Latest Odisha News

BREAKING NEWS

ଅକ୍ଟୋବର ୩ରୁ ପ୍ରସାରିତ ହେବ ‘ବିଗ୍ ବସ୍ ୧୫’!

ମୁମ୍ବାଇ: 'ବିଗ୍ ବସ୍ ୧୫'ର ଟେଲି ପ୍ରସାରଣକୁ ନେଇ ଭାଇଜାନ ତଥା ସଲ୍‌ମାନଙ୍କ ପ୍ରଶଂସକ ବେଶ୍‌ ଉତ୍କଣ୍ଠାର ସହ ଚାହିଁ ବସିଛନ୍ତି। ଏହା ଭିତରେ ବିଗ୍‌ ବସ୍‌ର ଅନେକ ପ୍ରମୋ ବାହାରିସାରିଲାଣି। ଯାହା ପରେ ପ୍ରଶଂସକମାନେ ସୋ ପାଇଁ ବହୁତ ଉତ୍ସାହିତ ଥିବା ଜଣାପଡ଼ିଛି। ସମ୍ପ୍ରତି କରଣ ଜୋହରଙ୍କ…

ରାସ୍ତା ନଥିବାରୁ ହଟହଟା ଗର୍ଭବତୀ

ଯାଜପୁର: ଯାଜପୁରରେ ବିକାଶର ବିକଳ ଚିତ୍ର । ପୁଣି ଖଟିଆରେ ବୁହାହେଲେ ଜଣେ ଗର୍ଭବତୀ । ସୁକିନ୍ଦା ଖଣି ଅଞ୍ଚଳରେ ଦେଖାଦେଇଛି ଏଭଳି ଘଟଣା । କଅଂଶ ପଂଚାୟତ ସାରୁଆବିଲି ଗାଁର ଚିରୁ ସାହିକୁ ନାହିଁ ଖଣ୍ଡେ ରାସ୍ତା । କାହାର ଦେହ ଖରାପ ହେଉ କି ଗର୍ଭବତୀ ମହିଳା ସମସ୍ତଙ୍କୁ ସାହା ସେଇ ଖଟିଆର ଦୋଳା…

ଡିସେମ୍ବର ସୁଦ୍ଧା ରାଜ୍ୟରେ ସରିବ ଟିକାକରଣ

ଭୁବନେଶ୍ୱର: ଡିସେମ୍ବର ସୁଦ୍ଧା ରାଜ୍ୟରେ ସରିବ ଟିକାକରଣ । ଯଦି ଟିକା ଆସିବାରେ କୌଣସି ସମସ୍ୟା ନହେଲେ ୪ ମାସ ଭିତରେ ଟିକାକରଣ ଶେଷ ହେବ । ବର୍ତ୍ତମାନ ଟିକାରେ କିଛି ସମସ୍ୟା ନାହିଁ । ଏଯାଏ ୨ କୋଟି ୨୦ ଲକ୍ଷ ଡୋଜ୍ ଟିକା ଦିଆ ସରିଲାଣି । ୧କୋଟି ୬୬ ଲକ୍ଷ ଲୋକ ପ୍ରଥମ ଡୋଜ୍ ଓ ୫୩ ଲକ୍ଷ…

ଭୟଙ୍କର ଦୁର୍ଘଟଣା: ବିଧାୟକଙ୍କ ପୁଅ, ପତ୍ନୀଙ୍କ ସମେତ ୭ ମୃତ

ବେଙ୍ଗାଲୁରୁ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ପୋଲରେ ପିଟିହେଲା ଅଡ଼ି କାର୍ । ଏଥିରେ ଜଣେ ବିଧାୟକଙ୍କ ପୁଅ, ପତ୍ନୀଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ହୋଇଛି । ଗତକାଲି ବିଳମ୍ବିତ ରାତିରେ ବେଙ୍ଗାଲୁରୁରେ ଏହି ଦୁର୍ଘଟଣା ଘଟିଛି । ମୃତକଙ୍କ ଭିତରେ ଅଛନ୍ତି…

୨୩ ଜିଲ୍ଲା କରୋନା ମୁକ୍ତ

ଲକ୍ଷ୍ନୌ: ସମ୍ଭାବ୍ୟ ତୃତୀୟ ତରଙ୍ଗକୁ ନେଇ ଆଶଙ୍କା ବଢୁଥିବା ବେଳେ ଉତ୍ତରପ୍ରଦେଶର ୨୩ଟି ଜିଲ୍ଲା ଏବେ କରୋନା ମୁକ୍ତ ହୋଇଥିବା ସୂଚନା ମିଳିଛି। ଏହାସହିତ ଆରୋଗ୍ୟ ହାର ୯୮.୬ ପ୍ରତିଶତକୁ ବୃଦ୍ଧି ପାଇଛି। ଯାହା ମାରାତ୍ମକ ଭୂତାଣୁ ବିଲୋପ କରିବାରେ 'ୟୁପିର କୋଭିଡ କଣ୍ଟ୍ରୋଲ ମଡେଲ'ର…

ଆମେରିକା ସେନା ଯିବା ପରେ ପଂଜଶିର ଉପରେ ଆକ୍ରମଣ ଆରମ୍ଭ କଲା ତାଲିବାନ

କାବୁଲ: ଆଫଗାନିସ୍ତାନରୁ ଆମେରିକା ସେନା ଯିବା ପରେ ଆଜି ତାଲିବାନ ପଂଜଶିରରେ ଆକ୍ରମଣ ଆରମ୍ଭ କରିଛି । ତାଜିକ ନେତା ଅହମ୍ମଦ ମସୁଦଙ୍କ ନିକଟତମ ସୂତ୍ରରୁ ମିଳିଥିବା ଖବର ଅନୁସାରେ ତାଲିବାନ ଆତଙ୍କୀ ଆକ୍ରମଣ ଆରମ୍ଭ କରିଥିଲେ ମଧ୍ୟ ଆମେ ଏହାକୁ ପଣ୍ଡ କରିଦେଇଛୁ ବୋଲି କହିଛନ୍ତି । ଟୋଲ ନ୍ୟୁଜରେ…

ଶପଥ ନେଲେ ୩ ମହିଳାଙ୍କ ସମେତ ସୁପ୍ରିମକୋର୍ଟଙ୍କ ୯ ଜଣିଆ ନୂଆ ବିଚାରପତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ୯ ଜଣିଆ ବିଚାରପତି ଆଜି ଶପଥ ନେଇଛନ୍ତି । ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍. ଭି. ରମନା । ଏମାନଙ୍କ ଭିତରେ ଅଛନ୍ତି ୩ ଜଣ ମହିଳା ବିଚାରପତି । ସେମାନେ ହେଲେ ଜଷ୍ଟିସ ବି.ଭି. ନାଗାରତ୍ନା, ଜଷ୍ଟିସ ହିମା କୋହଲି…

କାବୁଲ ବିମାନବନ୍ଦରରେ ତାଲିବାନର ବିଜୟ ଘୋଷଣା

କାବୁଲ: କାବୁଲ ବିମାନବନ୍ଦରରୁ ଆମେରିକା ସେନା ପ୍ରତ୍ୟାହାର କରିବାର କିଛି ଘଣ୍ଟା ପରେ ତାଲିବାନ ଗଣମାଧ୍ୟମକୁ ସମ୍ବୋଧିତ କରି କହିଛି ଯେ କାବୁଲ ବିମାନବନ୍ଦର‌ରେ ତାଲିବାନର ବିଜୟ ହୋଇଛି ଏବଂ ଏହି ବିଜୟ ସମସ୍ତ ଆଫଗାନିସ୍ତାନଙ୍କ। କାବୁଲ ବିମାନବନ୍ଦରରେ ତାଲିବାନ ମୁଖପାତ୍ର କହିଛନ୍ତି ଯେ…

ନୂଆଖାଇ ପାଇଁ ଆଜି ବାହାରିବ ଲଗ୍ନ

ସମ୍ୱଲପୁର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ଆଜି ବାହାରିବ ଲଗ୍ନ । ପରମ୍ପରା ଅନୁସାରେ ଜନ୍ମାଷ୍ଟମୀର ପରଦିନ ନୂଆଖାଇ ଲଗ୍ନ ନିର୍ଘଣ୍ଟ କରାଯାଏ । ପଶ୍ଚିମ ଓଡ଼ିଶାର ସର୍ବ ପୁରାତନ ବ୍ରହ୍ମପୁରା ମନ୍ଦିରରେ ଲଗ୍ନ ଧାର୍ୟ୍ୟ କରାଯିବ । ଏନେଇ ସନ୍ଧ୍ୟା ୫ଟାରେ ପଣ୍ଡିତ, ଜ୍ୟୋତିର୍ବିଦ ଓ…

ଅଧିକ ସଂକ୍ରାମକ ହୋଇପାରେ କରୋନାର ନୂଆ ପ୍ରଜାତି C.1.2

ନୂଆଦିଲ୍ଲୀ: ଏକ ଅଧ୍ୟୟନ ଅନୁଯାୟୀ, କରୋନାର ନୂତନ ପ୍ରଜାତି, କୋଭିଡ୍-୧୯ ସୃଷ୍ଟି କରୁଥିବା ଭୂତାଣୁ ଦକ୍ଷିଣ ଆଫ୍ରିକା ଏବଂ ବିଶ୍ବର ଅନ୍ୟାନ୍ୟ ଦେଶରେ ଚିହ୍ନଟ ହୋଇଛି ଯାହା ଅଧିକ ସଂକ୍ରମଣ ହୋଇପାରେ ବୋଲି ଜଣାପଡ଼ିଛି। ଟିକା ପ୍ରଦାନ ଦ୍ବାରା ଏହି ସଂକ୍ରମଣକୁ ଏଡାଇ ଦିଆଯାଇପାରେ ବୋଲି…