ଆସନ୍ତାକାଲି ପର୍ଯ୍ୟନ୍ତ ସ୍ଥଗିତ ରହିଲା ଶାନ୍ତନୁ ମୁଲୁକଙ୍କ ଜାମିନ ଆବେଦନ ଶୁଣାଣି
ନୂଆଦିଲ୍ଲୀ: କୃଷକ ବିରୋଧ ସହ ସୋସିଆଲ ମିଡିଆରେ ଏକ ଟୁଲ୍କିଟ୍ ଅଂଶୀଦାର କରିବାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ଦିଶା ରବିଙ୍କ ସହ କାର୍ଯ୍ୟକର୍ତ୍ତା ଶାନ୍ତନୁ ମୁଲୁକଙ୍କ ଜାମିନ ଆବେଦନ ଉପରେ କୋର୍ଟ ଦିଲ୍ଲୀ ପୋଲିସ ପକ୍ଷରୁ ଜବାବ ମାଗିଛି।
ଜଳବାୟୁ କାର୍ଯ୍ୟକର୍ତ୍ତା ଦିଶା ରବିଙ୍କୁ…