Latest Odisha News

ଯାଜପୁରରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ୩ ଘଣ୍ଟିଆ ଚକା ଜାମ୍

ଯାଜପୁର: କୃଷକ ସଂଗଠନ ପକ୍ଷରୁ ଚକା ଜାମ୍ ଡାକରାକୁ ସମର୍ଥନ କରି ଜିଲ୍ଲା ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ୩ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି  l ଚଣ୍ଡିଖୋଲ ଛକଠାରେ ଦିନ ୧୨ଟାରୁ ଦିନ ୩ଟା ପର୍ଯ୍ୟନ୍ତ ଚକା ଜାମ୍ କରାଯାଇଥିଲା l  କେନ୍ଦ୍ର ସରକାରଙ୍କ ଚାଷ ନୀତି ବିରୋଧରେ ଆନ୍ଦୋଳନକାରୀ…

କଟାମୁଣ୍ଡ ମିଳିବା ଘଟଣା, ମୃତଦେହର ରି-ପୋଷ୍ଟମର୍ଟମ କଲା ଚନ୍ଦକା ପୋଲିସ

ଭୁବନେଶ୍ବର : ଚନ୍ଦକା ଦାସପୁର ରାସ୍ତା କଡ଼ରୁ କଟାମୁଣ୍ଡ ମିଳିବା ଘଟଣାରେ ଆଉ ଥରେ ହେଲା ମହିଳାଙ୍କ ପୋଷ୍ଟ ମର୍ଟମ । ଅଧିକ ତଦନ୍ତ ଓ ସୁରାକ୍ ପାଇଁ ମହିଳାଙ୍କ ମୃତଦେହକୁ ଆଉ ଥରେ ବ୍ୟବଛେଦ କରିଛି ଚନ୍ଦକା ପୋଲିସ । ରି -ପୋଷ୍ଟମର୍ଟମ ପାଇଁ ଏମସକୁ ପଠାଯାଇଥିଲା ମୃତଦେହ । ପ୍ରଥମେ…

ୟଶରାଜ ଫିଲ୍ମର ୫୦ ବର୍ଷ ପୂର୍ତି ଅବସରରେ ଆଦିତ୍ୟ ଘୋଷଣା କରିବେ ୫ ବଡ ଫିଲ୍ମ

ମୁମ୍ବାଇ: ୟଶରାଜ ଫିଲ୍ମର ୫୦ ବର୍ଷ ପୂର୍ତି ଅବସରରେ ଆଦିତ୍ୟ ଚୋପ୍ରା ୫ଟି ବଡ ବଜେଟର ଫିଲ୍ମ ଘୋଷଣା କରିବେ । ଏହି ଫିଲ୍ମ ନେଇ ଦର୍ଶକଙ୍କ ଉତ୍କଣ୍ଠା ବଢ଼ିବା ସ୍ୱାଭାବିକ । ଆଦିତ୍ୟ ଫେବୃୟାରୀ ଶେଷ ଭାଗରେ କିମ୍ବା ମାର୍ଚ୍ଚରେ ଏଥିନେଇ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ସମସ୍ତ ଯୋଜନା…

ବ୍ରେକ୍‌ ଟାଇମ୍‌ରେ ବ୍ୟାଡ୍‌ମିଣ୍ଟନ ଖେଳରେ ମଜିଯାଇଛନ୍ତି କ୍ୟାଟ୍ରିନା

ନୂଆଦିଲ୍ଲୀ: କ୍ୟାଟ୍ରିନା କୈଫ୍‌ ତାଙ୍କ ଫୋନ୍ ଭୁତ୍‌ର ସହ-ତାରକା ସିଦ୍ଧାନ୍ତ ଚର୍ତୁବେଦୀଙ୍କ ସହ ବ୍ୟାଡମିଣ୍ଟନ୍ ଖେଳୁଥିବାର ଏକ ଭିଡିଓ ସେୟାର କରିଛନ୍ତି। ଫ୍ରେମରେ ଇଶାନ ଖଟ୍ଟରଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ଇନଷ୍ଟାଗ୍ରାମରେ ଭିଡିଓ ସେୟାର କରି କ୍ୟାଟ୍ରିନା ଲେଖିଛନ୍ତି,…

ସମ୍ବଲପୁର ବୁର୍ଲା ଭିସୁଟ୍ କୁଳପତିଙ୍କ ଉପରେ ଲାଗିଲା ଅଙ୍କୁଶ

ଭୁବନେଶ୍ବର: ସମ୍ବଲପୁର ବୁର୍ଲା ଭିସୁଟ୍ କୁଳପତିଙ୍କ ଉପରେ ଲାଗିଲା ଅଙ୍କୁଶ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବୁର୍ଲା ଭିସୁଟ୍ କୁଳପତିଙ୍କ କ୍ଷମତାକୁ ସଙ୍କୁଚିତ କରିଛନ୍ତି । ବିଶ୍ବବିଦ୍ୟାଳୟର କୌଣସି ଆର୍ଥିକ କାରବାର ନିଷ୍ପତ୍ତି ନେଇପାରିବେନି କୁଳପତି । କୁଳାଧିପତିଙ୍କ ଅନୁମୋଦନ ବିନା…

ରୁଟଙ୍କ ଦ୍ୱିଶତକ: ଇଂଲଣ୍ଡ ୫୫୫/୮

ଚେନ୍ନାଇ: ପ୍ରଥମ କ୍ରିକେଟ ଟେଷ୍ଟର ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ ବିପକ୍ଷରେ ଇଂଲଣ୍ଡ ସୁବିଧାଜନକ ସ୍ଥିତିରେ ପଂହଚିଯାଇଛି । ଜୋ ରୁଟଙ୍କ ଦ୍ୱିଶତକ ବଳରେ ଷ୍ଟମ୍ପ୍ସ ଅପସାରଣ ବେଳକୁ ଭ୍ରମଣକାରୀ ଦଳ ୮ ଉଇକେଟ ହରାଇ ୫୫୫ ରନ ସଂଗ୍ରହ କରି ନେଇଛି । ପ୍ରଥମ ଦିବସର ଅସମାପ୍ତ ଇନିଂସ…

ଜାତିସଂଘର ରିପୋର୍ଟରୁ ଖୁଲାସା: ଆତଙ୍କବାଦୀ ସଂଗଠନ ଟିଟିପି୧୦୦ ଆତଙ୍କବାଦୀ ଆକ୍ରମଣ ଘଟଣା ପାଇଁ ଦାୟୀ

ନୂଆଦିଲ୍ଲୀ: ଆତଙ୍କବାଦୀ ଆକ୍ରମଣକୁ ନେଇ ଜାତିସଂଘର ରିପୋର୍ଟରେ ବଡ ଖୁଲାସା । ଏହି ରିପୋର୍ଟରେ କୁହାଯାଇଛି ଗତ ତିନି ମାସ ପୂର୍ବେ ହୋଇଥିବାରୁ ୧୦୦ ରୁ ଅଧିକ ଆତଙ୍କବାଦୀ ଆକ୍ରମଣ ପାଇଁ ଆତଙ୍କବାଦୀ ସଂଗଠନ  ତେହରିକ୍-ଇ-ତାଲିବାନ୍ ପାକିସ୍ତାନ(ଟିଟିପି) ଦାୟୀ ।  ଏହା ବହୁ ଛୋଟ ଆତଙ୍କବାଦୀ…

ଅକ୍ଟୋବର ୨ ପର୍ଯ୍ୟନ୍ତ କୃଷି ଆଇନ ବିରୋଧରେ ଜାରି ରହିବ କୃଷକ ଆନ୍ଦୋଳନ ; ରାକେଶ ଟିକାଇତ୍‌‌‌

ନୂଆଦିଲ୍ଳୀ: ଭାରତୀୟ କୃଷକ ସଂଘ ନେତା ରାକେଶ ଟିକାଇତ୍‌‌‌ ଶନିବାର କହିଛନ୍ତି ଯେ ଗାଜିପୁର ସୀମା (ଦିଲ୍ଲୀ-ଉତ୍ତରପ୍ରଦେଶ) ରେ କୃଷକମାନେ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ବିରୋଧ ପ୍ରଦର୍ଶନ କରିବେ। ଗୋଟିଏ ଦିନରେ କେନ୍ଦ୍ରର ତିନୋଟି ବିବାଦୀୟ କୃଷି ଆଇନକୁ ବିରୋଧ କରୁଥିବା କୃଷକମାନେ ଏହି…

ଢେଙ୍କାନାଳରେ କୃଷି ବିଲ୍ ତାତି : ଏନଏଚ-୫୫ ଅବରୋଧ କଲା ନବ ନିର୍ମାଣ କୃଷକ ସଙ୍ଗଠନ

ଢେଙ୍କାନାଳ: ନୂତନ କୃଷି ବିଲ୍ ପ୍ରତ୍ୟାହାର ଦାବିରେ ରାଜପଥକୁ ଓହ୍ଲାଇଥିଲେ ଚାଷୀ । ଢେଙ୍କାନାଳ କାଉଁରିଆପାଳଠାରେ ଏନଏଚ-୫୫କୁ ଅବରୋଧ କରିଥିଲେ ନବ ନିର୍ମାଣ କୃଷକ ସଙ୍ଗଠନ । କଟକ ଓ ସମ୍ବଲପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ଯାତାୟାତ ଠପ୍ ହୋଇଥିଲା । ନୂତନ କୃଷି ବିଲ୍…

ପ୍ରଥମଥର ସିଆରପିଏଫ୍ କୋବ୍ରା ୟୁନିଟରେ ସାମିଲ ହେଲେ ମହିଳା କମାଣ୍ଡୋ

ନୂଆଦିଲ୍ଲୀ: ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ ସିଆରପିଏଫର ନକ୍ସଲ ବିରୋଧୀ ଜଙ୍ଗଲ ୱାରଫେୟରରେ ନିପୁଣ ସ୍ପେଶାଲ କୋବ୍ରା କମାଣ୍ଡୋ ୟୁନିଟରେ ପ୍ରଥମଥର ପାଇଁ ମହିଳା କମାଣ୍ଡୋ ସାମିଲ ହୋଇଛନ୍ତି । ଏମାନଙ୍କୁ ପ୍ରଶିକ୍ଷଣ ଦେଇ ନକ୍ସଲ ଦ୍ୱାରା ପ୍ରଭାବିତ ଅଞ୍ଚଳକୁ ପଠାଯିବ । ଆଜି ସିଆରପିଏଫ୍…