ନୂଆଦିଲ୍ଲୀ: ଭାଲେଣ୍ଟାଇନ୍ସ ଡେ ଅବସରରେ ବାହୁବଲୀ ଆକ୍ଟର ପ୍ରଭାସଙ୍କ ଅଭିନୀତ ଫିଲ୍ ‘ରାଧେ ଶ୍ୟାମ୍’ର ଟିଜର ରିଲିଜ୍ ହୋଇଛି। ମୁଖ୍ୟ ଭୂମିକାରେ ପ୍ରଭାସ ଏବଂ ପୂଜା ହେଗଡେ ଅଭିନୟ କରିଛନ୍ତି। ଏହି ଫିଲ୍ମ ରାଧା କ୍ରୀଷ୍ଣ କୁମାରଙ୍କ ଦ୍ବାରା ନିର୍ଦ୍ଦେଶିତ। ଫିଲ୍ମରେ ପ୍ରଭାସ ଏବଂ ପୂଜାଙ୍କ ରୋମାନ୍ସ ଭରା ଦୃଶ୍ୟ ଦେଖିବାକୁ ମିଳିବ। ଏହାପୂର୍ବରୁ ଫିଲ୍ମର ଅନେକ ଝଲକ ଦର୍ଶକଙ୍କୁ ଦେଖିବାକୁ ମିଳିଛି। ଫିଲ୍ମକୁ ନେଇ ପ୍ରଭାସଙ୍କ ପ୍ରଶଂସକମାନେ ମଧ୍ୟ ବେଶ୍ ଉତ୍ସାହିତ ଥିବା ଦେଖିବାକୁ ମିଳିଛି।
BREAKING NEWS
- କଟକର ଘରୋଇ କଲେଜ ହଷ୍ଟେଲରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ
- ଆସୁଛି ଆଉ ଏକ ଲଘୁଚାପ, ୧୨ ଯାଏଁ ପ୍ରବଳ ବର୍ଷା
- ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୫ ଓରାଙ୍ଗଉଟାନ
- ATCରେ ତ୍ରୁଟି, ବ୍ରିଟେନରେ ୧୦୦୦ ବିମାନ ବାତିଲ
- ବନ୍ୟା ପରେ ନେପାଳରେ ଭୂକମ୍ପ, ତୀବ୍ରତା ୫.୦…
- ଫାୟାର ସେଫ୍ଟି ନିୟମ ନମାନିଲେ ବନ୍ଦ ହେବ କୋଚିଂ ସେଣ୍ଟର…
- ବିଶ୍ୱରେ ସବୁଠୁ ଅଧିକ ଟଙ୍କା ପାଉଥିବା ପ୍ରଧାନମନ୍ତ୍ରୀ : ବଢ଼ିଲା ବାର୍ଷିକ ୧ ନିୟୁତ ଡଲାର
- ପାର୍ବଣ ଋତୁ ପୂର୍ବରୁ ସୁରକ୍ଷା ପ୍ରସ୍ତୁତି ପାଇଁ ଡିଜିପିଙ୍କ ନିର୍ଦ୍ଦେଶ;ଗୁଇନ୍ଦା ସୂଚନା ସଂଗ୍ରହ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଉପରେ ଗୁରୁତ୍ୱାରୋପ
- ଆଖୁ ଉତ୍ପାଦନ ବଢ଼ାଇବାକୁ ଆଧୁନିକ ଆଖୁ ଚାଷ ଉପରେ ଗୁରୁତ୍ୱ ବୃଦ୍ଧି କରିଛି ରାଜ୍ୟ
- “ମାଳିପୁଟ ମେଲୋଡିଜ୍” ଏହି ଦିନ ହେବ ରିଲିଜ;କୋରାପୁଟରେ ଜୀବନ ଓ ସଂଘର୍ଷର କାହାଣୀ କହିବ …

Comments are closed.