Latest Odisha News

BREAKING NEWS

ଭିସୁଟର ୨୫ ଜଣ ଛାତ୍ର କରୋନାରେ ଆକ୍ରାନ୍ତ

ସମ୍ବଲପୁର: ବୁର୍ଲା ଭିସୁଟର ୨୫ ଜଣ ଛାତ୍ର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୬ ଜଣଙ୍କୁ ଅନ୍ୟତ୍ର ରଖି ଚିକିତ୍ସା କରାଯାଉ ଥିବା ବେଳେ ଅନ୍ୟ ଆକ୍ରାନ୍ତମାନେ ଘରକୁ ଚାଲି ଯାଇଛନ୍ତି । ଗୁରୁବାର ୨୪ ଜଣ ଛାତ୍ର ପଜିଟିଭ୍ ଥିବା ରିପୋର୍ଟ ଆସିଥିବା ବେଳେ ଆଜି ଆଉ ଜଣେ ଛାତ୍ର…

ଶ୍ରୀମନ୍ଦିରରେ ଗଜ ଉଦ୍ଧାରଣ ବେଶ

ଆଜି ପବିତ୍ର ମାଘ ପୂର୍ଣ୍ଣିମା । ଏହି ତିଥିରେ ଶ୍ରୀମନ୍ଦିରର ରତ୍ନ ସିଂହାସନାରୂଢ଼ ଶ୍ରୀଜିଉମାନେ ମନୋଜ୍ଞ ଗଜ ଉଦ୍ଧାରଣ ବେଶରେ ଶୋଭାୟମାନ ହୁଅନ୍ତି । ମନେପଡେ ଭକ୍ତ ସାଲବେଗଙ୍କ ସେହି ପ୍ରସିଦ୍ଧ ଭଜନରୁ - ''ହେ ନୀଳ ଶଇଳ-ପ୍ରବଳ-ମତ୍ତ ବାରଣ ମୋ ଆରତ-ନଳିନୀ ବନକୁ କର ଦଳନ ।। ଗଜରାଜ…

ନିଜ ଅଟୋକୁ ବିଳାସପୂର୍ଣ୍ଣ ଘରରେ ପରିଣତ କଲେ ଯୁବକ; ଟୁଇଟ୍‌ କରି ପ୍ରଶଂସା କଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ: ମହିନ୍ଦ୍ରା ଗ୍ରୁପ୍‌ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ତାଙ୍କ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏକ ପୋଷ୍ଟ ସେୟାର କରିଛନ୍ତି ଯାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଅଟେ। ବାସ୍ତବରେ ଆନନ୍ଦ ମହିନ୍ଦ୍ରା ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ଜଣେ ବ୍ୟକ୍ତି ତାଙ୍କ ଅଟୋକୁ ବିଳାସପୂର୍ଣ୍ଣ ଘରେ…

ବ୍ୟକ୍ତିଗତ କାରଣରୁ ଅହମ୍ମଦାବାଦ ଟେଷ୍ଟରୁ ଓହରିଲେ ବୁମରାହ

ଅହମ୍ମଦାବାଦ: ବ୍ୟକ୍ତିଗତ କାରଣ ଦର୍ଶାଇ ଭାରତର ପେସ ବୋଲର ଯଶପ୍ରୀତ ବୁମରାହ ଇଂଲଣ୍ଡ ବିପକ୍ଷ ୪ର୍ଥ କ୍ରିକେଟ ଟେଷ୍ଟରୁ ଓହରି ଯାଇଛନ୍ତି । ଅନ୍ତିମ ଟେଷ୍ଟ ମାର୍ଚ୍ଚ ୪ରୁ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ୪ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୧ରେ ଅଗ୍ରଣୀ ରହିଛି । ବୁମରାହ ୨ଟି ଟେଷ୍ଟ…

ପୁଣି ବଢିଲା ପେଟ୍ରୋଲ୍‌, ଡିଜେଲ୍‌ ଦର

ନୂଆଦିଲ୍ଲୀ: ପୁଣି ବଢିଲା ତୈଳ ଦର। ଶନିବାର ଦିନ ତୈଳ କମ୍ପାନୀଗୁଡିକ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୨୪ ପଇସା ଏବଂ ଡିଜେଲ ଲିଟର ପିଛା ୧୫ ପଇସା ବୃଦ୍ଧି କରି ଦୁଇଟି ଇନ୍ଧନକୁ ଲିଟର ପିଛା ଟଙ୍କା ୪.୮୭ ଏବଂ ମାତ୍ର ୪.୯୯ ମହଙ୍ଗା କରିଛନ୍ତି। ଚଳିତ ମାସର ୧୬ ତମ ମୂଲ୍ୟ ବୃଦ୍ଧି ସହିତ…

ବିଧାନସଭାରେ ପାରିତ ହେଲା ଶ୍ରୀମନ୍ଦିର ପରିକ୍ରମା ଯୋଜନା

ଭୁବନେଶ୍ୱର: ଆଜି ବିଧାନସଭାରେ ପାରିତ ହେଲା ଶ୍ରୀମନ୍ଦିର ପରିକ୍ରମା ଯୋଜନା। ଏଥିରେ ଶ୍ରୀମନ୍ଦିର ନିରାପତ୍ତା, ଭକ୍ତଙ୍କ ନିରାପତ୍ତା ଏବଂ ଭକ୍ତମାନଙ୍କ ପାଇଁ ସୁନ୍ଦର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ଲାଗି ଉଦ୍ଦିଷ୍ଟ ଶ୍ରୀମନ୍ଦିର ପରିକ୍ରମା ଯୋଜନା ଆଜି ବିଧାନସଭାରେ ଉପସ୍ଥାପିତ ହୋଇଛି ।…

ଚର୍ଚ୍ଚାରେ ପାକିସ୍ତାନର (ଐଶ୍ୱର୍ଯ୍ୟା ରାୟ) ଅମ୍ନା ଇମ୍ରାନ୍‌

ନୂଆଦିଲ୍ଲୀ: ସୋସିଆଲ୍‌ ମିଡିଆରେ ପାକିସ୍ତାନୀ ବ୍ଲଗର୍‌ ଅମ୍ନା ଇମ୍ରାନ୍‌ଙ୍କୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ତେବେ ଏହା ପଛର କାରଣ ହେଉଛି ଏହି ପାକିସ୍ତାନୀ ବ୍ଲଗର୍‌ ଅବିକଳ ବଲିଉଡ୍‌ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ପରି ଦେଖାଯାଉଛନ୍ତି। ଐଶ୍ବର୍ଯ୍ୟାଙ୍କ ସହ ତାଙ୍କର ଅଦ୍ଭୁତ…

ମାର୍ଚ୍ଚ ୨୭ରୁ ଆରମ୍ଭ ହେବ ଭୁବନେଶ୍ୱର ପୁସ୍ତକ ମେଳା

ଭୁବନେଶ୍ୱର : ଆସନ୍ତା ମାର୍ଚ୍ଚ ୨୭ରୁ ଆରମ୍ଭ ହେବ ଭୁବନେଶ୍ୱର ପୁସ୍ତକ ମେଳା "ଅକ୍ଷର"। ମାର୍ଚ୍ଚ ୨୭ରୁ ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ଏହା ଅନୁଷ୍ଠିତ ହେବ। ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ,ରାଜଧାନୀ ପୁସ୍ତକ ମେଳା କମିଟି ,ଏକାମ୍ର ପୁସ୍ତକ…

ଝିଅଙ୍କ ପରି ମେକ୍‌ ଅପ୍‌ ନେଇ ଟ୍ରୋଲ୍‌ ହେଲେ ବାବିଲ ଖାନ୍‌

ନୂଆଦିଲ୍ଲୀ: ଝିଅଙ୍କ ପରି ମେକ୍‌ ଅପ୍‌ ନେଇ ଟ୍ରୋଲ୍‌ ହେଲେ ଇରଫାନ ଖାନ୍‌ଙ୍କ ପୁଅ ବାବିଲ ଖାନ୍‌। ଫେସ୍ ମାସ୍କ ସହିତ ସେଲଫି ପୋଷ୍ଟ କରିବା ପରେ ତାଙ୍କୁ ‘ଝିଅ’ ବୋଲି କହି ଟ୍ରୋଲ କରାଯାଇଛି। ୨୪ ବର୍ଷୀୟ ବାବିଲ୍‌ ଦୃଢ ଭାବରେ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ, କହିଛନ୍ତି ଯେ ସେ ମେକଅପ୍ ଏବଂ…

‘ଇଣ୍ଡିଆ ଟଏ୍‌ ଫେୟାର୍’‌ ଉଦ୍‌ଘାଟନୀ ଉତ୍ସବରେ ଖେଳନା ପ୍ରସ୍ତୁତକାରୀଙ୍କୁ ‘ଭୋକାଲ୍‌ ଫର୍…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଭିଡିଓ କନଫରେନ୍ସିଂ ଜରିଆରେ ଇଣ୍ଡିଆ ଟଏ୍‌ ଫେୟାର୍‌ ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶର ବିଭିନ୍ନ ପ୍ରାନ୍ତରୁ ଖେଳନା ପ୍ରସ୍ତୁତକାରୀଙ୍କ ସହ କଥାବାର୍ତ୍ତା କରି କହିଛନ୍ତି ଯେ ଖେଳନା ତିଆରି କରିବା…