର୍ମାତା-ନିର୍ଦ୍ଦେଶକ ଅନୁରାଗ କାଶ୍ୟପ ଅସୁବିଧାରେ ପଡିପାରନ୍ତି । ଆୟକର ବିଭାଗ ଚଢ଼ାଉ ପରେ ବିଭିନ୍ନ ମହଲରେ ଏଥିନେଇ ରାଜନୀତି ଆରମ୍ଭ ହୋଇ ଯାଇଥିଲା । ତେବେ ଗୁରୁବାର ଆୟକର ବିଭାଗର ବୟାନ ସାମ୍ନାକୁ ଆସିଛି । ସିବିଡିଟି ପାଖାପାଖି ୩୫୦ କୋଟି…

ବିମାନ ବନ୍ଦରରେ ଯାତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ ଓ ପଞ୍ଜିକରଣ ବାଧ୍ୟତାମୂଳକ

ଭୁବନେଶ୍ବର : ପଡ଼ୋଶୀ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ତତ୍ପର । ମୁକାବିଲା ପାଇଁ ଆଗୁଆ ନିଆଯାଇଛି ସତର୍କତା ମୂଳକ ପଦକ୍ଷେପ । ସଂକ୍ରମଣ ବୃଦ୍ଧି ପାଇବା ପରେ ଆଜିଠୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରିଥିବା ସମସ୍ତ ଯାତ୍ରୀଙ୍କର କରାଯାଇଛି…