Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୩୬ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୩୬ ମାଆଙ୍କ ସହିତ ବୁଲିବାକୁ ଯିବାର ମଜା ସତରେ ବହୁତ ଅଲଗା। ବହୁତ ଆକଟ ନୁହେଁ, ସାମାନ୍ୟ କରନ୍ତି ସେ। ମନପସନ୍ଦର ଲୁଗାପଟା ସହ ମନପସନ୍ଦର ଖାଇବା ମିଳିଗଲେ ହେଲା। ଅଞ୍ଜୁକୁ ଦେଖିବା ପାଇଁ ସଜବାଜ ହୋଇ ବାହାରିପଡୁ ଆମେ କେବେ…

କବିତା : ମୁକ୍ତି

ରାମକୃଷ୍ଣ  ବନ୍ଦ ଝର୍କା ଫାଙ୍କରେ ଦେଖିଲୁ ବରଫ ଶୃଙ୍ଗ ଉପରୁ ଡେଇଁ ପଡୁଥିବା ରକ୍ତର ପ୍ରପାତ ପ୍ରଜାପତି ପରି ଉଡୁଥିବାର ଦେଖିଲୁ ଲଙ୍ଗଳା ଶିଶୁମାନଙ୍କୁ ତାରାଙ୍କ ବଗିଚାରେ ଜହ୍ନରାତିରେ ଶୁଣିଲୁ ବନ୍ଦ କବାଟ ସେପଟେ ସମୁଦ୍ରର ଡାକ ଉପାୟ କାହିଁ ସଜାଗ କାନ୍ଥମାନଙ୍କ ପହରାରୁ ଖସି…

ଲଗାଣ ବର୍ଷାରେ ୧୯ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ, ୩ ମୃତ

ଭୁବନେଶ୍ବର : ଲଘୁଚାପ ଜନିତ ବର୍ଷାରେ ଅସ୍ତବ୍ୟସ୍ତ ସାରା ରାଜ୍ୟ । ଚାରିଆଡେ ପାଣି ଆଉ ପାଣି । ରେକର୍ଡ ବର୍ଷାରେ ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ଜଳବନ୍ଦୀ ସମସ୍ୟା ଉପୁଜିଛି । ଲୋକଙ୍କ ଘରେ ପାଣି ପଶିଛି । ଦୁଇ ଦିନର ଳଗାଣ ବର୍ଷାରେ ବେହାଲ ହୋଇଛି ସାଧାରଣ ଜନଜୀବନ । ବର୍ଷା ଯୋଗୁଁ ରାଜ୍ୟରେ…

ଢେଙ୍କାନାଳରେ ବର୍ଷା ବିତ୍ପାତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । କଙ୍କଡାହାଡ଼ ବ୍ଲକ ବିରାଶାଳ ଗାଁରେ ଲଗାଣ ବର୍ଷା ଯୋଗୁଁ ବିଶାଳକାୟ ବୃକ୍ଷ ଉପୁଡି ପଡିବା ସହ ବିଦ୍ୟୁତ ତାର ଗୁଡିକ ଛିଣ୍ଡି ପଡିଛି । ଫଳରେ ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇ…

ଅସୁରକ୍ଷିତ କାକଟପୁର ମା’ ମଙ୍ଗଳା ମନ୍ଦିର, ଗର୍ଭ ଗୃହରେ ଫାଟ

କୋଣାର୍କ: ଲଘୁଚାପ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ଜମି ରହିଛି ପାଣି । କିଛି ସ୍ଥାନରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଥିବା କିଛି ସ୍ଥାନରେ ଲୋକେ ପାଣି ଘେରରେ ରହିଛନ୍ତି । ଜୀବନଯାତ୍ରା ବେଶ୍ ପ୍ରଭାବିତ ହୋଇଛି । ସେହିଭଳି କିଛି ସ୍ଥାନରେ ମଠ ମନ୍ଦିର ଗୁଡିକରେ ପାଣି ପଶିଯିବା ଯୋଗୁ ଜଳ…

ଦେଶରେ ୭୫ କୋଟି ଟପିଲା ଟିକାକରଣ

ନୂଆଦିଲ୍ଲୀ : ସାରା ଦେଶରେ ଜାରି ରହିଛି ମହାମାରୀ କରୋନାର ପ୍ରକୋପ । କରୋନାକୁ ମାତ୍ ଦେବାକୁ ଦେଶରେ ଜାରି ରହିଛି ଟିକାକରଣ । ଏଭଳି ସ୍ଥିତିରେ କରୋନା ବିରୋଧରେ ଦେଶକୁ ମିଳିଛି ସଫଳତା । ଏହାରି ଭିତରେ ଦେଶରେ ୭୫ କୋଟି ଟପିଛି ଟିକାକରଣ । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି କେନ୍ଦ୍ର…

ପ୍ରଥମ ଭାରତୀୟ ଗ୍ରାହକ ଭାବେ ୪ କୋଟି ଟଙ୍କା ମୂଲ୍ୟର ମର୍ସିଡିଜ ମେବ୍ୟାକ କିଣିଲେ ରାମଚରଣ

ଚେନ୍ନାଇ: ଦକ୍ଷିଣ ଭାରତର ସୁପରଷ୍ଟାର ରାମଚରଣ ଭାରତର ପ୍ରଥମ ଗ୍ରାହକ ଭାବେ ମର୍ସିଡିଜ ମେବ୍ୟାକ ଜିଏଲଏସ ୬୦୦ କିଣିଛନ୍ତି । ଏହି କାରର ମୂଲ୍ୟ ୪କୋଟିରୁ ଆରମ୍ଭ । ରାମଚରଣଙ୍କ ପାଖରେ ବିଭିନ୍ନ ପ୍ରକାର ଦାମୀ କାର ରହିଛି । ଏହା ମଧ୍ୟରେ ଏଷ୍ଟନ ମାର୍ଟିନ ଭି ୮ ଭିଟେଂଜ, ରେଂଜ ରୋଭର…

ଆସନ୍ତାକାଲି ରାଉରକେଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ ବିଏସକେଓ୍ବାଇ ସ୍ମାର୍ଟ କାର୍ଡ

ଭୁବନେଶ୍ବର : ଆସନ୍ତାକାଲି ରାଉରକେଲାରେ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗସ୍ତ ଅବସରରେ ସୁନ୍ଦରଗଡ଼ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ । ଆସନ୍ତାକାଲି ସୁନ୍ଦରଗଡ଼ ଜିଲ୍ଲାର ୫୫୦ଟି ସ୍ଥାନରେ ସ୍ମାର୍ଟ କାର୍ଡ ବଣ୍ଟନ…

ଯାଜପୁର ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ , ୭ ଅଭିଯୁକ୍ତ ଗିରଫ

ଯାଜପୁର : ପାଣିକୋଇଲି ଥାନା ସୋତି ଗାଁ ନିକଟରେ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦାଫାସ । ୨ କିନ୍ନର ସମେତ ୭ ଜଣଙ୍କୁ ଦଫା ୩୦୨ ଅନୁଯାୟୀ କୋର୍ଟ ଚାଲଣ କରାଯାଇଛି। ଦୀର୍ଘ ୯ ଦିନ ପରେ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ସଫଳ ହୋଇଛି ।ଦୁଇ କିନ୍ନରଙ୍କ ସହ ଶାରୀରୀକ ସମ୍ପର୍କ ରଖିବା ପରେ…

୧୦ ଲକ୍ଷରୁ ଅଧିକ ଟଙ୍କାର ମଦ ବୋଝେଇ ଟ୍ରକ ଜବତ, ଡ୍ରାଇଭର ସହ ୩ ଗିରଫ

ବାଲେଶ୍ବର : ବାଲେଶ୍ମବର ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣର ମଦ ଜବତ ।୧୦ ଲକ୍ଷରୁ ଅଧିକ ଟଙ୍କାର ମଦକୁ ୧୬ ନମ୍ବର ଜାତୀୟ ରାଜପଥର ଖନ୍ତାପଡା ଜବତ କରିଛି ଅବକାରୀ ବିଭାଗ । ମଦ ଚୋରା ଚାଲାଣ ଘଟଣାରେ ସୋର ପଠାଣମହଲା ଗ୍ରାମର ଡମ୍ପର ଡ୍ରାଇଭର ଶେଖ ଆବୁ ରହିମକୁ ଗିରଫ କରାଯାଇଛି ।…