କ୍ରୁଟ୍ ପକ୍ଷରୁ ୨୫ ରୁଟରେ ଗଡିବ ୧୮୫ ମୋ ବସ୍, ଜାଣନ୍ତୁ କ’ଣ ରହିଛି ସମୟ ସାରଣୀ
ଭୁବନେଶ୍ୱର: କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍) ପକ୍ଷରୁ ସହରରେ ଯାତ୍ରୀ ମାନଙ୍କ ସୁବିଧା ପାଇଁ ଅଧିକ ମୋ ବସ୍ ସେବା ଯୋଗାଇଦେବାକୁ ନିଷ୍ପତ୍ତି ହୋଇଛି।
ଏନେଇ କ୍ରୁଟ୍ ପକ୍ଷରୁ ଅଫିସିଆଲ୍ ଟ୍ବିଟର ହ୍ୟାଣ୍ଡେଲରେ ସୂଚନା ଦିଆଯାଇଛି।…