Latest Odisha News

BREAKING NEWS

ଗ୍ଲୋବାଲ ଲିଡର ଆପ୍ରୁଭାଲ ରେଟିଂରେ ମୋଦି ଶୀର୍ଷରେ

ନୂଆଦିଲ୍ଲୀ:ଗ୍ଲୋବାଲ ଆପ୍ରୁଭାଲ ରେଟିଂରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୦ ପ୍ରତିଶତ ରେଟିଂ ସହିତ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ସେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ଜର୍ମାନୀ ଚ୍ୟାନ୍ସେଲର ଆଞ୍ଜେଲା ମୋର୍କେଲ, ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନଶନ ଓ ଫ୍ରାନ୍ସ…

ଗୁରୁଦିସରେ ଓଡ଼ିଶାର ୨ଜଣଙ୍କ ସମେତ ୪୪ ଶିକ୍ଷକଙ୍କୁ ରାଷ୍ଟ୍ରୀୟ ପୁରସ୍କାର ପ୍ରଦାନ

ନୂଆଦିଲ୍ଲୀ: ଆଜି ହେଉଛି ଗୁରୁ ଦିବସ । ଏହି ଅବସରରେ ଓଡ଼ିଶାର ୨ଜଣ ଶିକ୍ଷକଙ୍କ ସମେତ ଦେଶର ୪୪ ଶିକ୍ଷକଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର-୨୦୨୧ରେ ସମ୍ମାନିତ କରାଯାଇଛି । ରାଷ୍ଚ୍ରପତି ରାମନାଥ କୋବିନ୍ଦ ସେମାନଙ୍କୁ ଭିଡିଓ କନଫରେନ୍ସିଂରେ ସମ୍ମାନିତ କରିଛନ୍ତି । ରାଷ୍ଟ୍ରୀୟ ଶିକ୍ଷକ…

ସରିଲା ‘କମାଣ୍ଡୋ’ ଫେମ୍‌ ବିଦ୍ୟୁତ ଜାମୱାଲଙ୍କ ନିର୍ବନ୍ଧ; ଖୁବ୍‌ ଶୀଘ୍ର ବିବାହ!

ମୁମ୍ବାଇ: ଅଭିନେତା ତଥା 'କମାଣ୍ଡୋ' ଫେମ୍‌ ବିଦ୍ୟୁତ ଜାମୱାଲ ଏବଂ ଫ୍ୟାଶନ ଡିଜାଇନର୍ ନନ୍ଦିତା ମହତାନୀଙ୍କ ଗୁପ୍ତ ଭାବେ ନିର୍ବନ୍ଧ କରିଥିବା ଖବର ସାମ୍‌ନାକୁ ଆସିଛି। ଖୁବ୍‌ ଶୀଘ୍ର ବିବାହ କରିବେ ବୋଲି ମଧ୍ୟ ଆଲୋଚନା ହେଉଛି। ଏକାଠି ଉଭୟଙ୍କ ଫଟୋ ସାମ୍ନାକୁ ଆସିଛି ଯେଉଁଥିରେ ସେମାନେ…

ସରକାର ଗଠନ ନେଇ ତାଲିବାନ-ହକ୍କାନି ନେଟୱର୍କ ମଧ୍ୟରେ ସଂଘର୍ଷ, ବରାଦର ଆହତ

କାବୁଲ: ଆଫଗାନିସ୍ତାନକୁ ଦଖଲ କରିବା ସତ୍ୱେ ଏ ପର୍ଯ୍ୟନ୍ତ ତାଲିବାନ ସରକାର ଗଠନ କରିବାରେ ସଫଳ ହୋଇନାହିଁ । ଏହା ମଧ୍ୟରେ ତାଲିବାନ ମଧ୍ୟରେ ଫାଟ ସୃଷ୍ଟି ହେବା ଆରମ୍ଭ ହୋଇଛି । ପଞ୍ଜଶିର ଅବର୍ଜଭର ରିପୋର୍ଟ ମୁତାବକ ତାଲିବାନ ଏବଂ ହକ୍କାନି ନେଟୱର୍କ ମଧ୍ୟରେ ସଂଘର୍ଷ ଘଟିଛି । ଏଥିରେ ତାଲିବାନ…

୨୪ ଘଣ୍ଟାରେ ବଙ୍ଗୋପସାଗରରେ ଲଘୁଚାପ, କାଲିଠୁ ଦୁଇ ଦିନ ଓଡ଼ିଶାରେ ବର୍ଷା

ଭୁବନେଶ୍ୱର: ବଙ୍ଗୋପସାଗରରେ ଆସୁଛି ଆଉ ଗୋଟିଏ ଲଘୁଚାପ । ଆସନ୍ତା ୨୪ ଘଣ୍ଟାରେ ଉତ୍ତର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଦାନା ବାନ୍ଧିବ । ଏବେ ଉତ୍ତର-ପୂର୍ବ ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ସାଇକ୍ଲୋନିକ୍ ସାର୍କୁଲେସନ୍ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତାକାଲିଠୁ…

ବିଜେପି ନେତା ଶୁଭେନ୍ଦୁ ଅଧୀକାରୀଙ୍କୁ ସିଆଇଡିର ସମନ

କୋଲକାତା: ବିଜେପି ନେତା ଶୁଭେନ୍ଦୁ ଅଧୀକାରୀଙ୍କୁ ସିଆଇଡିର ସମନ ଜାରି କରିଛି। ପଶ୍ଚିମବଙ୍ଗର କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ (ସିଆଇଡି) ଶନିବାର ଦିନ ତାଙ୍କ ଅଙ୍ଗରକ୍ଷୀ ସୁଭବ୍ରତ ଚକ୍ରବର୍ତ୍ତୀଙ୍କ ମୃତ୍ୟୁ ସଂପର୍କରେ ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧୀକାରୀଙ୍କୁ ଡକାଇଛି। ସୋମବାର ଦିନ ୧୧ ଟା…

ଆପତ୍ତିଜନକ ମନ୍ତବ୍ୟ ଦେଇ ଅଡୁଆରେ ଜାଭେଦ୍‌ ଅଖତର

ନୂଆଦିଲ୍ଲୀ: ବଲିଉଡ୍‌ର ଲୋକପ୍ରିୟ ଗୀତିକାର ‌ଜାଭେଦ୍‌ ଅଖତରଙ୍କ ଅଡୁଆ ବଢିବାରେ ଲାଗିଛି। ରାଷ୍ଟ୍ରୀୟ ସ୍ବୟଂସେବକ ସଂଗଠନ (ଆରଏସଏସ) ସହ ତାଲିବାନର ତୁଳନାକୁ ନେଇ ଗୀତିକାର ତଥା ଲେଖକ ଜାଭେଦ ଅଖତର ଅଡୁଆ ବଢିଛି। ଏହି ପ୍ରସଙ୍ଗକୁ କେନ୍ଦ୍ର କରି ବିଜେପି ତାଙ୍କ ଉପରେ ଭୀଷଣ ବର୍ଷିଛି।…

ପଞ୍ଜଶୀରରେ ପ୍ରାୟ ୬୦୦ ତାଲିବାନୀଙ୍କ ମୃତ୍ୟୁ!

କାବୁଲ: ରିପୋର୍ଟ ଅନୁଯାୟୀ ଆଫଗାନିସ୍ତାନର ଉତ୍ତରପୂର୍ବ ଅଞ୍ଚଳ ପଞ୍ଜଶୀର ପ୍ରଦେଶରେ ପ୍ରାୟ ୬୦୦ ତାଲିବାନଙ୍କର ମୃତ୍ୟୁ ହୋଇଛି ବୋଲି ଜଣାପଡ଼ିଛି। ପ୍ରତିରୋଧ ବାହିନୀର ମୁଖପାତ୍ର ଫାହିମ ଦାଶିତି ଟ୍ୱିଟ କରି କହିଛନ୍ତି, "ପଞ୍ଜଶୀରର ବିଭିନ୍ନ ଜିଲ୍ଲାରେ ସକାଳୁ ପ୍ରାୟ ୬୦୦ ତାଲିବାନକୁ…

ପାରାଦୀପରେ ଭାରତୀୟ ବନ୍ଦର ମଜଦୁର ସଂଘର ଦୁଇ ଦିନିଆ କର୍ମଶାଳା

ପାରାଦୀପ: ଭାରତୀୟ ବନ୍ଦର ମଜଦୁର ସଂଘର ଦୁଇଦିନିଆ କର୍ମଶାଳା ପାରାଦୀପଠାରେ ଉଦଘାଟିତ ହୋଇଯାଇଛି । ଭାରତର ବିଭିନ୍ନ ବନ୍ଦରରେ ଥିବା ଶ୍ରମିକ ସଂଗଠନର ମୁଖ୍ୟ ଏଥିରେ ଯୋଗ ଦେଇଛନ୍ତି । ଶ୍ରମିକମାନଙ୍କ ସ୍ୱାର୍ଥ ପାଇଁ ଶ୍ରମିକ ସଂଗଠନ ମାନେ ସବୁବେଳେ ପ୍ରୟାସ କରୁଛନ୍ତି । କିନ୍ତୁ ବନ୍ଦର ପ୍ରଶାସନ…

ନିପା ଭାଇରସ୍‌ ଆକ୍ରାନ୍ତ ୧୨ ବର୍ଷୀୟ ବାଳକର ମୃତ୍ୟୁ

ନୂଆଦିଲ୍ଲୀ: କରୋନାର ଦ୍ବିତୀୟ ଲହରର କୋପ କମିନଥିବା ଏପଟେ ବେଳେ ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଚିନ୍ତା ବଢିଲାଣି। ଅନ୍ୟପକ୍ଷରେ କେରଳରେ ନିପା ଭାଇରସ୍ ଏବେ ଚିନ୍ତା ବଢାଇଛି। ରାଜ୍ୟରେ ନିପା ଭାଇରସ ଯୋଗୁଁ ଜଣେ ୧୨ ବର୍ଷର ଶିଶୁର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏହା ପରେ ବୈଷୟିକ ସହାୟତା…