ନୀହାରିକା ମଲ୍ଲିକଙ୍କ ଅନୁବାଦ ପୁସ୍ତକ ‘ମୁଁ ଓ ମୁଁ’ ଉନ୍ମୋଚିତ
ନବରଙ୍ଗପୁର : ପବିତ୍ର ଶକ୍ତିପୀଠ ମା ଭଣ୍ଡାର ଘରଣୀ ମନ୍ଦିର ପରିସରରେ , ନୀହାରିକା ମଲ୍ଲିକଙ୍କ ଅନୁବାଦ ପୁସ୍ତକ ‘ମୁଁ ଓ ମୁଁ’
ଉନ୍ମୋଚିତ ହୋଇଯାଇଛି । ପ୍ରଖ୍ୟାତ ହିନ୍ଦୀ ଲେଖିକା ମୃଦୁଳା ଗର୍ଗଙ୍କ ଲିଖିତ 'ମୈଁ ଔର ମୈଁ’ର ଏହା ଓଡ଼ିଆ ରୂପାନ୍ତର ।
ଏହି ଅବସରରେ ଅନୁବାଦିକାଙ୍କ ସହ…