Latest Odisha News

BREAKING NEWS

ସଞ୍ଜୟ ଦତ୍ତ ଏବେ ସମ୍ପୂର୍ଣ୍ଣ ‘କର୍କଟମୁକ୍ତ

ନୂଆଦିଲ୍ଲୀ: ସଞ୍ଜୟ ଦତ୍ତଙ୍କ ସହ ଦୁଇଥର କାମ କରିଥିବା ଚଳଚ୍ଚିତ୍ର ନିର୍ମାତା ରାହୁଲ ମିତ୍ର ନିକଟରେ କର୍କଟ ରୋଗରେ ପୀଡିତ ହୋଇ ସେଥିରୁ କିଛି ମାତ୍ରାରେ ଆରୋଗ୍ୟ ଲାଭ କରିଥିବା ଅଭିନେତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଛନ୍ତି। ଏକ ସାକ୍ଷାତକାରରେ…

ରମାଦେବୀ ଛାତ୍ରୀ ମୃତ୍ୟୁ ମାମଲା: ଜବତ ହେଲା ସ୍କୁଟି, ମିଳିନି ଝରାଫୁଲଙ୍କ ମୋବାଇଲ୍ ଫୋନ୍

ଭୁବନେଶ୍ୱର: ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ରହସ୍ୟ ଉପରୁ ଏଯାଏ ହଟିନି ପରଦା । ଗିରଫ ବୟଫ୍ରେଣ୍ଡ ରାକେଶ ସ୍ୱାଇଁଙ୍କୁ ରିମାଣ୍ଡରେ ନେଇ ତଥ୍ୟ ହାସଲ କରୁଛି ଯାଜପୁର ପୋଲିସ । ଏହାରି ଭିତରେ ଆଜି ମିଳିଛି ସ୍କୁଟି । ସେହି ସ୍କୁଟିରେ ଝରାଫୁଲଙ୍କ ମୃତଦେହ ନେଇ ଯାଜପୁରରେ ଫିଙ୍ଗିଥିଲା ରାକେଶ ଓ…

୨୪ ଘଣ୍ଟା ମଧ୍ୟରେ ଦୀର୍ଘତମ ରାସ୍ତା ନିର୍ମାଣ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି ଏହି ବ୍ୟକ୍ତି

ନୂଆଦିଲ୍ଲୀ: ଭାରତର ଜାତୀୟ ରାଜପଥ ପ୍ରାଧିକରଣର ଜଣେ କଣ୍ଟ୍ରାକ୍ଟର ଚାରି ଲେନ ବିଶିଷ୍ଟ ରାଜପଥରେ ୨୪ ଘଣ୍ଟା ମଧ୍ୟରେ ଦୀର୍ଘତମ ରାସ୍ତା ନିର୍ମାଣ ପାଇଁ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଏହି ସଫଳତା ପାଇଁ ତାଙ୍କ ନାମ ପଟେଲ ଇନଫ୍ରାଷ୍ଟ୍ରକଚର ଲିମିଟେଡ୍ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ଏବଂ…

ଥରାଉଛି ଲେଡ଼ଟାଣି ଜାଡ଼: ଜି.ଉଦୟଗିରରେ ୩ଡିଗ୍ରୀକୁ ଖସିଲା ପାରଦ

ଭୁବନେଶ୍ୱର:ଶୀତରେ ଥରୁଛି ଓଡ଼ିଶା । ରାଜ୍ୟକୁ ଫେରିଛି ଜାଡ଼ । ଗତକାଲି ରାଜ୍ୟର ୯ଟି ସହରରେ ପାରଦ ୧୦ ଡିଗ୍ରୀ ସେଲସିୟସରୁ କମ୍ ରେକର୍ଡ କରାଯାଇଛି । ଉପକୂଳ ଅପେକ୍ଷା ପଶ୍ଚିମ ଓଡ଼ିଶାରେ ଅଧିକ ଥଣ୍ଡା ଅନୁଭୂତ ହେଉଛି । ଫୁଲବାଣୀ, ବଲାଙ୍ଗିର ଓ ଝାରସୁଗୁଡ଼ାରେ ଶୀତ ଲହରି । ରାଜ୍ୟରେ ସବୁଠୁ…

ଶିନା ବୋରା ହତ୍ୟା ମାମଲା; ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଜାମିନ ମାଗିଛନ୍ତି ଇନ୍ଦ୍ରାଣୀ

ନୂଆଦିଲ୍ଲୀ: ଶିନା ବୋରା ହତ୍ୟା ମାମଲାରେ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟ ସ୍ଥିତି ସମ୍ପର୍କରେ ରିପୋର୍ଟ ଦେବା ପାଇଁ ବମ୍ବେ ହାଇକୋର୍ଟ ବାଇକୁଲ୍ଲା ଜେଲକୁ ନୋଟିସ ଜାରି କରିଛନ୍ତି। ସ୍ୱାସ୍ଥ୍ୟକ୍ଷେତ୍ରରେ ମୁଖାର୍ଜୀଙ୍କ ଜାମିନ ଆବେଦନ ଉପରେ କୋର୍ଟ ଶୁଣାଣି କରିଥିଲେ ଏବଂ…

ରାସ୍ତାକଡ଼ରେ ପଡ଼ିଛି ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ, ହତ୍ୟା ସନ୍ଦେହ

ଭୁବନେଶ୍ୱର: ଶରୀର ପଡ଼ିଛି । ମୁଣ୍ଡ ନାହିଁ । ରାସ୍ତାକଡ଼ରୁ ଉଦ୍ଧାର ହେଲା ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ।     ଭୁବନେଶ୍ୱର ଚନ୍ଦକା ଥାନା ଅନ୍ତର୍ଗତ ଅନ୍ଧାରୁଆ ଦାସପୁର ରାସ୍ତାକଡରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମିଳିନି ମୃତ ମହିଳାଙ୍କ ପରିଚୟ । ରାସ୍ତା କଡ଼ରେ ଯାଆସ…

ଚୀନ୍‌ ସହ ପ୍ରତ୍ୟେକ ପରିସ୍ଥିତିର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ; ଏୟାର ଚିଫ୍ ମାର୍ଶଲ

ନୂଆଦିଲ୍ଲୀ: ଚୀନ୍‌ ସହିତ ଚାଲିଥିବା ଉତ୍ତେଜନା ମଧ୍ୟରେ ଏୟାର ଚିଫ୍ ମାର୍ଶଲ ଆର.କେ.ଏସ୍ ଭଦୌରିଆ କହିଛନ୍ତି ଯେ ଭାରତ ଏବଂ ଚୀନ୍ ମଧ୍ୟରେ ଆଲୋଚନା ଚାଲିଛି। ଆମେ ଯେତିକି ଆବଶ୍ୟକ ସେତିକି ନିୟୋଜିତ କରିଛୁ। ଯଦି ଏକ ନୂତନ ପରିସ୍ଥିତି ଉପୁଜେ, ଆମେ ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ସେ…

ଦେଶରେ ୧ଲକ୍ଷ ୫୫ହଜାର କରୋନା ଆକ୍ଟିଭ୍ କେସ୍, ମୃତ୍ୟୁସଂଖ୍ୟା ୧ଲକ୍ଷ ୫୪ହଜାର

ନୂଆଦିଲ୍ଲୀ: ଦେଶରେ କରୋନା କାୟା ଧୀରେ ଧୀରେ ଖସିବାରେ ଲାଗିଛି । ତ୍ୱରାନ୍ୱିତ ହୋଇଛି ଟିକାଦାନ ଅଭିଯାନ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୨ ହଜାର ୮୯୯ ନୂଆ ଆକ୍ରାନ୍ତ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୭ଲକ୍ଷ ୯୦ହଜାର ୧୮୩କୁ ବୃଦ୍ଧି ପାଇଛି । ଏହି ସମୟରେ କରୋନାରୁ…

ମାସିକ ସାହିତ୍ୟ ପତ୍ରିକା ସମାରୋହର ବାର୍ଷିକ ଉତ୍ସବ ପାଳିତ

ଭୁବନେଶ୍ୱର : ସାହିତ୍ୟ ସେବକ ଦୁର୍ଗା ମାଧବ ମିଶ୍ରଙ୍କ ଶ୍ରାଦ୍ଧ ବାର୍ଷିକୀ ଏବଂ ମାସିକ ସାହିତ୍ୟ ପତ୍ରିକା "ସମାରୋହ"ର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବରେ ସାହିତ୍ୟିକା ମନୋରମା ମହାପାତ୍ର ସଭାପତିତ୍ୱ କରି କହିଛନ୍ତି ଯେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ସାହିତ୍ୟ…

ସମାନ ଟାଟୁ କରିବା ପଛର କାରଣ କହିଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ପ୍ରିୟଙ୍କା ଚୋପ୍ରାଙ୍କ ପ୍ରକାଶ କରିଛନ୍ତି ଯେ ତାଙ୍କ ସ୍ୱାମୀ ନିକ ଜୋନାସ ଏବଂ ସେ ସେମାନଙ୍କର ପ୍ରଥମ ଏନ୍‌ଗେଜ୍‌ମେଣ୍ଟ୍‌ ବାର୍ଷିକୀରେ ସମାନ ଟାଟୁ କରିଛନ୍ତି। ତେବେ ଏହା ପଛର ରସହ୍ୟ ମଧ୍ୟ ସେ ଉନ୍ମୋଚନ କରିଛନ୍ତି। ପ୍ରିୟଙ୍କା ଏବଂ ନିକ ଜୁଲାଇ ୨୦, ୨୦୧୮ ରେ ବିବାହ ବନ୍ଧନରେ…