Latest Odisha News

BREAKING NEWS

ମଧ୍ୟପ୍ରଦେଶର ଏହି ଗାଁ ପୂରଣ କରୁଛି ଗାନ୍ଧିଜୀଙ୍କ ସ୍ୱପ୍ନ

ନୂଆଦିଲ୍ଲୀ: ସାବରମତିର ସାଧୁ ତଥା ପିତା ମହାତ୍ମା ଗାନ୍ଧୀ ସମଗ୍ର ଦେଶକୁ ଚରଖାରେ ଆତ୍ମନିର୍ଭରଶୀଳତାର ରାସ୍ତା ଦେଖାଇଥିଲେ। ସେହିଭଳି ଚରଖା ଦ୍ୱାରା ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜ ଦେଶର ଯୁବକମାନଙ୍କୁ ଆତ୍ମନିଯୁକ୍ତି, ଆତ୍ମ ସମ୍ମାନ ଏବଂ ସ୍ବଦେଶୀ ସ୍ୱପ୍ନ ଦେଖାଇଛନ୍ତି। ପାଞ୍ଚ ବର୍ଷ…

କଟକରୁ ପୁଣି ନକଲି ଘିଅ କାରଖାନା ଠାବ, ମାଲିକ ଅଟକ

କଟକ: ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ । ଆଜି ସିଡିଏ ସେକ୍ଟର-୯ରେ ନକଲି ଘିଅ କାରଖାନା ଠାବ କରିଛି ପୋଲିସ୍ । ଏହି ଘଟଣାରେ କାରଖାନା ମାଲିକଙ୍କୁ ଅଟକ ରଖି ପଚରାଉଚରା କରୁଛି ମର୍କତନଗର ଥାନା ପୋଲିସ । ନକଲି ଘିଅର ନମୁନା ପରୀକ୍ଷା ପାଇଁ ପଠାଯାଇଛି । ଆଜି କୌଣସି ସୂତ୍ରରୁ ଖବର…

ତିନୋଟି ଅନୁବାଦ ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର : ରାଜ୍ୟସ୍ତରୀୟ ସାରସ୍ୱତ ସଂଗଠନ ଓଡ଼ିଆ ସାହିତ୍ୟ ଅନୁବାଦ ପରିଷଦ ତରଫରୁ ବିଭିନ୍ନ ଭାଷାରେ ଅନୁଦିତ ୩ଟି ପୁସ୍ତକ ଲୋକାର୍ପିତ ହୋଇଯାଇଛି। ଭୁବନେଶ୍ୱର ,ଓରିଏଣ୍ଟାଲ ଏକାଡେମୀ ଅଫ ଆର୍ଟସ ଆଣ୍ଡ ଲେଟର୍ସ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଥାଶିଳ୍ପୀ ଶାନ୍ତନୁ କୁମାର…

ଉତ୍ତରପ୍ରଦେଶ ମୁରାଦାବାଦରେ ଦୁର୍ଘଟଣା ନେଲା ୧୦ ଜୀବନ, ୧୦ରୁ ଅଧିକ ଆହତ

ଲକ୍ଷ୍ନୌ: ଅଶୁଭ ଶନିବାର । ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ନେଲା ୧୦ ଜୀବନ । ଆଉ ୧୦ରୁ ଅଧିକ ଆହତ ହୋଇଛନ୍ତି । ଉତ୍ତରପ୍ରଦେଶର ମୁରାଦାବାଦରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ତିନିଟି ଗାଡ଼ି ପରସ୍ପର ସହ ପିଟି ହୋଇଥିଲେ । ମୁରାଦାବାଦ-ଆଗ୍ରା ହାଇଓ୍ୱେରେ ଦୁର୍ଘଟଣା ଘଟିଛି । ମିନି ବସ୍ ଓ…

ଇରାକରେ ଆମେରିକାର ଏୟାର ଷ୍ଟ୍ରାଇକ; ଆଇଏସଆଇଏସର ବରିଷ୍ଠ ନେତା ନିହତ

ବାଗଦାଦ: ଆମେରିକାର ନେତୃତ୍ୱାଧୀନ ସାମରିକ ମିଳିତ ମଞ୍ଚ ବୁଧବାର ଇରାକର କିର୍‌କୁକ୍‌ ହୋଇଥିବା ଏୟାର ଷ୍ଟ୍ରାଇକରେ ଇରାକର ସର୍ବୋଚ୍ଚ ଇସଲାମିକ୍ ଷ୍ଟେଟ୍ ଏବଂ ସିରିଆ (ଆଇଏସ୍) ନେତାଙ୍କୁ ହତ୍ୟା କରିଛି। ଆମେରିକା ଏବଂ ଇରାକ ସୈନ୍ୟମାନଙ୍କର ମିଳିତ ମିଶନରେ ଆବୁ ୟାସିର ନାମରେ ଜଣାଶୁଣା ୪୩…

ସମଗ୍ର ଦେଶ ଆଜି ପାଳନ କରୁଛି ସହିଦ ଦିବସ

ନୂଆଦିଲ୍ଲୀ: ଜାତିର ପିତା ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କ ମୃତ୍ୟୁ ବାର୍ଷିକୀ ପାଳନ ପାଇଁ ପ୍ରତିବର୍ଷ ଜାନୁଆରୀ ୩୦ ରେ ସହିଦ ଦିବସ ପାଳନ କରାଯାଏ। ୧୯୪୮ ମସିହାରେ, ଗାନ୍ଧୀଙ୍କୁ ତାଙ୍କର ଏକ ପ୍ରାର୍ଥନାରେ ନାଥୁରାମ ଗୋଡସେ ହତ୍ୟା କରିଥିଲେ। ଜଣେ ଜାତୀୟତାବାଦୀ ଗୋଡସେ ଗାନ୍ଧୀଙ୍କୁ ନିକଟରୁ…

ଦୂତାବାସ ନିକଟରେ ବିସ୍ଫୋରଣର ତଦନ୍ତ ପାଇଁ ଦିଲ୍ଲୀ ଆସିବ ଇସ୍ରାଏଲ୍ ଟିମ୍

ନୂଆଦିଲ୍ଲୀ: ଦିଲ୍ଲୀ ସ୍ଥିତ ଇସ୍ରାଏଲ ଦୂତାବାସ ନିକଟରେ ଗତକାଲି ହୋଇଥିବା ଆଇଡି ବିସ୍ଫୋରଣ ଘଟଣାରେ ଦିଲ୍ଲୀ ପୋଲିସର ସ୍ପେଶାଲ୍ ଟିମ୍ ଖୋଳତାଡ ଚଳାଇଛନ୍ତି । ତଦନ୍ତରେ ସହଯୋଗ ପାଇଁ ଆସିବ ଇସ୍ରାଏଲ୍ ତଦନ୍ତକାରୀ ଟିମ୍ । ଆଜିସୁଦ୍ଧା ଇସ୍ରାଏଲ ଟିମ୍ ଦିଲ୍ଲୀରେ ପହଞ୍ଚିବେ ବୋଲି ସୂଚନା ମିଳିଛି ।…

ପୁରୀ ସମୁଦ୍ରରେ ଭାସିଯାଇ ନିଖୋଜ ଥିବା ଯୁବକଙ୍କ ମୃତଦେହ ଉଦ୍ଧାର

ପୁରୀ: ପୁରୀ ସମୁଦ୍ରରେ ଗାଧୋଇବା ବେଳେ ନିଖୋଜ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର । ଚକ୍ରତୀର୍ଥ ନିକଟରୁ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ଝାଡ଼ଖଣ୍ଡର ବୋକାରୋ ନିବାସୀ ରମେଶ ସାହୁଙ୍କ ପୁଅ ଦୀପକ କୁମାର । ଗତକାଲି ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସି ଯାଇଥିଲେ ୭ ପର୍ଯ୍ୟଟକ । ସେମାନଙ୍କ…

ଝରାଫୁଲ ଡେଥ୍ ମିଷ୍ଟ୍ରି: ହତ୍ୟା ନା ଅସୁସ୍ଥତାରୁ ମୃତ୍ୟୁ ? ପୋଷ୍ଟମର୍ଟମ ରିପୋର୍ଟ ଖୋଲିବ ରହସ୍ୟ

ଯାଜପୁର: ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାକୁ ଚାରି ଦିନ ହେଲାଣି । ଏହି ଘଟଣାରେ ଝରାଫୁଲଙ୍କ ବୟଫ୍ରେଣ୍ଡ ରାକେଶ ସ୍ୱାଇଁକୁ ପୋଲିସ ଗିରଫ କରିଛି । ଏବେ ପୋଷ୍ଟମର୍ଟର ରିପୋର୍ଟ ଖୋଲିବ ଡେଥ୍ ସସପେନ୍ସ ଉପରୁ ପରଦା । ଝରାଫୁଲଙ୍କ ସହ ଯାହା ଘଟିଲା ତାହା ଅଚାନକ ଥିଲା ନା ସବୁ କିଛି…

  କବିତା : ମହାଚକ୍ର

ଜ୍ଞାନେନ୍ଦ୍ର କୁମାର ପଣ୍ଡା ଉଦୟ ସୂର୍ଯ୍ୟରେ ମୋର କୁଆଁକୁଆଁ ରଡ଼ି ଅସ୍ତସୂର୍ଯ୍ୟରେ ନିଏ ମୁଁ ଶେଷ ନିଶ୍ବାସ..। ବାକି ସମୟର ଜୀବନରେ ମୋର ଚଞ୍ଚଳ ଚିତ୍ତ ଓ ପାପୀ ଉଦର ସଂଘଟିତ ଭୀଷଣ କୁମନ୍ତ୍ରଣା ପର୍ବ..! ଚାଖଣ୍ଡେ ମାତ୍ର ପେଟକୁ ଆଢୁଆଳ କରି... ମିଛିମିଛିକା ସାଜିଛି ମୁଁ…