Latest Odisha News

BREAKING NEWS

ହତ୍ୟା ପରେ ମୁଣ୍ଡକାଟ ମାମଲା: ଆଜି ଫୁଲେଶ୍ୱରୀ ବସ୍ତିରେ ସିନ ରିକ୍ରିଏଟ୍ କଲା ପୋଲିସ

ଭୁବନେଶ୍ୱର: ରାଜଧାନୀରେ ମହିଳାଙ୍କୁ ବିଭତ୍ସ ଭାବେ ହତ୍ୟା କରିବା ପରେ ମୁଣ୍ଡକାଟ କରି ଫୋପାଡିବା ଘଟଣାରେ ଆଜି ପୋଲିସ ସିନ୍ ରିକ୍ରିଏଟ ଆରମ୍ଭ ହୋଇଛି। ଦୁଇ ଅଭିଯୁକ୍ତ ସଞ୍ଜୟ ଦାସ ଓ ଚନ୍ଦୁଙ୍କୁ ନେଇ ତାତ୍ରପଡାର ଫୁଲେଶ୍ୱରୀ ବସ୍ତିରେ ସିନ ରିକ୍ରିଏଟ କରୁଛି । ଏହିଠାରେ କିପରି ହତ୍ୟାକାରୀ ମୃତ…

ଛତ୍ରପୁରରେ ଟ୍ରକ ଚାପାରେ ଯୁବକଙ୍କ ମୃତ୍ୟୁ

ଛତ୍ରପୁର: ଡିଆରଡିଏ ଛକରେ ଟ୍ରକ୍ ଚାପାରେ ଯୁବକଙ୍କ ମୃତ୍ୟୁ । ମୃତକଙ୍କ ନାଁ ସୀତାରାମ ରେଡି। ଘର ଶାନ୍ତିନଗରରେ ବୋଲି ଜଣାପଡିଛି । ତେବେ ସ୍ଥାନୀୟ ଲୋକେ ତାଙ୍କ ମୃତଦେହ ରଖି ରାସ୍ତାରୋକ କରିଛନ୍ତି । ପ୍ରଶାସନ ପକ୍ଷରୁ ସେମାନଙ୍କୁ ବୁଝାଶୁଝା ଚାଲିଛି ।

ସିନ୍‌ ରିକ୍ରିଏସନ୍‌ ପାଇଁ ଲାଲ୍‌ କିଲ୍ଲା ଗଲେ ଦୀପ୍‌ ସିଦ୍ଧୁ

ନୂଆଦିଲ୍ଲୀ: ଶନିବାର ଦିନ ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଅଭିନେତା-କାର୍ଯ୍ୟକର୍ତ୍ତା ଦୀପ ସିଦ୍ଧୁ ଏବଂ ଅନ୍ୟ ଜଣେ ଅଭିଯୁକ୍ତ ଇକବାଲ ସିଂଙ୍କୁ ଲାଲ୍‌ କିଲ୍ଲା ନେଇ ଯାଇଥିଲା। ପୋଲିସର ସୂଚନାନୁସାରେ, ସିଦ୍ଧୁ ଜାନୁଆରୀ ୨୬ ଲାଲ୍‌ କିଲ୍ଲାରେ ହୋଇଥିବା ହିଂସା ଏବଂ ଭଙ୍ଗାରୁଜା ପଛରେ ଜଣେ…

ଉତ୍ତରାଖଣ୍ଡ ବିପର୍ଯ୍ୟୟ; ଏପର୍ଯ୍ୟନ୍ତ ୩୮ ଟି ମୃତଦେହ ଉଦ୍ଧାର ୨୦୦ରୁ ଅଧିକ ନିଖୋଜ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ବିପର୍ଯ୍ୟୟର ଏକ ସପ୍ତାହ ପରେ ନନ୍ଦା ଦେବୀ ହିମସ୍ଖଳନ ଯୋଗୁ ଚାମୋଲି ଜିଲ୍ଲାରେ ଏକ ବଡ଼ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ୩୮ ଟି ମୃତଦେହ ଉଦ୍ଧାର କରିବାରେ ସଫଳ ହୋଇଥିବାବେଳେ ୨୦୦ ରୁ ଅଧିକ ଲୋକ ନିଖୋଜ ହୋଇ ରହିଛନ୍ତି।…

ଖେଳାଳିମାନେ ଲୟକୁ ଫେରିଛନ୍ତି: କୋଚ ପେୟଟନ

ଭୁବନେଶ୍ୱର: ଇଣ୍ଡିଆନ ସୁପର ଲିଗ୍ ଫୁଟବଲରେ କେରଳ ବ୍ଲାଷ୍ଟର୍ସ ବିପକ୍ଷ ମ୍ୟାଚ ଓଡିଶା ଏଫସି ଡ୍ର ରଖିବା ଫଳରେ ଖେଳାଳିମାନଙ୍କ ମନୋବଳ ବଢ଼ିଛି । କ୍ରମାଗତ ପରାଜୟ ପରେ ଏଥର ଖେଳାଳିମାନେ ଲୟକୁ ଫେରିଛନ୍ତି ବୋଲି କୋଚ ଗେରୀ ପେୟଟନ କହିଛନ୍ତି । ଓଡିଶା ତାର ପରବର୍ତୀ ମ୍ୟାଚରେ ନର୍ଥଇଷ୍ଟ…

ଅଭୟ ସିଂ, ଆରମ୍ଭ ଓ ଶେଷ ନଥିବା ଏକ ଉଦ୍ଭଟ କାହାଣୀର ନାୟକ

କିଏ ଏହି ଅଭୟ ସିଂ, ଯାହାଙ୍କୁ ନେଇ ସୋସିଆଲ ମିଡିଆରେ ଏତେ ପ୍ରବଳ ଚର୍ଚ୍ଚା? ତାଙ୍କ ମୃତ୍ୟୁ ପରେ ସେ ଯେମିତି ଅଧିକ ପାଣବନ୍ତ ଓ ପ୍ରତିଷ୍ଠିତ ହୋଇ ପଡିଛନ୍ତି!! ତାଙ୍କୁ ନେଇ ଅନେକ ମତ, ଅନେକ ଚର୍ଚ୍ଚା ଓ ଅନେକ ଗପ। ତେବେ ଅସଲ ଅଭୟ ସିଂଙ୍କୁ ଜାଣିଥିବା ଲୋକ, ଗୋଟିଏ କଥା ଜାଣେ ଯେ, ତାଙ୍କୁ…

ଜମ୍ମୁ କାଶ୍ମୀରକୁ ଠିକ୍ ସମୟରେ ମିଳିବ ରାଜ୍ୟ ମାନ୍ୟତା ; ଅମିତ ଶାହା

ନୂଆଦିଳ୍ଲୀ: ସଂସଦର ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟର ଶନିବାର ହେଉଛି ଶେଷ ଦିନ। ସରକାର ଶନିବାର ଦିନ ଜାମ୍ମୁ କାଶ୍ମୀର ପୁନର୍ଗଠନ (ସଂଶୋଧନ) ବିଲ୍, ୨୦୨୧ରେ ଲୋକସଭାରେ ଜାମ୍ମୁ କାଶ୍ମୀର ଏବଂ ଲଦାଖର କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରଶାସନିକ ସଂସ୍କାର ଆଣିଥିଲେ। ଏହି ସମୟରେ ଗୃହମନ୍ତ୍ରୀ…

ପ୍ରଥମ ଭାରତୀୟ ମହିଳା ଭାବେ ଅକ୍ସଫୋର୍ଡ ୟୁନିଭରସିଟି ଛାତ୍ର ସଂଘର ସଭାପତି ହେଲେ ରଶ୍ମି

ନୂଆଦିଲ୍ଲୀ: କର୍ଣ୍ଣାଟକର ମଣିପାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ଆଲୁମିନା ରଶ୍ମି ସାମନ୍ତ ଗୁରୁବାର ଅକ୍ସଫୋର୍ଡ ୟୁନିଭରସିଟି ଛାତ୍ର ୟୁନିଅନର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି। ଲିନାକ୍ରେ କଲେଜରେ ଏନର୍ଜି ସିଷ୍ଟମର ଏମଏସସିର ଛାତ୍ର ରଶ୍ମି ମଧ୍ୟ ଏହି ପଦବୀରେ ଅବସ୍ଥାପିତ ହୋଇଥିବା…

ଗଣତନ୍ତ୍ର ଦିବସ ହିଂସା ଘଟଣାରେ ଆଉ ତିନି ଜଣ ଗିରଫ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ଉତ୍ତର ଦିଲ୍ଲୀର ବୁରାରୀରେ କୃଷକଙ୍କ ଟ୍ରାକ୍ଟର ପରେଡରେ ଘଟିଥିବା ହିଂସା ଘଟଣାରେ ଆଉ ତିନି ଜଣଙ୍କୁ ଗିରଫ କରାଯାଇଛି। ଶନିବାର ଦିନ ଉତ୍ତର ଦିଲ୍ଲୀର ବୁରାରୀରେ କୃଷକଙ୍କ ଟ୍ରାକ୍ଟର ପରେଡରେ ଘଟିଥିବା ହିଂସା ଘଟଣାରେ ଆଉ ତିନି ଜଣଙ୍କୁ ଗିରଫ କରାଯାଇଛି ବୋଲି…

ସର୍ବସାଧାରଣଙ୍କ ପାଇଁ ଖୋଲିଲା ରାଷ୍ଟ୍ରପତି ଭବନର ମୋଗଲ ଗାର୍ଡେନ୍

ନୂଆଦିଲ୍ଲୀ: ଆଜଠୁ ସର୍ବସାଧାରଣଙ୍କ ପାଇଁ ଖୋଲିଲା ରାଷ୍ଟ୍ରପତି ଭବନ ପରିସରରେ ଥିବା ମୋଗଲ ବାଟିକା । ବିଭିନ୍ନ ପ୍ରଜାତିର ରଙ୍ଗ ବେରଙ୍ଗ ଫୁଲ ଦେଖି ପାରିବେ ଦର୍ଶକ । ଆଜିଠାରୁ ମାର୍ଚ୍ଚ ୨୧ ତାରିଖ ଯାଏ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯାଏ ମୋଗଲ ବାଟିକା ବୁଲିବାର ସୁଯୋଗ ପାଇବେ ଦର୍ଶକ । ୧୫ ଏକର…