ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୬୫)
ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୬୫
ମାଆ ହବ ଜାଣିବା ପରେ ବିରକ୍ତ ଲାଗିଲା ଭୀଷଣ। ହେତ୍, ଆଘାତ ଦେଇଥିବା ମଣିଷ ହିଁ ବାପା ହେବ ପିଲାଟିର। ଜାବାଳି ନା ଇତରା କ'ଣ ସିଏ ? ସତ୍ୟକାମ ନା ଐତ୍ତେରୀୟ ...କିଏ ସବୁ ଆସିବେ ୟା ପରେ। ତଥାପି ଆଗ୍ରହୀ ସେ।…