Latest Odisha News

BREAKING NEWS

ଗୋଟିଏ ଜିଲ୍ଲା ଓ ୭ ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡିର ସହପର୍ଯ୍ୟବେକ୍ଷକ ନିଯୁକ୍ତ

ଭୁବନେଶ୍ବର : ଗୋଟିଏ ଜିଲ୍ଲା ଓ ୭ଟି ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡିର ସହପର୍ଯ୍ୟବେକ୍ଷକ ନିଯୁକ୍ତ । ସମସ୍ତ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସୁନ୍ଦରଗଡ଼ ଜିଲ୍ଲା ପାଇଁ କୁନା ବିହାରୀ ଦାସଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଥିବା ବେଳେ,…

ଉତ୍ତରାଖଣ୍ଡ ହିମସ୍ଖଳନ: ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଦେବାକୁ ଘୋଷଣା କଲେ…

ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ହିମସ୍ଖଳନରେ ୧୦ ଜଣଙ୍କ ମୃତ୍ୟୁ ହେବା ପରେ ମୃତକଙ୍କ ପରିବାରକୁ ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଯୋଗାଇ ଦେବାକୁ ଘୋଷଣା…

୧୩ ଦିନରେ ଆଦିବାସୀ ମେଳା; ମନ ମୋହୁଛି ଜନଜାତି ଜୀବନର ବିରଳ ଫଟୋଚିତ୍ର 

ଭୁବନେଶ୍ୱର; ରାଜଧାନୀର ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଜନଜାତି ଜୀବନର ମହାକୁମ୍ଭ ଆଦିବାସୀ ମେଳା ଆଜି ତ୍ରୟୋଦଶ ଦିବସରେ ପହଁଚିଥିବା ବେଳେ ରବିବାର ଛୁଟି ଥିବାରୁ ମେଳା ପରିସର ଲୋକାରଣ୍ୟ ହୋଇ ଉଠିଥିଲା । ପୂର୍ବାହ୍ନ ୧୧ଟାରୁ ଆଦିବାସୀ ପଡ଼ିଆର ଚାରିପଟୁ ଆଗ୍ରହୀ ଦର୍ଶକଙ୍କ ଲମ୍ବାଧାଡ଼ି…

ପଶ୍ଚିମବଙ୍ଗରେ ମମତାକୁ କଡ଼ା ସମାଲୋଚନା କଲେ ମୋଦି, କହିଲେ ବହୁତ ହୋଇଗଲା ଷଡଯନ୍ତ୍ର

କୋଲକାତା : ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ହଳଦିଆରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି ତାଙ୍କ ଅଭିଭାଷଣରେ ଚଳିତ ବଜେଟରେ ପଶ୍ଚିମବଙ୍ଗକୁ ଦିଆଯାଇଥିବା ଅନୁଦାନ ଓ ଯୋଜନା ବାବଦରେ ବଖାଣିଥିଲେ । ଭାଷଣ ଆରମ୍ଭରୁ ମମତା…

ମାଲଡିଭସରେ ବ୍ୟାଚଲୋର ପାର୍ଟିରେ ମଜିଛନ୍ତି ଆଲିୟା !

ମୁମ୍ବାଇ: ମାଲଡିଭସରେ ଆଲିୟା ଭଟ୍ଟ ତାଙ୍କ ସାଥୀମାନଙ୍କ ସହ ମଉଜ କରୁଥିବା ଫଟୋ ଏବେ ସୋସିଆଲ ସାଇଟରେ ଭାଇରାଲ ହେଉଛି । ତେବେ ଆଲିୟା ନିଜ ସାଙ୍ଗମାନଙ୍କୁ ବ୍ୟାଚଲୋର ପାର୍ଟି ଦେଉଥିବା ନେଇ ମଧ୍ୟ ଆଲୋଚନା ଚାଲିଛି । ଭଉଣୀ ଶାହୀନ ଭଟ୍ଟ ଓ ପ୍ରିୟ ସାଙ୍ଗ ଆକ୍ଷାଂକ୍ଷା ରଞ୍ଜନ କାପୁର ମଧ୍ୟ ଆଲିୟା…

ଦିଲ୍ଲୀ ପୋଲିସକୁ ବଡ ସଫଳତା : ହିଂସା ଅଭିଯୁକ୍ତ ସୁଖଦେବ ଚଣ୍ଡୀଗଡରେ ଗିରଫ

ନୂଆଦିଲ୍ଲୀ:ଗଣତନ୍ତ୍ର ଦିବସରେ ହୋଇଥିବା ଟ୍ରାକ୍ଟର ର‌୍ୟାଲୀ ହିଂସାରେ ଦିଲ୍ଲୀ ପୋଲିସକୁ ରବିବାର ବଡ ସଫଳତା ହାତ ଲାଗିଛି । ଦିଲ୍ଲୀ ପୋଲିସ କ୍ରାଇମ ବ୍ରାଂଚ ଅଭିଯୁକ୍ତ ସୁଖଦେବ ସିଂଙ୍କୁ ଚଣ୍ଡୀଗଡରେ ଗିରଫ କରିଛି । ସୁଖଦେବଙ୍କ ଉପରେ ୫୦,୦୦୦ ପୁରସ୍କାର ରାଶି ରଖାଯାଇଥିଲା । ପଞ୍ଜାବୀ…

ଆସନ୍ତାକାଲିଠୁ ନବମ ଓ ଏକାଦଶ ଶ୍ରେଣୀ ପାଇଁ ଖୋଲିବ ସ୍କୁଲ

ଭୁବନେଶ୍ବର : ଆସନ୍ତାକାଲିଠାରୁ ନବମ ଓ ଏକାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲିବ । ଶ୍ରେଣୀଗୃହରେ ପୁଣି ଥରେ ପାଠ ପଢ଼ିବେ ନବମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀ । ଏହାର ଚୂଡ଼ାନ୍ତ ପ୍ରସ୍ତୁତିକୁ ନେଇ ଭୁବନେଶ୍ବର ଉତ୍କଳ ବିଶ୍ବବିଦ୍ୟାଳୟ ସ୍କୁଲ ପରିଦର୍ଶନ କରିଥିଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ…

ଭିନ୍ନକ୍ଷମ ତାଲିମକେନ୍ଦ୍ର ସେକ୍ସ ରାକେଟ୍ ଘଟଣାରେ ୭ ଗିରଫ

ଭୁବନେଶ୍ବର : ଭିନ୍ନକ୍ଷମ ତାଲିମକେନ୍ଦ୍ର ସେକ୍ସ ରାକେଟ ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ । ସେକ୍ସ ରାକେଟ ଘଟଣାରେ ଗିରଫ ହୋଇଛନ୍ତି ଭିନ୍ନକ୍ଷମ ତାଲିମ କେନ୍ଦ୍ରର ସମ୍ପାଦକ ସୁରେଶ ବେହେରା । ସୁରେଶକୁ ଗିରଫ କରିଛି କମିଶନରେଟ ପୋଲିସ । ଏହି ଘଟଣାରେ ମୋଟ୍ ୭ ଜଣଙ୍କୁ ଗିରଫ କରାଯାଇଛି ।…

କଟକ ଜଗତପୁରରୁ ପୁଣି ନକଲି ଘିଅ କାରଖାନା ଠାବ

କଟକ : କଟକ ଜଗତପୁର ଶିଳ୍ପାଞ୍ଚଳରୁ ପୁଣି ଠାବ ହୋଇଛି ନକଲି ଘିଅ କାରଖାନା । ପୋଲିସ ଚଢ଼ାଉ କରି ନକଲି ଘିଅ ଜବତ କରିଛି । ଅସଲି ବ୍ରାଣ୍ଡରେ ଭେଜାଲ ମାଲ୍ ରଖି ଗ୍ରାହକଙ୍କୁ ଠକୁଥିଲା କମ୍ପାନୀ । ସୁବାସ ବ୍ରାଣ୍ଡର ଅପମିଶ୍ରିତ ସାମଗ୍ରୀକୁ ପୋଲିସ ଜବତ କରି ନଷ୍ଟ କରିଛି । କେବଳ ଘିଅ…

ରାଉରକେଲାରେ ହାତୀ ମୃତ୍ୟୁ ଘଟଣା; ୨ ବନ କର୍ମଚାରୀ ନିଲମ୍ବିତ

ରାଉରକେଲା: ରାଉରକେଲାରେ ଏକ ମାଲବାହୀ ଟ୍ରେନ୍ ଧକ୍କାରେ ୨ ହାତୀ ମୃତ୍ୟୁବରଣ କରିବା ଘଟଣାରେ ବନ ବିଭାଗ ପକ୍ଷରୁ ଜଣେ ଫରେଷ୍ଟର ଓ ଜଣେ ଫରେଷ୍ଟ ଗାର୍ଡଙ୍କୁ ନିଲମ୍ବିତ କରାଯାଇଛି। ସେମାନେ ହେଉଛନ୍ତି ବିସ୍ରା ରେଞ୍ଜ ଫରେଷ୍ଟର ରାଧା ଗୋବିନ୍ଦ ବୋହିଦର ଏବଂ ଜରେଇକେଲା ଫରେଷ୍ଟ ଗାର୍ଡ ଗୁରୁଦେବ…