Latest Odisha News

BREAKING NEWS

ଆଣ୍ଟିଲିଆ ମାମଲାରେ ଏନଆଇଏର ବଡ ଖୁଲାସା; ମନସୁଖ ହିରେନଙ୍କ ହତ୍ୟା ପାଇଁ ଦିଆଯାଇଥିଲା ୪୫ ଲକ୍ଷ

ମୁମ୍ବାଇ: ଆଣ୍ଟିଲିଆ ମାମଲାର ଯାଞ୍ଚ କରୁଥିବା ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଏକ ବଡ଼ ଖୁଲାସା କରିଛି। ମଙ୍ଗଳବାର ଏନଆଇଏ ସ୍ୱତନ୍ତ୍ର କୋର୍ଟକୁ କହିଛି ଯେ ଥାନେ ଭିତ୍ତିକ ବ୍ୟବସାୟୀ ମନସୁଖ ହିରେନଙ୍କ ହତ୍ୟା ପାଇଁ ୪୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ଏହି ମାମଲାରେ ଚାର୍ଜସିଟ୍…

ଓବିସି ବର୍ଗଙ୍କୁ ଏହି ବଡ଼ ଉପହାର ଦେଇପାରନ୍ତି ମୋଦୀ ସରକାର

ନୂଆଦିଲ୍ଲୀ: ଓବିସି ବର୍ଗଙ୍କୁ ଏକ ବଡ଼ ଉପହାର ଦେଇପାରନ୍ତି ମୋଦୀ ସରକାର। ରାଜ୍ୟଗୁଡିକରେ ସଂରକ୍ଷଣ ବିଲ୍ ଉପରେ ଲାଗିପାରେ ମୋହର। ଓବିସି ତାଲିକାରେ ରାଜ୍ୟଗୁଡିକର ଶକ୍ତି ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ଏକ ଆଇନ ପ୍ରସ୍ତୁତ କରିବାକୁ ବିଚାର କରୁଛନ୍ତି। ଏଥିପାଇଁ ସଂସଦର ବର୍ତ୍ତମାନର…

ରାଜ୍ୟରୁ ୧୩୧୫ ନୂଆ ପଜିଟିଭ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୩୧୫ଟି ନୂଆ ପଜିଟିଭ କେସ୍‌ ଚିହ୍ନଟ ହୋଇଛି। ଏହାବ୍ୟତୀତ ସଙ୍ଗରୋଧରୁ ୭୬୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୫୩ଟି ଲୋକାଲ୍‌ କେସ୍‌ ରହିଛି। ଅନୁଗୁଳରୁ ୫୨, ବାଲେଶ୍ବରରୁ ୪୩, ବରଗଡରୁ ୨, ଭଦ୍ରକ ୪୯, ବଲାଙ୍ଗୀର ୪, ବୌଦ୍ଧ ୪, କଟକ, ୧୯୮,…

ଦାସିଆ ସାଂସ୍କୃତିକ ପରିଷଦର ରାଜ୍ୟସ୍ତରୀୟ କବିତା ଆସର

ଉମରକୋଟ : ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ 'ଦାସିଆ ସାଂସ୍କୃତିକ ପରିଷଦ', ତରଫରୁ ଗୁଗୁଲ ମିଟ ମାଧ୍ୟମରେ ଏକ ରାଜ୍ୟସ୍ତରୀୟ କବିତା ଆସର ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ବିଭାଗର ପ୍ରାଧ୍ୟାପକ ଶେଷlନନ୍ଦ ମିଶ୍ର ଓ କାର୍ତ୍ତିକ ମଲ୍ଲିକ ମୁଖ୍ୟବକ୍ତା ଭାବରେ…

ବ୍ୟଙ୍ଗ : ଡିଜିଟାଲ ଝଟକା

କାଲି ସନ୍ଧ୍ୟାରେ ଏକ ଫୋନ୍ ଆସିଲା, ଜଣେ ଝିଅ ଫୋନ୍ କରିଥିଲା । "ହେଲୋ ସାର୍" ମୁଁ ଜବ୍ ପାଇଁ ରେଜିଷ୍ଟ୍ରେସନ କରୁଥିଲି ଭୁଲରେ ଆପଣଙ୍କ ନମ୍ବର ଦେଇ ଦେଇଛି, ଆପଣଙ୍କ ନମ୍ବର ଓ ମୋ ନମ୍ବର ମଧ୍ୟରେ ସମାନତା ଅନେକ ଅଛି, କେବଳ ଗୋଟିଏ ସଂଖ୍ୟାର ଫରକ ଯାହା । ଆପଣଙ୍କ ନିକଟକୁ ଏକ ଓ.ଟି.ପି (ଓ୍ବାନ୍…

କବିତା : ପ୍ରଭାତୀ

ରାମକୃଷ୍ଣ  ଆଉ କାନ୍ଦନା କନ୍ଦାନା ଆଉ କାହାକୁ ଧୋଇ ହୋଇଯିବ ଲୁହରେ ଶବ୍ଦମାନଙ୍କର ସୁନେଲି ସକାଳ l ଆମେ ପାରିହେଇ ଆସିଲେ ସହସ୍ର ଶତାବ୍ଦୀର ଗୋଟେ କାଳରାତି ଭୋକ ଘୋଳି ହୋଇଥିଲା ଅନ୍ଧାରରେ ପରସ୍ପରକୁ ମାରି ଖାଇବାରେ କୁଣ୍ଠା ନଥିଲା ଆମର ପ୍ରାୟ ଭେଟ ହେଉଥିଲା ଯୁଦ୍ଧରେ ବାକି…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୪-୮-୨୦୨୧ ବୁଧବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଅଗଷ୍ଟ ତା ୪ ରିଖ ବୁଧବାର କର୍କଟ ୨୦ ଦିନ ଶ୍ରାବଣ ମାସ କୃଷ୍ଣପକ୍ଷ ଏକାଦଶୀ ତିଥି ମୃଗଶିରା ନକ୍ଷତ୍ର ବୃଷ ଚନ୍ଦ୍ର ଘାତ ବାର-: କର୍କଟ ରାଶିର ଘାତ ଚନ୍ଦ୍ର-: ବିଛା ରାଶି ପୁରୁଷଙ୍କର ଆଜିର ନିଷେଧ…

ଲିଜ୍ ଜମିକୁ ଫ୍ରି ହୋଲ୍ଡ କରିବା ପାଇଁ ଏଣିକି ଅନଲାଇନରେ ଆବେଦନ କରିପାରିବେ ରାଉରକେଲା ବାସିନ୍ଦା

ରାଉରକେଲା : ରାଉରକେଲା ସହରାଞ୍ଚଳ ବାସିନ୍ଦା ଲିଜ୍ ସୂତ୍ରରେ ନେଇଥିବା କୌଣସି ଜମିର ମାଲିକାନା ସ୍ବତ୍ତ୍ବ ନିଜ ନାଁରେ ପରିବର୍ତ୍ତନ ବା ଫ୍ରି ହୋଲ୍ଡ କରିବା ପାଇଁ ଚାହୁଁଥିଲେ ଏଣିକି ସରକାରୀ କାର୍ଯ୍ୟାଳୟକୁ ଯିବାକୁ ପଡ଼ିବ ନାହିଁ । ଏବେ ଘରେ ବସି ଅନଲାଇନ ଜରିଆରେ ସିଧାସଳଖ ଆବେଦନ କରିପାରିବେ…

ଡରାଉଛି ଡେଙ୍ଗୁ, ଭୁବନେଶ୍ବରରୁ ଆଉ ୫୦ ଡେଙ୍ଗୁ ରୋଗୀ ଚିହ୍ନଟ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରକୁ ଡରାଉଛି ଡେଙ୍ଗୁ । ପ୍ରତିଦିନ ବଢ଼ି ଚାଲିଛି ଆକ୍ରାନ୍ତ ସଂଖ୍ୟା । ଗତ ୨୪ ଘଣ୍ଟାରେ ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ମୋଟ ୫୦ ଜଣ ଡେଙ୍ଗୁ ରୋଗୀ । ଫଳରେ ଭୁବନେଶ୍ବରରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୭୧୪କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଦେଇଛି…

କାଲିଠୁ କୋରାପୁଟରେ ଖୋଲିବ ଧର୍ମାନୁଷ୍ଠାନ, ଜିଲ୍ଲା ପ୍ରଶାସନ ଜାରି କଲା ଗାଇଡଲାଇନ୍

କୋରାପୁଟ : କୋରାପୁଟ ଜିଲ୍ଲାରେ ଖୋଲିବ ଧର୍ମାନୁଷ୍ଠାନ । ହେଲେ ଏଥିପାଇଁ କିଛି ଗାଇଡଲାଇନ୍ ଜାରି କରିଛି କୋରାପୁଟ ଜିଲ୍ଲା ପ୍ରଶାସନ । ବିଷେଶକରି ଧର୍ମାନୁଷ୍ଠାନରେ ପ୍ରବେଶ ଓ ପ୍ରସ୍ଥାନ ରାସ୍ତା ଅଲଗା ରହିବ । ଏହାସହ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ ବୋଲି କହିଛି ଜିଲ୍ଲା ପ୍ରଶାସନ ।…