Latest Odisha News

BREAKING NEWS

ରାଷ୍ଟ୍ରୀୟ ବାଲ ପୁରସ୍କାର ପାଇବେ ଓଡ଼ିଶାର ଅନ୍ୱେଷ ଶୁଭମ୍ ପ୍ରଧାନ

ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସ ଅବସରରେ ଆଜି ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରିବେ । ଚଳିତବର୍ଷ ଦେଶର ୨୧ଟି ଜିଲାରୁ ୩୨ ଶିଶୁ ମନୋନୀତ ହୋଇଛନ୍ତି । ଶିକ୍ଷା, କ୍ରୀଡ଼ା, କଳା ଓ ସଂସ୍କୃତି, ସମାଜସେବା ଓ ସାହସିକତା କ୍ଷେତ୍ରରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ ।…

ଆଜିଠୁ ଆହୁରି ସହଜ ହେଲା ଜଗା ଦର୍ଶନ: କମିଲା ବ୍ୟାରିକେଡ୍ ଦୂରତା

ପୁରୀ: ଆଜିଠାରୁ ପୁଣି ଥରେ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ଦର୍ଶନ । ଗତକାଲି ଶ୍ରୀମନ୍ଦିରକୁ ସାନିଟାଇଜ୍ କରାଯାଇଥିଲା । ଆଜି ସକାଳୁ ସୁରୁଖୁରରେ ମହାପ୍ରଭୁଙ୍କ ଦର୍ଶ କରୁଛନ୍ତି ଶ୍ରଦ୍ଧାଳୁ । କୋଭିଡ୍ ନେଗେଟିଭ୍ ସାର୍ଟିଫିକେଟ ଦରକାର ହେଉ ନଥିବା ବେଳେ ଆଜିଠାରୁ ମହାପ୍ରଭୁଙ୍କୁ ଦର୍ଶନ ପାଇଁ…

ଆଜି ବିଜେଡି ସଂସଦୀୟ ଦଳ ବୈଠକ, ବଜେଟ ଅଧିବେଶନ ନେଇ ଚୁଡ଼ାନ୍ତ ହେବ ରଣନୀତି

ଭୁବନେଶ୍ୱର: ଆସନ୍ତା ୨୯ ତାରିଖରୁ ଆରମ୍ଭ ହେଉଛି ସଂସଦର ବଜେଟ ଅଧିବେଶନ । ତାପୂର୍ବରୁ ଆଜି ବସୁଛି ବିଜେଡି ସଂସଦୀୟ ଦଳ ବୈଠକ । ସନ୍ଧ୍ୟାରେ ଭିଡିଓ କନଫରେନ୍ସିଂରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସୁଛି । ଲୋକସଭା ଓ ରାଜ୍ୟସଭା ସାଂସଦଙ୍କ ଅଲଗା ଅଲଗା ବୈଠକ…

ଆଜି ଜାତୀୟ ମତଦାନ ଦିବସ

ନୂଆଦିଲ୍ଲୀ : ଆଜି ଜାତୀୟ ଭୋଟର ଦିବସ। ଦେଶବ୍ୟାପୀ ପାଳନ ହେଉଛି ନବମ ଜାତୀୟ ମତଦାନ ଦିବସ। ଏହି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । କୋଭିଡ କଟକଣାରେ କାର୍ଯ୍ୟକ୍ରମ କରିବାକୁ ଏସଓପି ଜାରି ହୋଇଛି । ଆଜି ନୂଆ ଭୋଟରମାନଙ୍କୁ ଫଟୋ ପରିଚୟ ପତ୍ର ବଣ୍ଟନ କରାଯିବ । ଦିଲ୍ଲୀ…

କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ଅଭିଯୋଗର ସିବିଆଇ ତଦନ୍ତ ନିର୍ଦ୍ଦେଶ

ଥିରୁଭନନ୍ତପୁରମ: କଂଗ୍ରେସର ବରିଷ୍ଠ ନେତା ତଥା କେରଳ ପୂର୍ବତନ ମୁଖ୍ୟମନ୍ତ୍ରୀ ଉମେନ ଚାଣ୍ଡି ଓ ବରିଷ୍ଠ କଂଗ୍ରେସ ନେତା କେ.ସି. ବେଣୁଗୋପାଳଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ହୋଇଛି। କେରଳ ସୋଲାର ସ୍କାମର ମୁଖ୍ୟ ଅଭିଯୁକ୍ତ ସରିତା ଏସ୍ ନାୟାର ଏହି ଅଭିଯୋଗ ଆଣିବା ପରେ କେରଳ ସରକାର ଘଟଣାର…

ବାହାହେଲେ ବରୁଣ ଧୱନ ଓ ନତାଶା ଦଲାଲ, ଦେଖନ୍ତୁ ବିବାହର ପ୍ରଥମ ଫଟୋ

ଅଲିବାଗ : ପିଲାଦିନର ସାଙ୍ଗ ବରୁଣ ଧୱନ ଓ ନତାଶା ଦଲାଲ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିଛନ୍ତି । ଦ ମ୍ୟାନସନ୍ ହାଉସରେ ଦୁହିଁଙ୍କ ବାହାଘର ହୋଇଛି । ବାହାଘରରେ ବରୁଣ ଧୱନ ଜଣାଶୁଣା ଫ୍ୟାସନ୍ ଡିଜାଇନର ମନୀଷଙ୍କ ଦ୍ୱାରା ଡିଜାଇନ୍ ସ୍ୱତନ୍ତ୍ର ଶେରୱାନିରେ ନଜର ଆସିଥିଲେ । ଅନ୍ୟପଟେ…

ଡିଜିଟାଲ ହେବ ଭୋଟର ପରିଚୟ ପତ୍ର

ନୂଆଦିଲ୍ଲୀ : ଏଣିକି ଭୋଟର ପରିଚୟ ପତ୍ରର ଇଲେକ୍ଟ୍ରୋନିକ୍ ସଂସ୍କରଣର ସୋମବାର ଶୁଭାରମ୍ଭ ହେବ । ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହାର ଶୁଭାରମ୍ଭ କରିବେ । ଏହାସହ ପାଞ୍ଚ ନୂତନ ମତଦାତାଙ୍କୁ ଇ-କପିକ ଓ ନିର୍ବାଚକ ଫଟୋ ପରିଚୟ ପତ୍ର ବିତରଣ କରିବେ । ଏହି ଡିଜିଟାଲ ଆଇଡି କାର୍ଡକୁ ମୋବାଇଲ…

ଜାଣନ୍ତୁ , କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା୨୫-୧-୨୦୨୧ ରିଖ ସୋମବାର ଆଜିର ମହତ୍ତ୍ଵ ଆଜି ୨୦୨୧ ମସିହା ଜାନୁଆରୀ ତା ୨୫ ରିଖ ସୋମବାର ମକର ୧୨ ଦିନ ପୌଷ ମାସ ଶୁଳ୍କ ପକ୍ଷ ଦ୍ୱାଦଶୀ ତିଥି ମୃଗଶିରା ନକ୍ଷତ୍ର ବୃଷ ଚନ୍ଦ୍ର ଘାତ ବାର-: ମିଥୁନ ରାଶିର ଘାତ ଚନ୍ଦ୍ର-: ବିଛା ରାଶି ପୁରୁଷଙ୍କର ଆଜିର ନିଷେଧ…

ଟ୍ରାକ୍ଟର ରାଲିକୁ ସର୍ତ୍ତମୂଳକ ଅନୁମତି, ରୁଟ୍ ପ୍ଲାନ୍ ଦେଲେ ଚାଷୀ

ନୂଆଦିଲ୍ଲୀ : ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଚାଷୀ କରିବେ ଟ୍ରାକ୍ଟର ରାଲି । ଏଥିପାଇଁ ଦିଲ୍ଲୀ ପୋଲିସ ଚାଷୀଙ୍କୁ ସର୍ତ୍ତମୂଳକ ଅନୁମତି ଦେଇଛି । ଭିନ୍ନ ଭିନ୍ନ ରୁଟ୍‌ରେ ଶାନ୍ତିପୂର୍ଣ୍ଣ ଭାବେ ପରେଡ କରିବେ ଅନ୍ନଦାତା । ପରେଡ୍‌ରେ ସାମିଲ ହେବ ହଜାର ହଜାର ଟ୍ରାକ୍ଟର । ସାରା ବିଶ୍ବ ଏହି…

ଧରାପଡ଼ିଲା ସେଞ୍ଚୁରିଆନ୍ ସିଏଫଓଙ୍କ କାରସାଦି

ଭୁବନେଶ୍ବର : ନୂଆ ମୋଡ ନେଉଛି ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟ ଜିଏସଟି ଠକେଇ ଘଟଣା । ସେଞ୍ଚରିଆନ୍ ବିଶ୍ବବିଦ୍ୟାଳୟର ସିଏଫଓ ହିମାଂଶୁ ଶେଖର କବିଙ୍କ ଚଞ୍ଚକତା ଏବେ ପଦାରେ ପଡିଛି । ହିମାଂଶୁଙ୍କ ଜାଲିଆତି ବିରୋଧରେ ସେଞ୍ଚୁରିଆନ୍ ବିଶ୍ବବିଦ୍ୟାଳୟ ପକ୍ଷରୁ ଥାନାରେ ଏତଲା ଦିଆଯିବା ପରେ…