Latest Odisha News

BREAKING NEWS

କୁହୁଡ଼ି ଯୋଗୁ ଓଲଟିଲା ପିକଅପ୍ ଭ୍ୟାନ, ୪ ଜଣ ଆହତ

କୋରାପୁଟ: ଘନ କୁହୁଡ଼ିରେ ଦେଖା ଗଲାନି ରାସ୍ତା । ଭାରସାମ୍ୟ ହରାଇ ଓଲଟିଲା ପିକଅଫ୍ ଭ୍ୟାନ । ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି । କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ କାଡାମଖେଳା ନିକଟରେ ଏହି ଦୁର୍ଘଟଣା ଘଟିଛି । ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ଘର ବିଶାଖାପାଟଣାରେ ବୋଲି ଜଣାପଡ଼ିଛି । ସେମାନେ ଓଡ଼ିଶାରେ ଶ୍ରମିକ ଭାବରେ କାମ କରୁଥିଲେ । ବିଶାଖାପାଟଣା ଯାଉଥିବା ବେଳେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି ।

Leave A Reply

Your email address will not be published.