ଅଗଷ୍ଟରେ ପ୍ରେକ୍ଷାଳୟକୁ ଆସିବ ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଅତ୍ରଙ୍ଗୀ ରେ’
ନୂଆଦିଲ୍ଲୀ: ଚଳଚ୍ଚିତ୍ର ନିର୍ମାତା ଅନ୍ନନ୍ଦ ଏଲ୍ ରାୟ ଆସନ୍ତା ଅଗଷ୍ଟ ୬ ରେ ଅକ୍ଷୟ କୁମାର, ସାରା ଅଲି ଖାନ ଏବଂ ସାଉଥ୍ ହିରୋ ଧନୁଷଙ୍କ ଅଭିନୀତ ତାଙ୍କର ଆଗାମୀ ନିର୍ଦ୍ଦେଶିତ ଚଳଚ୍ଚିତ୍ର 'ଅତ୍ରଙ୍ଗୀ ରେ' ମୁକ୍ତିଲାଭ କରିବ।
ଅଗଷ୍ଟ ୬, ୨୦୨୧ ରେ ଆର୍ ରହମାନ ମ୍ୟୁଜିକାଲ୍ ପରଦାରେ ଆସିବ…