Latest Odisha News

BREAKING NEWS

କୋରାପୁଟ ଜିଲ୍ଲାପାଳ ହେଲେ ଅବଦଲ ଅଖତର

କୋରାପୁଟ : ବଦଳିଲେ କୋରାପୁଟ ଜିଲ୍ଲାପାଳ । କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କୁ ରାଜ୍ୟ ସରକାର ବଦଳି କରିଛନ୍ତି । ତାଙ୍କ ସ୍ଥାନରେ କଟକ ପିଡି ଡିଆରଡିଏ ରହିଥିବା ୨୦୧୬ ବ୍ୟାଚର ଆଇଏଏସ ଅବଦଲ ଅଖତରଙ୍କୁ ଜିଲ୍ଲାପାଳ ଭାବେ ଦାୟିତ୍ବ ଦେଇଛନ୍ତି ରାଜ୍ୟ ସରକାର । ଆଜି ସାଧାରଣ…

ଆସନ୍ତାକାଲି କୋଟିଆରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ବିକାଶ ପଥରେ ସୀମାନ୍ତ କୋଟିଆ । ଆଜି ଅନେକ ପ୍ରକଳ୍ପର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଟିଆର ୧୦ ଶଯ୍ୟା ବିଶିଷ୍ଟ ହସପିଟାଲ, ସବ ସେଣ୍ଟର, ଅଫିସର କ୍ଲଷ୍ଟର ଗୃହ, ସ୍ବାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ପାଇଁ ସରକାରୀ ବାସ ଗୃହ, ମାଡକର ଗାଁକୁ ରାସ୍ତା,…

ତୋଷାଳି ମେଳା ଉଦଯାପିତ: ଏବର୍ଷ ୧୨ କୋଟିର ବ୍ୟବସାୟ

ଭୁବନେଶ୍ୱର: ଉଦ୍‌ଯାପିତ ହେଲା ତୋଷାଳି ମେଳା । ଶେଷ ଦିନରେ ମେଳା ବୁଲି ଦେଖିଲେ ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍‌. ମୂରଲୀଧର । ତାଙ୍କ ସହ ଉପସ୍ଥିତ ଥିଲେ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ ସଚିବ ଶୁଭା ଶର୍ମା । ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍. ମୁରଲୀଧର ବିଭିନ୍ନ ଷ୍ଟଲ ବୁଲି…

ଅଭୟଚାନ୍ଦପୁର ପୋଲିସକୁ ଆକ୍ରମଣ କଲେ ଗ୍ରାମବାସୀ

ପାରାଦୀପ : ଅଭିଯୁକ୍ତକୁ ଧରିବାକୁ ଯାଇ ହଟହଟା ହେଲା ପୋଲିସ । ପାରାଦୀପ ଗଡ଼ ଗ୍ରାମର ଦଳେଇ ସାହିରେ ଜଣେ ଅଭିଯୁକ୍ତକୁ ଧରିବାକୁ ଯାଇ ହଟହଟା ହୋଇଛି ପାରାଦୀପ ଅଭୟଚାନ୍ଦପୁର ପୋଲିସ । ଗ୍ରାମବାସୀଙ୍କ ଆକ୍ରମଣରେ ଜଣେ ଏସଆଇ ଆହତ ହୋଇଛନ୍ତି । ଥାନା ଗାଡ଼ିରୁ ଅଭିଯୁକ୍ତ ଯୁବକକୁ ନେଇ ଯାଇଛନ୍ତି…

ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ପଦରୁ ଇସ୍ତଫା ଦେଲେ ନାନା ପଟୋଲେ

ମୁମ୍ବାଇ : ନାନା ପଟୋଲେ ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି । ବିଧାନସଭା ଉପବାଚସ୍ପତି ନରହରୀ ଝିରୱାଲଙ୍କ ନିକଟରେ ନାନା ତାଙ୍କ ଇସ୍ତଫା ପତ୍ର ଦାଖଲ କରିଛନ୍ତି । ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ୱ ତାଙ୍କୁ ଦିଆଯିବାକୁ ଥିବାରୁ ସେ ଏହି ପଦକ୍ଷେପ ଗ୍ରହଣ…

ନିଜ ଦଳର ନେତାଙ୍କୁ ଚାପୁଡା ମାରି ଅଡୁଆରେ କହ୍ନେୟା, ନିନ୍ଦା ପ୍ରସ୍ତାବ ଆଣିଲା ସିପିଆଇ

ହାଇଦ୍ରାବାଦ:ଜେଏନୟୁ ପୂର୍ବ ଛାତ୍ର ସଂଘ ଅଧ୍ୟକ୍ଷ କହ୍ନେୟା କୁମାର ପୁନର୍ବାର ବିବାଦୀୟ ପରିସ୍ଥିତି ସୃଷ୍ଟି କରି ଅଡୁଆରେ ପଡିଛନ୍ତି । ନିଜ ଦଳର ବରିଷ୍ଠ ନେତାଙ୍କୁ ଚାପୁଡା ମାରିଥିବାରୁ ତାଙ୍କ ବିରୋଧରେ ସିପିଆଇ ନିନ୍ଦା ପ୍ରସ୍ତାବ ପାରିତ କରିଛି । ୨୦୨୦ ଡିସେମ୍ବରରେ ହାଇଦ୍ରାବାଦରେ…

ପ୍ରାରମ୍ଭରୁ ଚିହ୍ନଟ ଏବଂ ଉତମ ଚିକିତ୍ସା ଦ୍ୱାରା କର୍କଟ ରୋଗକୁ ପରାସ୍ତ କରିହେବ: ବିଶେଷଜ୍ଞ

ଭୁବନେଶ୍ୱର: ପ୍ରାରମ୍ଭରୁ ଚିହ୍ନଟ ଏବଂ ଆବଶ୍ୟକୀୟ ଚିକିତ୍ସା ଦ୍ୱାରା କର୍କଟ ଭଳି ଦୁଃସାଧ୍ୟ ରୋଗକୁ ପରାସ୍ତ କରିହେବ ବୋଲି ମତ ଦେଇଛନ୍ତି ବିଶିଷ୍ଟ ବିଶେଷଜ୍ଞ । ଗୁରୁବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସପିଟାଲ ପକ୍ଷରୁ…

ୱାର ଫିଲ୍ମ ପିପ୍ପାର ସଙ୍ଗୀତ କମ୍ପୋଜ କରିବେ ଓସ୍କାର ବିଜେତା ଏଆର ରହେମାନ

ମୁମ୍ବାଇ:ବ୍ରିଗେଡିୟର ବଳରାମ ସିଂ ମେହେତାଙ୍କ ଜୀବନୀ ଉପରେ ଆଧାରିତ ୱାର ଫିଲ୍ମ ପିପ୍ପାର ସଙ୍ଗୀତ କମ୍ପୋଜ କରିବେ ଓସ୍କାର ବିଜେତା ସଙ୍ଗୀତକାର ଏଆର ରହେମାନ । ଈଶାନ ଖଟ୍ଟର ବ୍ରିଗେଡିୟର ମେହେତାଙ୍କ ରୋଲ କରିବେ । ସେ ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ୪୫ କାଭଲାରୀ ଟ୍ୟାଙ୍କ ସ୍କ୍ୱାଡନର…

ରାଜ୍ୟରୁ ଆଉ ୧୧୨ କରୋନା ର‌ୋଗୀ ସୁସ୍ଥ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୧୨ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ତନ୍ମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୨୬ ଜଣ ରହିଛନ୍ତି। ତା' ତଳକୁ ନୂଆପଡା ଓ ସମ୍ବଲପୁରରୁ ୧୪ ଜଣ ସୁସ୍ଥ ରହିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।…

କ୍ରିକେଟର ରାହୁଲ ତେବେତିଆ-ରିଦ୍ଧିଙ୍କ ମଧ୍ୟରେ ନିର୍ବନ୍ଧ ସମ୍ପନ୍ନ, ଖୁବ୍ ଶୀଘ୍ର ହେବ ବାହାଘର

ମୋହାଲୀ:ରାଜସ୍ଥାନ ରୟାଲ୍ସ ଅଲରାଉଣ୍ଡର ରାହୁଲ ତିବେତିଆ ଓ ରିଦ୍ଧି ପନ୍ନୁଙ୍କ ମଧ୍ୟରେ ବୁଧବାର ନିର୍ବନ୍ଧ ସମ୍ପନ୍ନ ହୋଇଛି । ଆଇପିଏଲରେ ବିସ୍ଫୋରକ ବ୍ୟାଟିଂ କରୁଥିବା ରାହୁଲ କିନ୍ତୁ ରିଦ୍ଧିଙ୍କ ସୌନ୍ଦର୍ଯ୍ୟ ଆଗରେ ବୋଲ୍ଡ ହୋଇଯାଇଛନ୍ତି । ଖୁବ୍ ଶୀଘ୍ର ଉଭୟଙ୍କ ବିବାହ ତାରିଖ ଘୋଷଣା କରାଯିବ…