ଫିଲ୍ମ ‘ରାଧେ ଶ୍ୟାମ୍’ର ଟିଜର୍ ରିଲିଜ
ନୂଆଦିଲ୍ଲୀ: ଭାଲେଣ୍ଟାଇନ୍ସ ଡେ ଅବସରରେ ବାହୁବଲୀ ଆକ୍ଟର ପ୍ରଭାସଙ୍କ ଅଭିନୀତ ଫିଲ୍ 'ରାଧେ ଶ୍ୟାମ୍'ର ଟିଜର ରିଲିଜ୍ ହୋଇଛି। ମୁଖ୍ୟ ଭୂମିକାରେ ପ୍ରଭାସ ଏବଂ ପୂଜା ହେଗଡେ ଅଭିନୟ କରିଛନ୍ତି। ଏହି ଫିଲ୍ମ ରାଧା କ୍ରୀଷ୍ଣ କୁମାରଙ୍କ ଦ୍ବାରା ନିର୍ଦ୍ଦେଶିତ। ଫିଲ୍ମରେ ପ୍ରଭାସ ଏବଂ ପୂଜାଙ୍କ…