Latest Odisha News

BREAKING NEWS

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବଙ୍ଗୋପସାଗର ଉପକୂଳରେ ସୃଷ୍ଟ ଲଘୁ ଚାପ ଯୋଗୁଁ ଓଡିଶାରେ ପ୍ରବଳ ବର୍ଷା ଆଶଙ୍କା ରହିଥିବା ଭାରତୀୟ ପାଣିପାଗ ବିଭାଗ ରବିବାର ଚେତାବନୀ ଦେଇଛି। ଆଇଏମଡି କହିଛି ଯେ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ…

ଇସ୍ତଫା ଦେଲେ ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ ଘନି

କାବୁଲ: ତାଲିବାନ ଦଖଲରେ ସମ୍ପୂର୍ଣ୍ଣ ଆଫ୍‌ଗାନ ସାମ୍ରାଜ୍ୟ। ବଢିଚାଲିଛି ତାଲିବାନ ଆତଙ୍କ। ଆଫ୍‌ଗାନିସ୍ତାନର ସମସ୍ତ ପ୍ରମୁଖ ଅଞ୍ଚଳଗୁଡିକୁ ନିଜ କାବୁରେ ଆଣିସାରିଲାଣି ତାଲିବାନ। ରାଜଧାନୀ କାବୁଲକୁ ଛାଡିଦେଲେ ପ୍ରାୟ ସମସ୍ତ ପ୍ରାଦେଶିକ ଅଞ୍ଚଳକୁ ଅକ୍ତିଆର କରିସାରିଲାଣି ତାଲିବାନ। ଏବେ…

ଲୋକପ୍ରିୟ ଗାୟିକା ଜଗଜିତ୍ କୌରଙ୍କ ପରଲୋକ

ମୁମ୍ବାଇ: ଭେଟେରାନ ଗାୟିକା ତଥା ସ୍ୱର୍ଗତ ସଂଗୀତ ରଚୟତା ଖୟାମଙ୍କ ପତ୍ନୀ ଜଗଜିତ୍ କୌରଙ୍କ ପରଲୋକ ଆଜି ହୋଇଛି। ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁ ରବିବାର ତାଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା। ସେ ଅନେକ ଲୋକପ୍ରିୟ ଗୀତ…

ଆଫ୍‌ଗାନିସ୍ତାନରେ ତାଲିବାନ ଆତଙ୍କ; ତାଲିବାନ କବ୍‌ଜାରେ ଆଉ ଏକ ପ୍ରମୁଖ ଅଞ୍ଚଳ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନୀଙ୍କ ଆତଙ୍କ ଜାରି ରହିଛି । ଆଫଗାନିସ୍ତାନର ଜଣେ ଆଇନଜୀବୀ ଏବଂ ତାଲିବାନ କହିଛନ୍ତି ଯେ ମାଓବାଦୀମାନେ କାବୁଲର ପଶ୍ଚିମ ଦିଗର ଏକ ପ୍ରମୁଖ ପ୍ରାଦେଶିକ ରାଜଧାନୀକୁ ନିଜ କବ୍‌ଜାକୁ ନେଇଛି। ବିଦ୍ରୋହୀମାନେ ରବିବାର ଦିନ ମୈଦାନ ୱାର୍ଡକର ରାଜଧାନୀକୁ…

ଜୀବନ ଶରୀର ହେଲେ ସାହିତ୍ୟ ତା’ର ଆତ୍ମା : ଅନୀତା ପାଣି

ଓଡ଼ିଆ ସାହିତ୍ୟ ଆକାଶର ଏକ ସୁପରିଚିତ ନକ୍ଷତ୍ର  ଅନୀତା ପାଣି । ତାଙ୍କ ସୃଜନୀର ସ୍ରୋତ ଦିଗରୁ ଦିଗନ୍ତ ଯାଏଁ ପରିବ୍ୟାପ୍ତ । ନିଜ ଳେଖନୀର ସ୍ପର୍ଶରେ ,ଓଡ଼ିଆ ଭାଷା ସାହିତ୍ୟକୁ ସେ ରୁଦ୍ଧିମନ୍ତ କରିଚାଲିଛନ୍ତି । ତାଙ୍କରି ପ୍ରତିଟି ରଚନାରେ ଥାଏ ଜୀବନର ଦର୍ଶନ । ଭାବ ଓ ଭାଷାର ସମ୍ମିଶ୍ରଣରେ…

ସଂସଦରେ ଉପଯୁକ୍ତ ବିତର୍କର ଅଭାବ ରହିଛି; ସିଜେଆଇ

ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି ଏନ୍‌.ଭି ରମଣା ସଂସଦରେ ଉପଯୁକ୍ତ ବିତର୍କର ଅଭାବକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସୁପ୍ରିମକୋର୍ଟରେ ସ୍ୱାଧୀନତା ଦିବସ ପାଳନ ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସିଜେଆଇ ରମଣା କହିଛନ୍ତି। "ଆଇନ ପ୍ରଣୟନ କରୁଥିବାବେଳେ ସଂସଦରେ ଉପଯୁକ୍ତ…

ଚିତ୍ରପୁରୀ : ଲଘୁଧର୍ମୀ ସାହିତ୍ୟ ପାଇଁ ଛବି

ଭାଗ : ୧୩ ମୁଁ ସେହି ସମୟ କଥା କହୁଛି, ଯେତେବେଳେ ଚଳଚ୍ଚିତ୍ର ଥିଏଟର୍ ଟିକଟ ଝରକା ଆଗରେ ଲମ୍ବା ଧାଡ଼ି ଲାଗୁଥିଲା । ସେହି ସମୟର କଥା କହୁଛି ଯେତେବେଳେ ଚଳଚ୍ଚିତ୍ର ମୁକ୍ତିଲାଭ କରିବା ଆଗରୁ ଅଧିକାଂଶ କାନ୍ଥରେ ବିଜ୍ଞାପନ ମଡ଼ା ଯାଉଥିଲା । ଚଳଚ୍ଚିତ୍ର ମୁକ୍ତିଲାଭ କରିବା ଆଗରୁ ସେହି…

ଜାତୀୟ ପତାକା ଉତ୍ତୋଳନ ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହୋମଗାର୍ଡ ମୃତ

ଖୋର୍ଦ୍ଧା: ସ୍ୱାଧୀନତା ଦିବସ ପାଳନ ବେଳେ ଦୁର୍ଘଟଣା । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ସିକୋ ଫାଣ୍ଡିରେ ଜାତୀୟ ପତାକା ଉତ୍ତୋଳନ ବେଳେ ଏହି ଅଘଟଣ ଘଟିଛି । ମୃତକ ହେଲେ ହୋମଗାର୍ଡ…

ଝିଅମାନଙ୍କୁ ବଳପୂର୍ବକ ବିବାହ ଦାବି ସମ୍ପୂର୍ଣ୍ଣ ଭିତ୍ତିହୀନ; ତାଲିବାନ

ନୂଆଦିଲ୍ଲୀ: ତାଲିବାନ ଝିଅମାନଙ୍କୁ ଏହାର ଯୋଦ୍ଧାମାନଙ୍କୁ ବିବାହ କରିବାକୁ ବାଧ୍ୟ କରାଯାଉଥିବା ଦାବିକୁ ଭିତ୍ତିହୀନ ବୋଲି କହିଛି। ଆଫଗାନିସ୍ତାନ ସରକାର ଏହା ବିରୁଦ୍ଧରେ କୁପ୍ରଚାର କରୁଥିବା ଅଭିଯୋଗ କରିଛି। ତାଲିବାନର ମୁଖପାତ୍ର ସୁହେଲ ଶାହିନ୍ କହିଛନ୍ତି ଯେ ଆଫଗାନିସ୍ତାନର ସମସ୍ତ…

ହାଇତି ଭୂମିକମ୍ପ ପରେ ହାହାକାର ସ୍ଥିତି: ଭଗ୍ନାଂବଶେଷ ତଳକୁ ସମ୍ପର୍କୀୟଙ୍କୁ ଖୋଜୁଛନ୍ତି ଲୋକ

ହାଇତି: ଆମେରିକାର ହାଇତିରେ ଭୟଙ୍କର ଭୂମିକମ୍ପରେ ବ୍ୟାପକ କ୍ଷତି ହୋଇଥିବା ବେଳେ ଶତାଧିକ ଜୀବନ ନେଇଛି । ବର୍ତ୍ତମାନ ସୁଦ୍ଧା ଭୂମିକମ୍ପରେ ୩ଶହରୁ ଅଧିକ ଲୋକଙ୍କୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନେକ ଲୋକ ନିଖୋଜ ଅଛନ୍ତି । ଆଗକୁ ମୃତ୍ୟୁସଂଖ୍ୟା ବଢ଼ିପାରେ । ୭.୨ ତୀବ୍ରତାରେ…