Latest Odisha News

BREAKING NEWS

JEE Main 2021: ଫେବ୍ରୁଆରୀ ମାସ ପରୀକ୍ଷା ଲାଗି ଜାରି ହେଲା ଆଡମିଟ୍ କାର୍ଡ, ଜାଣନ୍ତୁ ଡାଉନଲୋଡ୍ ପ୍ରକ୍ରିୟା

ନୂଆଦିଲ୍ଲୀ: ନାସନାଲ ଟେଷ୍ଟିଂ ଏଜେନ୍ସି ବା NTA ଚଳିତବର୍ଷ ଆବେଦନକାରୀଙ୍କୁ ୪ ଥର ପରୀକ୍ଷାରେ ସାମିଲ୍ ହେବାକୁ ଅନୁମତି ଦେବ । ଆବେଦନକାରୀ ଫେବ୍ରୁଆରୀ, ମାର୍ଚ୍ଚ, ଏପ୍ରିଲ୍ ଓ ମେ’ ମାସରେ ପରୀକ୍ଷା ଦେଇପାରିବେ । ଯେଉଁ ପରୀକ୍ଷାରେ ସର୍ବାଧିକ ସ୍କୋର କରିବେ ତା’କୁ ବିଚାରକୁ ନିଆଯିବ ।…

ଏମିତିବି ଆସେ ମୃତ୍ୟୁ; ରାସ୍ତାକଡ଼ରେ ଛିଡ଼ା ହୋଇଥିବା ବେଳେ ମାଡ଼ିଗଲା ବସ୍, ଜଣେ ମୃତ

ଜଗତସିଂହପୁର: ରାସ୍ତାରେ ଛିଡ଼ା ହୋଇଥିବା ବେଳେ ମାଡ଼ିଗଲା ବସ୍ ଚାଲିଗଲା ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ସଦର ଥାନା ଯୋଗଧାରୀ ଅଞ୍ଚଳରେ। ଆଜି ସକାଳୁ ବସ ମାଡିଯିବା କାରଣରୁ ଏଠାରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଉଛନ୍ତି କାକଟପୁର ଥାନା ନଗର…

ଆଜିଠୁ ସବୁଦିନ ଜଗା ଦର୍ଶନ, ଆନନ୍ଦବଜାରରେ ଅବଢ଼ା ଖାଇପାରିବେ ଭକ୍ତ

ପୁରୀ: ଆଜିଠୁ ସବୁଦିନ ଜଗା ଦୁଆର ଖୋଲା । ଆଜିଠାରୁ ସବୁ ଦିନ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରି ପାରିବେ ଭକ୍ତ । ରବିବାର ବି ମନ୍ଦିର ଖୋଲା ରହିବ । ସକାଳ ୬ଟାରୁ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ । କୋଭିଡ୍ ଗାଇଡଲାଇନ୍ ମାନି ମାସ୍କ ପିନ୍ଧି ହାତ ସାନିଟାଇଜ୍ କରିବା ପରେ ସିଂହଦ୍ୱାର…

ମଧ୍ୟପ୍ରଦେଶରେ ‘ଲଭ୍ ଜିହାଦ’ ଅଧ୍ୟାଦେଶ ଆସିବାର ୨୩ ଦିନରେ ହାରାହାରି ୨୩ ମାମଲା

ଭୋପାଳ: ଫ୍ରିଡମ୍ ଅଫ୍ ରିଲିଜିଅନ୍ ଅର୍ଡିଆନ୍ସ ବା ଧର୍ମ ସ୍ୱାଧୀନତା ଅଧ୍ୟାଦେଶ ଆସିବା ପରେ ମଧ୍ୟପ୍ରଦେଶର ଦୈନିକ ହାରାହାରି ଗୋଟିଏ ମାମଲା ଆସୁଛି । ଯାହାକୁ ‘ଲଭ୍ ଜିହାଦ’ ମାମଲା କୁହାଯାଉଛି । ଅଧ୍ୟାଦେଶ ଲାଗୁର ପ୍ରଥମ ମାସରେ ୨୩ଟି ମାମଲା ରୁଜୁ ହୋଇଛି । ଜାନୁଆରୀ ୯ରେ ରାଜ୍ୟ ସରକାରଙ୍କ…

କୁହୁଡ଼ି ଯୋଗୁ ଓଲଟିଲା ପିକଅପ୍ ଭ୍ୟାନ, ୪ ଜଣ ଆହତ

କୋରାପୁଟ: ଘନ କୁହୁଡ଼ିରେ ଦେଖା ଗଲାନି ରାସ୍ତା । ଭାରସାମ୍ୟ ହରାଇ ଓଲଟିଲା ପିକଅଫ୍ ଭ୍ୟାନ । ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି । କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ କାଡାମଖେଳା ନିକଟରେ ଏହି ଦୁର୍ଘଟଣା ଘଟିଛି । ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ଘର…

ପୋଖରୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ

ଯାଜପୁର: ଯାଜପୁର ଜିଲ୍ଲା କୋରାଇ ଥାନା ତାହାରପୁର ଗ୍ରାମରେ ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତ ବୃଦ୍ଧ ଜଣକ ସେହି ଗାଁର ବାବୁଲି ମଲ୍ଲିକ ବୋଲି ଜଣାପଡିଛି । ସେ ଗାଧେଇବା ପାଇଁ ଗାଁ ପୋଖରୀକୁ ଯାଇଥିବା ସମୟରେ ଏହି ଅଘଟଣ ଘଟିଛି। ଗାଧେଇବା ସମୟରେ ତାଙ୍କର ଗୋଡ଼…

ଟ୍ୱିନ୍‌ସିଟିରେ ଘନ କୁହୁଡ଼ିର ଆସ୍ତରଣ; ଯାତାୟାତ ପ୍ରଭାବିତ

ଭୁବନେଶ୍ୱର: ଆଜି ସକାଳୁ ସକାଳୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ଦେଖା ଦେଇଛି ଘନ କୁହୁଡ଼ିର ଆସ୍ତରଣ । ଧଳାଚଦର ତଳେ ଘୋଡେଇ ହୋଇ ଯାଇଛି ରାଜଧାନୀ ଭୁବନେଶ୍ବର ଓ କଟକ। ପ୍ରାୟ ୫୦ ମିଟର ଦ୍ୱରରୁ ଅସ୍ପଷ୍ଟ ଦେଖାଯାଉଛି ରାସ୍ତା ଘାଟ । ଏଥିପାଇଁ ଗାଡ଼ି ଚଳାଚଳରେ ବାଧା ମଧ୍ୟ ସୃଷ୍ଟି ହୋଇଛି । ବିଗତ…

ହିନ୍ଦୁ ଧର୍ମର ଜ୍ଞାନର ଦେବୀ ମାଆ ସରସ୍ବତୀ; କିପରି ପାଇଥିଲେ ଜନ୍ମ ଜାଣନ୍ତୁ

ଭୁବନେଶ୍ୱର: ହିନ୍ଦୁଧର୍ମରେ ସରସ୍ୱତୀଙ୍କୁ ଜ୍ଞାନର ଦେବୀ ବୋଲି ପରିଗଣିତ କରାଯାଏ । ସେ ଜ୍ଞାନ, ବୁଦ୍ଧି, ବିବେକ, ବିଦ୍ୟାର ଉତ୍ସ ବା ପ୍ରକାଶରୂପ । ସେ ବ୍ରହ୍ମାଙ୍କ ସହଚରୀ ଓ ଶକ୍ତି ରୂପେ ବିଦିତ।  ପଶ୍ଚିମ ଓ ମଧ୍ୟ ଭାରତର ଜୈନ ଧର୍ମାବଲମ୍ବୀ,ଓ ବୌଦ୍ଧ ଧର୍ମାବଲମ୍ବୀମାନେ ମାନେ ମଧ୍ୟ…

 ସାର୍ଥକ ମ୍ୟୁଜିକ ବିରୁଦ୍ଧରେ ରାଜ୍ୟ ମାନବାଧିକାର କମିଶନରେ ଅଭିଯୋଗ

ଭୁବନେଶ୍ୱର : ସାର୍ଥକ ମ୍ୟୁଜିକରେ ପ୍ରସାରିତ ହାଡ଼ି-ହାଡ଼ିଆଣି ଦଣ୍ଡନୃତ୍ୟ କାର୍ଯ୍ୟକ୍ରମଟି ଆକ୍ଷେପ ମୂଳକ ଓ ଗୋଟିଏ ଜାତିର ଚରିତ୍ରକୁ ଅପମାନ କଲାପରି ଏକ ମନଗଢ଼ା ଯୋଜନା ଭିତ୍ତିକ କାର୍ଯ୍ୟକ୍ରମ ବୋଲି ଅଭିଯୋଗ କରି, ଅଲ ଓଡ଼ିଶା ଦଳିତ ସମାଜ କଲ୍ୟାଣ ପରିଷଦ ପକ୍ଷରୁ ଓଡ଼ିଶା ମାନବାଧିକାର…

ଜାଣନ୍ତୁ , କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୧୨-୨-୨୦୨୧ ଶୁକ୍ରବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଫେବୃୟାରୀ ତା ୧୨ରିଖ ଶୁକ୍ରବାର କୁମ୍ଭ ୧ଦିନ ମାଘ ମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥି ଧନିଷ୍ଠା ନକ୍ଷତ୍ର କୁମ୍ଭ ଚନ୍ଦ୍ର ଆଜିର ଘାତ ବାର-ବିଛା ଧନୁ ଓ ମୀନ ରାଶିର ଆଜିର ଘାତ ଚନ୍ଦ୍ର- ମିଥୁନ ରାଶି…