Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ନିମାପଡ଼ା ତହସିଲଦାର

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ନିମାପଡ଼ା ତହସିଲଦାର ତଥା ଇନଚାର୍ଜ ସବ୍ ରେଜିଷ୍ଟର। ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ନିମାପଡ଼ା ତହସିଲଦାର ରାମ ଚନ୍ଦ୍ର ଜେନାଙ୍କ ଘରେ ସକାଳ ୫ଟା ସମୟରେ ଚଢ଼ାଉ କରାଯାଇଛି। ତହସିଲଦାରଙ୍କ କାର୍ଯ୍ୟାଳୟ ଚଢ଼ାଉବେଳେ ତାଙ୍କୁ ଅଟକାଇ…

ଗାଁ’କୁ ଫେରିବାର ବେଳ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’… କରୋନା ମହାମାରୀ ଆମ ଠାରୁ ଅନେକ କିଛି ଛଡ଼େଇ ନେଇଥିବା ବେଳେ ଆମକୁ ଏକ ମହାନ ଶିକ୍ଷା ଦେଇଯାଇଛି । ତାହା ହେଉଛି ବିକାଶର ଗାଡ଼ିର ଦିଗକୁ ଏବେ ବଦଳେଇବାର ସମୟ ଆସିଛି । ଗାଁ’କୁ ଭାଙ୍ଗି ସହରୀକରଣ କରିବାର ଯେଉଁ ବିକାଶର ଧାରା ଆମେ…

ପୁଣି ବଢିଲା ପେଟ୍ରୋଲ ଦର

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ସପ୍ତମ ଦିନ ପାଇଁ ତୈଳ ଦର ବୃଦ୍ଧି ପାଇଛି। ଡିଜେଲ ମୂଲ୍ୟ ଅପରିବର୍ତ୍ତିତ ଥିବାବେଳେ ପେଟ୍ରୋଲ ଦର ଆଜି ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଛି। ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ସର୍ବାଧିକ ଲିଟର ପିଛା ୧୧୦.୦୪ ଟଙ୍କା ଥିବାବେଳେ ମୁମ୍ବାଇରେ ଲିଟର ପିଛା ୧୧୫.୮୫…

ସୋସିଆଲ ମିଡିଆ ଛାଡିଲେ ରାଜ୍‌!

ନୂଆଦିଲ୍ଲୀ: ଅଶ୍ଳୀଳ ଫିଲ୍ମ ଓ ଭିଡିଓ ନିର୍ମାଣ ଓ ପ୍ରସାରଣ ମାମଲାରେ ଗିରଫ ହେବା ପରେ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଏପର୍ଯ୍ୟନ୍ତ ସର୍ବସାଧାରଣରେ ହାଜର ହୋଇନାହାଁନ୍ତି। ଏବେ ଜାଣିବାକୁ ମିଳିଛି ଯେ ରାଜ କୁନ୍ଦ୍ରା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ଡିଲିଟ କରିଛନ୍ତି। ଗିରଫ…

ହାପି ବାର୍ଥ ଡେ ଶାହାରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍‌ର କିଙ୍ଗ୍‌ ଖାନ ତଥା ଶାହାରୁଖ ଖାନଙ୍କ ଆଜି ଜନ୍ମ ଦିନ। ୫୬ ବର୍ଷରେ ପଦାର୍ପଣ କଲେ ଶାହାରୁଖ୍‌। ବଲିଉଡ ସହ ଶାହାରୁଖ ଖାନଙ୍କର କୌଣସି ସମ୍ପର୍କ ନଥିଲା ଏବଂ ଏଠାରେ ପହଞ୍ଚିବା ପରେ ସେ ନିଜେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ। ୫୬ ବର୍ଷୀୟ ଶାହାରୁଖ…

ଭିଜିଲାନ୍ସ ଜାଲରେ ମହାବିରୋଡ଼ ଫାଣ୍ଡି ଅଧିକାରୀ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଢ଼େଙ୍କାନାଳ ଜିଲ୍ଲାର ମହାବିରୋଡ଼ ଫାଣ୍ଡି ଅଧିକାରୀ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଫାଣ୍ଡି ଅଧିକାରୀ ସମରେନ୍ଦ୍ର ସାମଲଙ୍କ ୭ଟି ଘର ଓ ଫାର୍ମ ହାଉସରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। ସୂଚନା ଅନୁଯାୟୀ, ପରଜଙ୍ଗ ପୁଲିସ ଥାନା ଅଧିନରେ ଥିବା…

୯୩ ଲକ୍ଷ ହ୍ୱାଟସ୍ ଆପ୍ ଆକାଉଣ୍ଟ ବ୍ୟାନ୍‌

ନୂଆଦିଲ୍ଲୀ: ସୋମବାର ହ୍ବାଟସ୍ ଆପ୍ ଦ୍ବାରା ପ୍ରକାଶିତ କମ୍ପ୍ଲାଏନ୍ସ ରିପୋର୍ଟ ଅନୁଯାୟୀ କମ୍ପାନୀ ସେପ୍ଟେମ୍ବର ମାସରେ ୨୨ ଲକ୍ଷ ୯ ହଜାର ଭାରତୀୟ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଛି। ହ୍ବାଟସ୍‌ ଆପ୍ ଏହାର ରିପୋର୍ଟରେ କହିଛି ଯେ ଏହା ୧ ସେପ୍ଟେମ୍ବରରୁ ୩୧ ସେପ୍ଟେମ୍ବର ମଧ୍ୟରେ ମୋଟ ୫୬୦…

ଆଜିଠାରୁ ‘ହର ଘର ଦସ୍ତକ’ ଅଭିଯାନ

ଭୁୁବନେଶ୍ୱର:ଟିକାକରଣ ଅଭିଯାନକୁ ବୃଦ୍ଧି କରିବା ପାଇଁ ଆଜିଠାରୁ ହର ଘର ଦସ୍ତକ ଅଭିଯାନ ଆରମ୍ଭ ହେବ। କରୋନା ମହାମାରୀକୁ ହରାଇବା ନେଇ ରାଜ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେଉଛି। ଘରକୁ ଘର ଯିବେ ସ୍ୱାସ୍ଥ୍ୟ କର୍ମୀ। ପରିବାରର କେଉଁ କେଉଁ ସଦସ୍ୟ ଟିକା ନେଇ ନାହାନ୍ତି। ଯଦି ନେଇଛନ୍ତି ଉଭୟ…

ମନି ଲଣ୍ଡରିଂ ମାମଲା; ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଗିରଫ

ନୂଆଦିଲ୍ଲୀ: ଅର୍ଥ ହେରଫେର ମାମଲାରେ ୧୨ ଘଣ୍ଟାରୁ ଅଧିକ ସମୟ ପଚରାଉଚରା କରିବା ପରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଗିରଫ କରିଥିଲା। ମଙ୍ଗଳବାର ତାଙ୍କୁ କୋର୍ଟରେ ହାଜର କରାଯିବ। ସୂଚନା ଅନୁଯାୟୀ ଏକାଧିକ ସମନ ପରେ…

ଆଜି ଶ୍ରୀମନ୍ଦିର ପରିଚାଳନା କିମଟି ବୈଠକ ବସିବ

ପୁରୀ: ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ପୂର୍ବାହ୍ନ ସାଢ଼େ ୧୦ଟାରେ ନିଳାଦ୍ରୀ ଭକ୍ତନିବାସରେ ଏହି ବୈଠକ ବସିବ। ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ। ବିଭିନ୍ନ ତହସିଲ ଅଧିନରେ ମହାପ୍ରଭୁଙ୍କ ଜମି ହଡ଼ପ ପ୍ରସଙ୍ଗ ଓ ଜମି ସୁରକ୍ଷା ମୁଖ୍ୟ…