Latest Odisha News

BREAKING NEWS

“ଭାରତ ଏବଂ ପାକିସ୍ତାନକୁ ପ୍ରକୃତ ଏବଂ ଭଲ ବନ୍ଧୁ ଭାବରେ ଦେଖିବା ମୋର ସ୍ୱପ୍ନ; ମଲାଲା ୟୁସୁଫଜାଇ

ନୂଆଦିଲ୍ଲୀ: ସୀମା ଏବଂ ବିଭାଜନ ଏସବୁ ପୁରୁଣା କଥା। ବର୍ତ୍ତମାନ ସମୟରେ ଭାରତ ଏବଂ ପାକିସ୍ତାନର ଲୋକମାନେ ଶାନ୍ତିରେ ବଞ୍ଚିବାକୁ ଚାହାଁନ୍ତି ବୋଲି ନୋବେଲ ବିଜେତା ମଲାଲା ୟୁସୁଫଜାଇ ରବିବାର ଦିନ କହିଛନ୍ତି। ସେ କହିଛନ୍ତି, ଯେ ଦୁଇ ଦେଶ “ଭଲ ବନ୍ଧୁ” ହୋଇ ରହିବା ତାଙ୍କର ସ୍ୱପ୍ନ। ସେ…

ବିଲ ମଝିରୁ ୨ଟି କଟା ଗୋଡ଼ ଉଦ୍ଧାର

ଜଳେଶ୍ୱର: ଜାତୀୟ ରାଜପଥ ପାର୍ଶ୍ୱ ବିଲ ମଝିରେ ପଡ଼ିଛି ୨ଟି କଟା ଗୋଡ଼ । ତେବେ ଏହି ଗୋଡ଼ କାହାର ଜଣାପଡ଼ି ନାହିଁ । ଚାଷ କାମ କରିବାକୁ ଯାଉଥିବା ଲୋକେ କଟା ଗୋଡ଼ ଦେଖି ପୁଲିସକୁ ଖବର ଦେଇଥିଲେ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଜମାଲପୁର ଗାଁରେ ଘଟିଛି ଘଟଣା । ସବୁଦିନ ପରି ଆଜି କିଛି ଲୋକ…

ଡ୍ୟୁଟି ସମୟରେ ମଦ୍ୟପାନ କରିବା ପଡିଲା ମାହାଙ୍ଗା; ନିଲମ୍ବିତ ହେଲେ ୪ ପୋଲିସ କର୍ମଚାରୀ

ଯାଜପୁର: ଡ୍ୟୁଟି ସମୟରେ ମଦ୍ୟପାନ କରିବା ପଡିଲା ମହଙ୍ଗା। ନିଲମ୍ବିତ ହେଲେ ୪ ପୋଲିସ କର୍ମଚାରି। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଧିନସ୍ଥ ଜାରକା ଫାଣ୍ଡିର ୪ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ଯାଜପୁର ଏସ.ପି । ସେମାନଙ୍କ ମଧ୍ୟରେ ରହିଛନ୍ତି ୨ ଜଣ କନଷ୍ଟେବଳ ତପନ ଦାସ, ସଞ୍ଜୟ…

ରୋହିତଙ୍କୁ କ୍ୟାରିୟରର ଶ୍ରେଷ୍ଠ ଟେଷ୍ଟ ର‌୍ୟାଙ୍କିଙ୍ଗ

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା କ୍ୟାରିୟରର ଶ୍ରେଷ୍ଠ ଟେଷ୍ଟ ର‌୍ୟାଙ୍କିଙ୍ଗ ହାସଲ କରିଛନ୍ତି । ସଦ୍ୟ ପ୍ରକାଶିତ ର‌୍ୟାଙ୍କିଙ୍ଗରେ ସେ  ୮ମ ସ୍ଥାନ ହାସଲ କରିଛନ୍ତି । ବିରାଟ କୋହଲି ୫ମ ସ୍ଥାନ ବଜାୟ ରଖିଥିବା ବେଳେ ଚେତେଶ୍ୱର ପୂଜାରା ୨ଟି ସ୍ଥାନ ଖସି ୧୦ମରେ…

୬ ବର୍ଷ ବୟସରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ ଋଷଭ

ଜାଲୌ: ଉତ୍ତରପ୍ରଦେଶ ଜାଲୌନରେ ରହୁଥିବା ୬ ବର୍ଷର ଶିଶୁ ଋଷଭ । ଏତେ କମ୍ ବୟସରେ ସେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ନିଜ ସ୍ଥାନ ଅକ୍ତିଆର କରିପାରିଛନ୍ତି। ଋଷଭ ଗଣିତରେ ୧ ରୁ ୧୦୦ ଯାଏଁ ସ୍କ୍ୱାୟାର ମୁହଁରେ ମନେ ଅଛି । ସେ ଅଙ୍କ ନ କଷି ବି ପୁରା ସ୍କ୍ୱାୟାର ଲେଖିପାରନ୍ତି । ମାତ୍ର ୪ ମିନିଟ୍…

ମାର୍ଚ୍ଚ ୧୪ ଯାଏ ବନ୍ଦ ରହିବ ପୁଣେର ସମସ୍ତ ଶିକ୍ଷାନୁଷ୍ଠାନ

ମୁମ୍ବାଇ: କରୋନାର ନୂଆ ଷ୍ଟ୍ରେନ୍‌ ଏବେ ଚିନ୍ତାର କାରଣ ପାଲଟିଛି। ଏହାକୁ ଦୃଷ୍ଟିରେ ରଖି ଅନେକ ସ୍ଥାନରେ ଲକ୍‌ଡାଉନ୍‌ ଏବଂ ସଟ୍‌ଡାଉନ୍‌ ଭଳି ପରିସ୍ଥିତି ମଧ୍ୟ ଉପୁଜିଲାଣି। କରୋନାର ବର୍ଦ୍ଧିତ ମାମଲାକୁ ନଜରରେ ରଖି ପୁଣେରେ ମାର୍ଚ୍ଚ ୧୪ ତାରିଖ ପର୍ଯ୍ୟନ୍ତ ରାତିର କର୍ଫ୍ୟୁ…

ଘୂର୍ଣ୍ଣିଝଡ଼ ଯୋଗୁଁ ଦୁର୍ଘଟଣା ଘଟି ୫ ଯାତ୍ରୀ ଗୁରୁୁତର

କରଞ୍ଜିଆ: ଘୂର୍ଣ୍ଣିଝଡ଼ ଯୋଗୁଁ ଦୁର୍ଘଟଣା । ଘୂର୍ଣ୍ଣିଝଡ଼ ଯୋଗୁଁ ନିଆଁ ଲାଗି ଦ୍ରୁତଗତିରେ ଚାରିଆଡେ ବ୍ୟାପିବା ସହ ଜଙ୍ଗଲରେ ନିଆଁ ଲାଗି ଯାଇଥିଲା । ଧୂଆଁ ଯୋଗୁଁ ରାସ୍ତାରେ ୨ଟି ଅଟୋ ମୁହାଁମୁହିଁ ଧକ୍କା ହୋଇଥିଲା । ଜଙ୍ଗଲର ନିଆ ଛିଟିକି ରାସ୍ତାରେ ଉପରେ ପଡିଥିଲା । ଯାହାଫଳରେ ୫ ଯାତ୍ରୀ…

ଆଟାଂର୍କଟିକାରେ ନ୍ୟୁୟର୍କ ସହରଠାରୁ ବଡ ବରଫଚଟାଣରେ ସୃଷ୍ଟି ହୋଇଛି ଫାଟ !

ଲଣ୍ଡନ: ବ୍ରିଟିଶ ଆଟାଂର୍କଟିକା ସର୍ଭେ ଅନୁସାରେ ନ୍ୟୁୟର୍କ ସହରଠାରୁ ବଡ ଏକ ଆଇସବର୍ଗ ଏବେ ଫାଟିବାରେ ଲାଗିଛି । ୧୨୭୦ କିଲୋମିଟର ଲମ୍ବା ଏବଂ ୧୫୦ ମିଟର ଚୌଡା ଏହି ବରଫ ଚଟାଣ ମଝିରୁ ଦୁଇ ଭାଗ ହୋଇଯାଇଛି । ଏହା ଧିରେ ଧିରେ ପରସ୍ପରଠାରୁ ଅଲଗା ହେବାରେ ଲାଗିଛି ଯାହା କି ଏକ ଚିନ୍ତାର କାରଣ ।…

କାହିଁକି ମହାକାଶକୁ ମୋଦୀଙ୍କ ଫଟୋ ଏବଂ ‘ଭଗବତ୍‌ ଗୀତା’ ପଠାଇଲା ଇସ୍ରୋ; କ’ଣ ରହିଛି କାରଣ?

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଆଜି ଶ୍ରୀହରିକୋଟାରୁ PSLV-C51 ମାଧ୍ୟମରେ ଆମାଜ‌ୋନିଆ-୧ ଏବଂ ୧୮ ଟି ଉପଗ୍ରହ ଉତକ୍ଷେପଣ କରିଛି। ଇସ୍ରୋ ପ୍ରତ୍ୟେକ ଦିନ ମହାକାଶ ଜଗତରେ ଗତି କରୁଛି। ଗୋଟିଏ ପଟେ ଏହି ମହାକାଶ ମିଶନ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ…

ଚାଷୀର ସାହାରା କିଏ ? ଟୋକନ୍ ନା ସରକାର

ଭୁବନେଶ୍ୱର: ରାଜ୍ୟର ମଣ୍ଡି ଗୁଡ଼ିକରେ ଧାନ କିଣାକୁ ସୁବ୍ୟବସ୍ଥିତ ସହ ସ୍ୱଚ୍ଛ କରିବାକୁ ସରକାର ଟୋକନ୍ ବ୍ୟବସ୍ଥା ଲାଗୁ କରିଛନ୍ତି । ତଥାପି ସୁଫଳ ମିଳୁନି । ଅଧିକାଂଶ ସ୍ଥାନରେ ମଣ୍ଡି ଗୁଡ଼ିକରେ ବସ୍ତା ବସ୍ତା ଧାନ ସପ୍ତାହ ସପ୍ତାହ ଧରି ପଡ଼ି ରହୁଥିବା ଖବର ଆସୁଛି । କେଉଁଠି ମଣ୍ଡି…