Latest Odisha News

BREAKING NEWS

ପ୍ରବଳ ବର୍ଷାରେ ଧୋଇ ଗଲା ଡେରାଡୁନ୍‌-ରିଷିକେଶ ରାଜପଥ

ଡେରାଡୁନ୍‌: ପ୍ରବଳ ବର୍ଷା ହେତୁ ଉତ୍ତରାଖଣ୍ଡ ଡେରାଡୁନ୍‌-ରାନିପୋଖରୀ-ରିଷିକେଶ ରାଜପଥରେ ଖୋଲାଯାଇଥିବା ଏକ ବିକଳ୍ପ ରାସ୍ତାରେ ଯାନବାହନ ଚଳାଚଳ ବ୍ୟାହତ ହୋଇଛି। ସୋମବାର ରାତିରେ ପ୍ରବଳ ବର୍ଷା ଯୋଗୁ ଏହି ଅଞ୍ଚଳ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଥିଲା। ଡେରାଡୁନ୍‌କୁ ରିଷିକେଶକୁ ସଂଯୋଗ…

କଫ୍ ସିରପ ବୋତଲ ଜବତ,୨ ଗିରଫ

ବଲାଙ୍ଗୀର :ଏସ କଫ୍ ସିରପ ବୋତଲ ଜବତ । ପାଟଣାଗଡ଼ ବେଲପଡ଼ା ଅଞ୍ଚଳରୁ ବେଲପଡ଼ା ପୋଲିସ ୧୯୦ ଟି ଏସକଫ୍ ବୋତଲ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୪୦ ହଜାର ଟଙ୍କା ସହ ୨ପତା ଆଜୋଂଲାମ୍ ଟ୍ୟାବଲେଟ୍ ,ଗୋଟିଏ ମୋଟର ସାଇକେଲ ଜବତ କରିଛି ପୋଲିସ । ସୂଚନା ଅନୁସାରେ ବେଲପଡ଼ାର…

ନୂଆଁଖାଇ ପାଇଁ ସମଲେଶ୍ୱର ମନ୍ଦିରକୁ ଆସିଲା ନୂଆ ଧାନ

ସମ୍ୱଲପୁର: ତିନି ଦିନ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଏଥିପାଇଁ ପଶ୍ଚିମ ଓଡ଼ିଶାର ପୁରପଲ୍ଲୀରେ ପ୍ରସ୍ତୁତି ଜୋରଦାର ହେଲାଣି । ଏପଟେ ମାଆ ସମଲେଶ୍ୱରୀଙ୍କ ପାଖରେ ନବାନ୍ନ ଲାଗି ପାଇଁ ପ୍ରସ୍ତୁତି ଚାଲିଛି । ଏଥିପାଇଁ ସମଲେଶ୍ୱରରୀ ମନ୍ଦିରରେ ପହଞ୍ଚିଛି ନୂଆ ଧାନ । ନୂଆ ଧାନରୁ…

ଅଭିନେତା ରଜତ ବେଦୀଙ୍କ ବିରୋଧରେ ମାମଲା ରୁଜୁ

ମୁମ୍ବାଇ: ଅଭିନେତା ରଜତ ବେଦୀଙ୍କ ନାଁରେ ମାମଲା ରୁଜୁ। ମୁମ୍ବାଇର ଡିଏନ୍ ନାଗର ପୋଲିସ୍ ଷ୍ଟେସନରେ ଅଭିନେତା ରଜତ ବେଦୀଙ୍କ ବିରୋଧରେ ମୁମ୍ବାଇର ଆନ୍ଧେରିରେ ଜଣେ ବ୍ୟକ୍ତିଙ୍କୁ ତାଙ୍କ କାରରେ ଧକ୍କା ଦେଇଥିବା ଅଭିଯୋଗ ହୋଇଛି। ଏହି ଦୁର୍ଘଟଣା ପରେ ଅଭିନେତା ଆହତ ରାଜେଶ ଦୁତଙ୍କୁ କୁପର୍…

ଚିଟଫଣ୍ଡ ଦୁର୍ନୀତି ମାମଲା: ଆନ୍ଧ୍ରର ପୂର୍ବତନ ବିଧାୟକଙ୍କୁ ଗିରଫ କଲା ଓଡ଼ିଶା ପୋଲିସ

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକଙ୍କୁ ଗିରଫ କଲା ଓଡ଼ିଶା ପୋଲିସ । ଓଡ଼ିଶାରେ ଚିଟଫଣ୍ଡ ଦୁର୍ନୀତି ମାମଲାରେ ବିଶାଖାପାଟଣା ପଶ୍ଚିମ ଜୋନର ୱାଏସଆର କଂଗ୍ରେସର ପୂର୍ବତନ ବିଧାୟକ ଏମ. ବିଜୟ ପ୍ରସାଦକୁ ଗିରଫ କରିଛି ଓଡ଼ିଶା କ୍ରାଇମବ୍ରାଞ୍ଚ । ସେ ଏବେ ଆନ୍ଧ୍ରପ୍ରଦେଶର ଶିକ୍ଷା ଓ…

କୃଷକ ମହାପଂଚାୟତ ପୂର୍ବରୁ ବନ୍ଦ କରାଗଲା ଇଂଟରନେଟ ସେବା

ହରିୟାଣା: କୃଷକଙ୍କ ମହାପଂଚାୟତ ପୂର୍ବରୁ ରାଜ୍ୟ ସରକାର ସୁରକ୍ଷା ଦୃଷ୍ଟିକୋଣରୁ ଏଠାରେ ଇଂଟେରନେଟ ସେବା ବନ୍ଦ କରି ଦିଆଯାଇଛି । କୃଷକମାନେ ମହାସମାବେଶ କରିବା ସହ ସଚିବାଳୟକୁ ଘେରାଉ କରିବା ଯୋଜନାରେ ରହିଛନ୍ତି । କର୍ଣ୍ଣାଲ, କୁରୁକ୍ଷେତ୍ର, କୈଥଲ, ଜିନ୍ଦ ଏବଂ ପାନିପଥ ଅଂଚଳରେ ୧୪୪ ଧାରା…

କୋଭିଡ୍‌ ନିୟମ ଉଲ୍ଲଂଘନ ଯୋଗୁ ୫ ବର୍ଷ ଜେଲ୍‌

ନୂଆଦିଲ୍ଲୀ: କୋଭିଡ-୧୯ କ୍ବାରେଣ୍ଟାଇନ ନିୟମକୁ ଉଲ୍ଲଂଘନ କରିବା ଏବଂ ଅନ୍ୟମାନଙ୍କଠାରେ ଭୂତାଣୁ ବିସ୍ତାର କରିଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ମିଳିଛି। ଭିଏତନାମର ସ୍ଥାନୀୟ ରିପୋର୍ଟ ଅନୁଯାୟୀ କୁହାଯାଇଛି ଯେ କୋର୍ଟରେ ବିଚାର କରାଯିବା ପରେ ୨୮ ବର୍ଷୀୟ ଲେ…

ଏଥର ଗଣେଶ ପୂଜାରେ “ଚକ୍ଷୁବନ୍ଧନ”

ଭୁବନେଶ୍ୱର: ଚଳିତବର୍ଷ ଓଡିଆ ଦର୍ଶକଙ୍କୁ ଗଣେଷ ପୂଜା ଅବସରରେ ଓଲିଉଡ ଦେବାକୁ ଯାଉଛି ଦମଦାର ଭେଟି । ରିଲିଜ ହେବାକୁ ଯାଉଛି ଥ୍ରିଲର୍ ଫିଲ୍ମ ଚକ୍ଷୁବନ୍ଧନ । ନିକଟରେ ଭୁବନେଶ୍ୱରରେ ଏହି ଫିଲ୍ମର ପୋଷ୍ଟର ରିଲିଜ୍ ସହ ମୁକ୍ତିଲାଭ ତାରିଖ ଘୋଷଣା କରାଯାଇଥିଲା । ପ୍ରେମ, ପ୍ରତାରଣା, ରହସ୍ୟ ଓ…

ତାଲିବାନଙ୍କୁ ଝଟକା ଦେଲା ଗୁଗଲ

କାବୁଲ: ତାଲିବାନକୁ ଆଜି ବଡ ଝଟକା ଦେଇଛି ଗୁଗଲ । ପୂର୍ବ ଆଫଗାନିସ୍ତାନ ସରକାରଙ୍କ ସମସ୍ତ ଇମେଲ ଆକାଂଉଟକୁ ଗୁଗଲ ଲକ କରିଦେଇଛି । ଫଳରେ ଏଥରୁ ଆଉ କୌଣସି ତଥ୍ୟ ହାସଲ କରିପାରିବ ନାହିଁ ତାଲିବାନ । ଅଶରଫ ଗାନି ସରକାର ସମୟର ସମ୍ବେଦନଶୀଳ ତଥ୍ୟ ପାଇଁ ତାଲିବାନ ଜୋରସୋରରେ ଉଦ୍ୟମ ଚଳାଇଛି । ଏହି…

ଶିଶୁଙ୍କ ସଂକ୍ରମଣ ପାଇଁ ପରିବାର ଲୋକଙ୍କୁ ପରୋକ୍ଷରେ ଦାୟୀ କଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ରାଜ୍ୟରେ କରୋନାରେ ଶିଶୁ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ଡାକ୍ତର ସିବିକେ ମହାନ୍ତି । ପିଲାଙ୍କ ସଂକ୍ରମଣ ପାଇଁ ପରିବାରକୁ ପରୋକ୍ଷରେ ଦାୟୀ କରିଛି ସ୍ୱାସ୍ଥ୍ୟ ବିଭାଗ । ପିଲାଙ୍କୁ ଥଣ୍ଡା, କାଶ, ଜ୍ୱର ହୋଇଥିଲେ ନଲୁଚାଇ ଜଣାଇବାକୁ…