Latest Odisha News

BREAKING NEWS

ଖେଳ

ଖେଳ ମୁକୁଲ୍ ମିଶ୍ର ଘଣ୍ଟା ପ୍ରତି ଶହେ କିଲୋମିଟର ବେଗ ଆଉ ନିଜ ଭିତରୁ ଉଠି ଆସୁଥିବା ଅଇ ସହ ଯୁଝୁଥିଲା ବେଳେ ଯେମିତି ଝର୍କା ବାଟେ ଅଦେଖା ରହିଯାଏ ସାରାଟା ପୃଥିବୀ, ସେମିତି ହିଁ ତୁ ତୋ ଭିତରେ ବୁଡିଥିବୁ ଆଉ ତୋର ମତେ ତୋଳି ପାରିନଥିବା ଆଖିର ଉହାଡରେ ଠିକ୍ ଗୋଟେ ଦୃଶ୍ୟ ଭଳି…

ଦେଖନ୍ତୁ ଭିଡିଓ; କିପରି ହାତରେ ମଦ ବୋତଲ ଧରି ନାଚୁଛନ୍ତି କଳିଯୁଗର ରାବଣ

ଭୁବନେଶ୍ୱର: ସାରାଦେଶରେ ଦଶହରା ପର୍ବ ଖୁବ ଧୁମଧାମରେ ପାଳନ କରାଯାଇଛି । ମାଆଙ୍କୁ ମେଲାଣି ସହ ପ୍ରାୟତଃ ସମସ୍ତ ସ୍ଥାନରେ ରାବଣପୋଡି ମଧ୍ୟ ଖୁବ ଶୃଙ୍ଖଳିତ ଓ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରାଯାଇଛି । ଅଧର୍ମ ଉପରେ ଧର୍ମ ଓ ସତ୍ୟ ଉପରେ ଅସତ୍ୟର ବିଜୟକୁ ବଜାଇ ରଖିବା ପାଇଁ ପ୍ରତିବର୍ଷ ଆମେ…

କ୍ୱାଲାଲୁମ୍ପୁରରେ ବିଶ୍ୱ ଡେଣ୍ଟାଲ୍ ସମ୍ମିଳନୀ: ସମ୍ମାନିତ ହେଲେ ସୋଆ ଡେଣ୍ଟାଲ୍ ଡିନ୍

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ୍ ସାଇନସେସର ଡିନ୍ ପ୍ରଫେସର ନୀତା ମହାନ୍ତି ବେଷ୍ଟ ଡେଣ୍ଟାଲ୍ ଆଡମିନିଷ୍ଟ୍ରେଟର୍ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ପ୍ରଫେସର ମହାନ୍ତିଙ୍କୁ ମାଲେସିଆର କ୍ୱାଲାଲୁମ୍ପୁର ଠାରେ…

ମାଲକାନଗିରିରେ ମୁଖ୍ୟମନ୍ତ୍ରୀଙ୍କ ‘୫-ଟି’ ସଚିବ ପାଣ୍ଡିଆନ; ବୁଲି ଦେଖିଲେ ଡ଼ାକ୍ତରଖାନା

ମାଲକାନଗିରି: କିଛିଦିନ ତଳେ ଓଡ଼ିଶା ସରକାରଙ୍କ ଦ୍ଵାରା ଆରମ୍ଭ ହୋଇଥିବା ' ମୋ ସରକାର' କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ବୁଧବାର ଦିନ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ '୫-ଟି' ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ ।…

ଲଞ୍ଚ୍ ହେଲା ‘ଟାଟା ଟିଗୋର୍ ଇଲେକ୍ଟ୍ରିକ’ କାର୍…

ମୁମ୍ବାଇ: ଏବେ ସମଗ୍ର ବିଶ୍ୱ ବଜାରରେ ଇଲେକ୍ଟ୍ରିକ୍ ଯାନବାହନର ବେଶ୍ ଚାହିଦା ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି ଟାଟା ମୋଟର୍ସ ପକ୍ଷରୁ ଲଞ୍ଚ୍ ହୋଇଛି ଟାଟା ଟିଗୋର୍ ଇଲେକ୍ଟ୍ରିକ୍ କାର । ପୂର୍ବରୁ ଟାଟା ମୋଟର୍ସ ପକ୍ଷରୁ ଗ୍ରାହକମାନଙ୍କ ଲାଗି ଟିଗୋର୍ ଇଭି ଉପଲବ୍ଧ ଥିଲା । ମାତ୍ର…

ଆରମ୍ଭ ହେଲା ରାଜଧାନୀରେ ଭସାଣୀ ଉତ୍ସବ, ଜାଣନ୍ତୁ ଟ୍ରାଫିକ କଟକଣା

ଭୁବନେଶ୍ୱର: ପବିତ୍ର ବିଜୟା ଦଶମୀର ପରିସମାପ୍ତି ପରେ ଏବେ ମା’ ଦୁର୍ଗାଙ୍କୁ ବିଦାୟ ଦେବା ପାଇଁ ସାରା ରାଜ୍ୟ ଜୋରଦାର୍ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି ଭସାଣୀ ଉତ୍ସବ ଲାଗି ଭୁବନେଶ୍ୱରରେ କମିଶନରେଟ୍ ପୋଲିସ ପକ୍ଷରୁ ଏକ ପରାମର୍ଶ ମୂଳକ ସୂଚନା ଜାରି ହୋଇଛି । ଭୁବନେଶ୍ୱରରେ ମୂର୍ତ୍ତି…

ପତ୍ନୀଙ୍କ ସହ ଝଗଡା ପରେ କାଠଯୋଡିକୁ ଡେଇଁ ପଡିଲେ ଯୁବକ

କଟକ: ନିଜ ଧର୍ମପତ୍ନୀଙ୍କ ସହ ଝଗଡା କରିବା ପରେ ଜଣେ ଯୁବକ ବୁଧବାର ଦିନ କାଠଯୋଡି ନଦୀ ମଧ୍ୟକୁ ଡେଇଁ ପଡିଥିବା ନେଇ ଅଭିଯୋଗ ହୋଇଛି । ପ୍ରାପ୍ତ ସୂଚନାନୁଯାୟୀ ନିଆଳି ଥାନା ଅନ୍ତର୍ଗତ କରଞ୍ଜିଆ ଗ୍ରାମର ଜଗଦାନନ୍ଦ ଏକ ବାଇକରେ ପତ୍ନୀ ଓ ଛୁଆ ସହ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ । ଏହି ସମୟରେ…

ନିଯୁକ୍ତି ଦାବିରେ କଳିଙ୍ଗନଗର ‘ଇମାମି ସିମେଣ୍ଟ କାରଖାନା’ ଘେରିଲେ ଜମିହରା

ଯାଜପୁର: ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳର ଇମାମୀ ସିମେଣ୍ଟ କାରଖାନା ବିରୋଧରେ ସ୍ଥାନୀୟ ଗ୍ରାମବାସୀ ଓ ଜମିହରାଙ୍କ ଆନ୍ଦୋଳନ । କାରଖାନା ପ୍ରତିଷ୍ଠା ପୂର୍ବରୁ କମ୍ପାନୀ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ଦିଆଯାଇଥିବା ପ୍ରତିଶୃତି ପାଳନ ନକରାଯିବା ପ୍ରତିବାଦରେ ଶତାଧିକ ଗ୍ରାମବାସୀ…

କର୍ମଚାରୀଙ୍କ ଲାଗି ଦୀପାବଳି ଉପହାର, ମହଙ୍ଗା ଭତ୍ତା ବଢାଇଲେ ସରକାର

ନୂଆଦିଲ୍ଲୀ: ସରକାରୀ କର୍ମଚାରୀ ଓ ପେନସନଭୋଗୀ ମାନଙ୍କ ପାଇଁ କେନ୍ଦ୍ର ସରକାର ବୁଧବାର ଦିନ ୫ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧିକୁ ମଞ୍ଜୁର କରିଛନ୍ତି । ଏହାଦ୍ୱାରା ୫୦ ଲକ୍ଷ ସରକାରୀ କର୍ମଚାରୀ ଓ ୬୫ ଲକ୍ଷ ପେନସନଭୋଗୀ ମଧ୍ୟ ଉପକୃତ ହେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

ବିଜେପୁର ଉପ-ନିର୍ବାଚନ: ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଭେଟିଲେ ଡ଼ିଜିପି

ବରଗଡ଼: ବିଜେପୁର ଉପ-ନିର୍ବାଚନ ଆଗାମୀ ଅକ୍ଟୋବର ୨୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବାବେଳେ ବୁଧବାର ଦିନ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର କାର୍ଯ୍ୟ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ନିର୍ବାଚନ ମଣ୍ଡଳୀରେ ସୁରକ୍ଷା ତଥା ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ କରିବା ଲାଗି ଓଡ଼ିଶା ପୋଲିସ…