Latest Odisha News

BREAKING NEWS

ମନ୍ଦିରର ମାଲିକ କିଏ, ପୂଜାରୀ ନା ଭଗବାନ?

ନୂଆଦିଲ୍ଲୀ: ମନ୍ଦିରର ମାଲିକ କିଏ? ପୂଜାରୀ ନା ସ୍ବୟଂ ଈଶ୍ବର। ଏ ବାବଦରେ ରା୍ର ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟଳୟ। ମନ୍ଦିରରେ ପୂଜା ପାଉଥିବା ଦେବାଦେବୀ ହେଉଛନ୍ତି ମନ୍ଦିର ସହିତ ସଂଲଗ୍ନ ହୋଇଥିବା ଜମିର ମାଲିକ ଏବଂ ପୂଜାରୀ କେବଳ ପୂଜା କରିବା ଏବଂ ଦେବତାଙ୍କର ଗୁଣ ବଜାୟ ରଖିବା ପାଇଁ ସେଠାରେ…

ଆଗାମୀ ୧୦ ବର୍ଷରେ ୧୮ରୁ ୨୪ ବର୍ଷ ବୟସଙ୍କଠାରେ ଓଜନ ବୃଦ୍ଧିର ଆଶଙ୍କା ଅଧିକ!

ନୂଆଦିଲ୍ଲୀ: କରୋନା ମହାମାରୀ ପରେ ସାଧାରଣତଃ ଲୋକମାନେ ସେମାନଙ୍କର ସ୍ୱାସ୍ଥ୍ୟକୁ ଗୁରୁତର ସହ ନେବା ଆରମ୍ଭ କରି ଦେଇଛନ୍ତି। କିନ୍ତୁ ସମସ୍ତ ଚେଷ୍ଟା ସତ୍ତ୍ବେ ମେଦବହୁଳତା ସମସ୍ତ ସ୍ବାସ୍ଥ୍ୟ ସମସ୍ୟାର ସବୁଠାରୁ ବଡ କାରଣ ପାଲଟିଛି। ବର୍ତ୍ତମାନ, ଏକ ନୂତନ ଅଧ୍ୟୟନରୁ ଜଣାପଡିଛି ଯେ ୧୮ରୁ ୨୪…

ଭିନୁ ମଙ୍କଡ ଟ୍ରଫି ପାଇଁ ଓଡିଶା ଦଳ ଘୋଷିତ

ଭୁବନେଶ୍ୱର: ୧୯ ବର୍ଷରୁ କମ୍ ଭିନୁ ମଙ୍କଡ ଟ୍ରଫି ପାଇଁ ଓଡିଶା କ୍ରିକେଟ ଦଳ ଘୋଷଣା କରାଯାଇଛି । ମୋହାଲୀରେ ସେପ୍ଟମ୍ବର ୨୮ରୁ ଆରମ୍ଭ ହେବାକୁ ଯାଉଥିବା ଏହି ଟୁର୍ଣ୍ଣାମେଂଟରେ ୨୨ ଜଣିଆ ଓଡିଶା ଦଳର ନେତୃତ୍ୱ ସୂର୍ଯ୍ୟ ମହାପାତ୍ର ନେବେ । ସେପ୍ଟେମ୍ବର ୨୮ରେ ଉତରପ୍ରଦେଶ ବିପକ୍ଷରେ ଅଭିଯାନ…

ଓଲଟିଲା ଆଳୁ ବୋଝେଇ ଟ୍ରକ, ଘରକୁ ବୋହିନେଲେ ଲୋକ

ଯାଜପୁର: ରାସ୍ତାରେ ଆଳୁ ବୋଝେଇ ଟ୍ରକ ଓଲଟି ପଡ଼ିଲା । ବସ୍ତା ବସ୍ତା ଆଳୁ ଘରକୁ ବୋହି ନେଲେ ଲୋକ । ଯିଏ ଯେତେ ପାରିଲା ନେଇ ପଳାଇଲେ । ଆଳୁ ନେବାକୁ ବେଶ କିଛି ସମୟ ଦୁର୍ଘଟଣାସ୍ଥଳରେ ଲୋକଙ୍କ ଭିତରେ ଲାଗିଥିଲା ପ୍ରତିଯୋଗିତା । ମାତ୍ର କିଛି ସମୟ ଭିତରେ ପୂରା ଟ୍ରକକୁ ଖାଲି କରିଦେଲେ ଲୋକ ।…

ରାଜ୍ୟରେ ୫୦୦ ତଳକୁ ଖସୁନି କରୋନାର ଦୈନିକ ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ କରୋନା କାୟା କମୁଛି । କିନ୍ତୁ ଦୈନିକ ସଂକ୍ରମଣ ୫ଶହ ତଳକୁ ଖସୁନି । ଏବେ ବି ସଂକ୍ରମିତଙ୍କ ସଂଖ୍ୟା ୮ଶହ ଭିତରେ ରହୁଛି । ୨୪ ଘଣ୍ଟାରେ ରାଜ୍ୟର ଚିହ୍ନଟ ହୋଇଛନ୍ତି ଆଉ ୬୩୮ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୩୭୨ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୬୬ଟି । ନୂଆ…

ପଞ୍ଜଶିରରେ ତାଲିବାନ ଠିକଣା ଉପରେ ଏୟାରଷ୍ଟ୍ରାଇକ୍

କାବୁଲ: ତାଲିବାନ ପଞ୍ଜଶିର କବଜା କରିଥିଲେ ବି ଯୁଦ୍ଧ ସରିନି । ଲଢ଼େଇ ଜାରି ରହିବ ବୋଲି ଗତକାଲି ନ୍ୟାସନାଲ୍ ରେଜିଷ୍ଟାନ୍ସ ଫ୍ରଣ୍ଟ ମୁଖ୍ୟ ଅହମ୍ମଦ ମସୁଦ କହିଥିଲେ । ଗତକାଲି ରାତିରେ ପଞ୍ଜଶିରରେ ତାଲିବାନ ଠିକଣା ଉପରେ ହୋଇଛି ଏୟାର ଷ୍ଟ୍ରାଇକ୍ । ଅଜଣା ସେନା ବିମାନ ଦ୍ୱାରା ତିଲାବାନୀଙ୍କ…

ଗାଁଦାଣ୍ଡରେ ସଂଘବଦ୍ଧ ଆକ୍ରମଣ: ପୁଅ ମୃତ, ବାପା ଗୁରୁତର

ଜୟପୁର: ବାପା-ପୁଅଙ୍କୁ ସଂଘବଦ୍ଧ ଆକ୍ରମଣ । ଗାଁ ଦାଣ୍ଡରେ ମରଣାନ୍ତକ ଆକ୍ରମଣ । ଏଥିରେ ପୁଅର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ଅଛନ୍ତି । କୋରାପୁଟ ଜିଲ୍ଲା ବିସିଂହପୁର ଥାନା ଅନ୍ତର୍ଗତ ଘଟୁଆଳ ଗୁଡ଼ା ଗାଁରେ ଏହି ଘଟଣା ଘଟିଛି । ମୃତକ ହେଲେ ଫକୀର ବିଶୋଇ । ତାଙ୍କ ବାପା ଦୟାନିଧି…

ଲଘୁଚାପ ସକ୍ରିୟ: ଆଜି ଓଡ଼ିଶାର ୬ ଜିଲ୍ଲାରେ ବର୍ଷା

ଭୁବନେଶ୍ୱର: ଲଘୁଚାପ ନେଲା ଓ୍ୱେଲ୍ ମାର୍କଡ ଲୋ ପ୍ରେସରର ରୂପ । ଗତକାଲିର ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଓ୍ୱେଲ ମାର୍କଡ ଲୋ ପ୍ରେସର କ୍ଷେତ୍ର ଭାବେ ଉତ୍ତର-ପଶ୍ଚିମ ତଥା ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର, ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ-ଓଡ଼ିଶା ଉପକୂଳରେ ସକ୍ରିୟ ରହିଛି ।…

ଇନ୍ଦ୍ରପ୍ରସ୍ଥ ସାହିତ୍ୟ ଉତ୍ସବର ‘ମୌସୁମୀ’ କବିତା ଆସର

ଭୁବନେଶ୍ୱର : ଇନ୍ଦ୍ରପ୍ରସ୍ଥ ସାହିତ୍ୟ ଉତ୍ସବ ଓଡ଼ିଶା ଶାଖା ତରଫରୁ ଅନଲାଇନ ମାଧ୍ୟମରେ 'ମୌସୁମୀ' କବିତା ଆସର ଆୟୋଜିତ ହୋଯାଇଛି । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ କବି ଫନି ମହାନ୍ତି ମୁଖ୍ୟ ଅତିଥି ଭାବରେ ଏବଂ ସୁଚେତା ମିଶ୍ର ଓ ସଂଜିତ ବଳ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।…

ଦାସିଆ ସାଂସ୍କୃତିକ ପରିଷଦର ରାଜ୍ୟସ୍ତରୀୟ କବିତା ଆସର

ଉମରକୋଟ : ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ‘ଦାସିଆ ସାଂସ୍କୃତିକ ପରିଷଦ’, ତରଫରୁ ପବିତ୍ର ଗୁରୁ ଦିବସ ଅବସରରେ ଗୁଗୁଲ ମିଟ ମାଧ୍ୟମରେ ଏକ ରାଜ୍ୟସ୍ତରୀୟ କବିତା ଆସର, ଆଲୋଚନାଚକ୍ର ଓ ଗୁରୁଦିବସ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ବେହେଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ…