Latest Odisha News

BREAKING NEWS

ଜମ୍ମୁ କାଶ୍ମୀରରେ ତାଲିବାନୀଙ୍କ ପ୍ରଭାବ ବିସ୍ତାର ଆଶଙ୍କା; ୬୦ ଯୁବକ ନିଖୋଜ

ଶ୍ରୀନଗର: ଆଫଗାନିସ୍ତାନରେ ତାଲିବାନ ଦଖଲ ପରେ ଜମ୍ମୁ କାଶ୍ମୀରରେ ମଧ୍ୟ ଚିନ୍ତା ବଢିଚାଲିଛି। ରିପୋର୍ଟ ଅନୁଯାୟୀ ଗତ କିଛି ଦିନ ମଧ୍ୟରେ ଜାମ୍ମୁ କାଶ୍ମୀରରେ ଅତି କମରେ ୬ ଟି ଆତଙ୍କବାଦୀ ଗୋଷ୍ଠୀ ଅନୁପ୍ରବେଶ କରିଛନ୍ତି। ଯାହାର କିଛି ବୃହତ୍‌ ଲକ୍ଷ୍ୟ ରହିଥିବା ଜଣାପଡ଼ିଛି। ରିପୋର୍ଟ…

ଏସିଆ ବୁକ ଅଫ୍ ରେକର୍ଡସର ଅଧିକାରୀ ଓଡ଼ିଆ ପୁଅ ସୌମ୍ୟରଞ୍ଜନ

ଯାଜପୁର: ଏସିଆ ବୁକ ଅଫ୍ ରେକର୍ଡସର ଅଧିକାରୀ ହୋଇଛନ୍ତି ଜଣେ ଓଡ଼ିଆ ପୁଅ । ନାଁ- ସୌମ୍ୟରଞ୍ଜନ ରାଉତ । ଶରୀରରେ ୩୦ କିଲୋ ଓଜନ ଧରି ଦୀର୍ଘ ସମୟ ଚକ୍ରାସନ କରି ସେ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି । ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ମୁରାରୀପୁର ଗାଁର ମନୋରଞ୍ଜନ ରାଉତ ଓ ରଞ୍ଜିତା ରାଉତଙ୍କ…

ରୋଗୀଙ୍କଠାରୁ ଅଧିକ ବିଲ୍‌ ଚାର୍ଜ କରି ଅଡୁଆରେ ୩୫ଟି କୋଭିଡ୍‌ ହସ୍ପିଟାଲ

ନୂଆଦିଲ୍ଲୀ: ଦ୍ୱିତୀୟ ତରଙ୍ଗ ସମୟରେ ୩୫ଟି ବେସରକାରୀ କୋଭିଡ୍‌ ଡାକ୍ତରଖାନାଙ୍କ କଳା କାରନାମାର ଫର୍ଦ୍ଦାଫାସ୍‌ ହୋଇଛି। ଦ୍ୱିତୀୟ ତରଙ୍ଗ ସମୟରେ ରୋଗୀଙ୍କଠାରୁ ଅଧିକ ବିଲ୍‌ ଚାର୍ଜ କରିଥିବା ଜଣାପଡ଼ିଛି। ଅଡିଟ୍ ବିଲିଂ ପାଇଁ ସ୍ଥାପିତ ହୋଇଥିବା ତିନିଜଣିଆ ପ୍ୟାନେଲ୍ ଏହାର ତଦନ୍ତ କରିବା…

ଭୁବନେଶ୍ୱରରେ ସେରୋ ସର୍ଭେ ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱରରେ ସେରୋ ସର୍ଭେ ଆରମ୍ଭ ହେବ। ଦୁଇ ଦିନ ଧରି ହେବାକୁ ଥିବା ଏହି ସର୍ଭେ ରେ ବିଭିନ୍ନ ବୟସର ଦୁଇଶହ ଜଣଙ୍କୁ ସାମିଲ୍ କରାଯିବ। ପ୍ରଥମ ପର୍ଯ୍ୟାୟରେ ୫ ଟି ୱାର୍ଡ କୁ ନେଇ ଏହି ସର୍ଭେ ଆରମ୍ଭ ହେବ। ଏଥିପାଇଁ୫ ଜଣ ୱାର୍ଡ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି। ବିଏମ୍ସି ପକ୍ଷରୁ…

ଫାଟିଲା ଗ୍ୟାସ୍ ଟାଙ୍କି: ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ନୟାଗଡ଼: ରୋଷେଇ କଲା ବେଳେ ଫାଟିଲା ଗ୍ୟାସ ଟାଙ୍କି । ଏଥିରେ ସ୍ତ୍ରୀ ମୃତ୍ୟୁବରଣ କରିଥିବା ବେଳେ ସ୍ୱାମୀ ଗୁରୁତର ହୋଇଛନ୍ତି । ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଅନ୍ତର୍ଗତ ବିରିଡିହ ଗାଁରେ ଏହି ଘଟଣା ଘଟିଛି । ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଛି । ତାଙ୍କୁ ଉଦ୍ଧାର କରିବାକୁ ଯାଇ…

ମଥୁରାରେ ମଦ ଓ ମାଂସ ବିକ୍ରି ଉପରେ ଲାଗିଲା ବ୍ୟାନ୍‌

ମଥୁରା: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଥୁରାରେ ମଦ ଓ ମାଂସ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଜନ୍ମାଷ୍ଟମୀ ଅବସରରେ ଏହି ‌ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ୟୁପି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ “ସମ୍ପୃକ୍ତ ଅଧିକାରୀମାନେ ଏହି ନିଷେଧାଦେଶ ତଥା ଅନ୍ୟାନ୍ୟ…

ତାଲିବାନକୁ ଶକ୍ତ ଧକ୍କା, ଆଫଗାନିସ୍ତାନ ଛାଡିବା ପୂର୍ବରୁ ଅସ୍ତ୍ରଶସ୍ତ୍ରକୁ ଅକାମୀ କଲା ଆମେରିକା

କାବୁଲ: ଆଫଗାନିସ୍ତାନ ଛାଡିଛନ୍ତି ଆମେରିକା ସେନା । ତେବେ ସେମାନଙ୍କ ବ୍ୟବହୃତ ଅସ୍ତ୍ରଶସ୍ତ୍ର ତାଲିବାନଙ୍କୁ ଶକ୍ତିଶାଳୀ କରିବ ବୋଲି ଆଶଙ୍କା ରହିଥିଲା । ତେବେ ଆମେରିକା ଏ ନେଇ ଆଜି ସ୍ପଷ୍ଟୀକରଣ ଦେବା ସହ ସେଠାରେ ଥିବା ସମସ୍ତ ବିମାନ ଏବଂ ରକେଟ ଡିଫେନ୍ସ ସିଷ୍ଟମକୁ ଅକାମୀ କରି ଦିଆଯାଇଛି ।…

ଉପରେ କଦଳୀ, ଭିତରେ ପ୍ୟାକେଟ୍ ପ୍ୟାକେଟ୍ ଗଞ୍ଜେଇ

ଜୟପୁର(କୋରାପୁଟ): ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ । ଉପରେ କଦଳୀ । ଭିତରେ ଗଞ୍ଜେଇ । କଦଳୀ ବୋଝେଇ ଗାଡ଼ିରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ । କୋରାପୁଟ ଜିଲ୍ଲାରୁ ଜୟପୁର ଘାଟିରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ଏକ କଦଳୀ ବୋଝେଇ ଟ୍ରକରେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ…

ରୋଗୀ ଛାଡି ଫେରିବା ରାସ୍ତାରେ ଓଲଟିଲା ଆମ୍ବୁଲାନ୍ସ

ବାରିପଦା: ହସ୍ପିଟାଲରେ ରୋଗୀ ଛାଡ଼ି ଫେରିବା ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହେଲା ଆମ୍ବୁଲାନ୍ସ । ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଝିଙ୍କିରିଆ ନିକଟରେ ଏହି ଦୁର୍ଘଟଣା ହୋଇଛି । ଭାରସାମ୍ୟ ହରାଇ ରାସ୍ତାକଡ଼ କେନାଲ୍ରେ ପଶିଯାଇଛି ଆମ୍ବୁଲାନ୍ସ । ଏଥିରେ ଡ୍ରାଇଭର ଓ ଫାର୍ମାସିଷ୍ଟ ଆହତ…

ଲଜ୍ଜା ! ଛାତ୍ରଙ୍କୁ ପ୍ରେମ ନିବେଦନ ଓ ଯୌନ ନିର୍ଯାତନା ଅଭିଯୋଗରେ ଅଧ୍ୟାପକ ଗିରଫ

ଯାଜପୁର: କଲେଜ ଛାତ୍ରଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ କଲେଜ ଅଧ୍ୟାପକ ଗିରଫ । ବିଭିନ୍ନ ସମୟରେ ଛାତ୍ରଙ୍କୁ ହ୍ୱାଟ୍ସଆପରେ ପ୍ରେମ ନିବେଦନ କରୁଥିଲେ । ଖରାପ୍ ମେସେଜ୍ ପଠାଉଥିଲେ । ରାତିରେ ତାଙ୍କ ରୁମକୁ ଡାକୁଥିଲେ ଅଧ୍ୟାପକ । ଯାଜପୁର ଜିଲ୍ଲାରୁ ଏଭଳି ସାଂଘାତିକ ଅଭିଯୋଗ ଆସିଛି । ଚିତାଲୋ…