Latest Odisha News

BREAKING NEWS

ଆର୍ୟନ ଗିରଫ ପରେ ଶାହାରୁଖଙ୍କୁ ଭେଟିବାକୁ ପହଞ୍ଚିଲେ ସଲମାନ୍

ମୁମ୍ବାଇ: ଜାହାଜରେ ରେଭ୍ ପାର୍ଟିରେ ସାମିଲ ଅଭିଯୋଗରେ ଗିରଫ ହୋଇଛନ୍ତି ବଲିଉଡ୍ କିଙ୍ଗ ଖାନ୍ ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନ । ତାଙ୍କୁ ଦିନିକିଆ ହେପାଜତରେ ନେଇଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି । ଆଜି ଯାଏ ତାଙ୍କୁ ରିମାଣ୍ଡରେ ନେଇଛି ଏନସିବି । ଗତକାଲି ଆର୍ୟନ ଗିରଫ…

ଲକ୍ଷ୍ମୀପୁର ଖେରି ହିଂସାକାଣ୍ଡ: ମୃତକଙ୍କ ପରିବାରକୁ ଭେଟିବାକୁ ଯିବା ବେଳେ ପ୍ରିୟଙ୍କା ଗାନ୍ଧି ଅଟକ

ଲକ୍ଷ୍ନୌ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କୁ ଅଟକ ରଖିଲା ଉତ୍ତରପ୍ରଦେଶ ପୋଲିସ । ଲକ୍ଷ୍ନୀପୁର ଖେଲି ହିଂସାକାଣ୍ଡ ପରେ ମୃତକଙ୍କ ପରିବାରକୁ ଭେଟିବା ପାଇଁ ଯିବା ବେଳେ ତାଙ୍କୁ ବାଟରେ ଅଟକାଇଛି ପୋଲିସ । ସକାଳ ସାଢ଼େ ୫ଟା ବେଳେ ସୀତାପୁର ନିକଟରେ ପ୍ରିୟଙ୍କାଙ୍କୁ ହେପାଜତକୁ ନେଇଛି…

ଆଜି ଗଜପତି ଜିଲ୍ଲା ଯିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ BSKY ସ୍ମାର୍ଟ ହେଲଥ କାର୍ଡ

ଭୁବନେଶ୍ୱର: ଆଜିଠୁ ମୁଖ୍ୟମନ୍ତ୍ରୀଙ୍କର ମାରାଥନ୍ ଜିଲ୍ଲା ଗସ୍ତ । ଆଜି ଗଜପତି ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାରେ ବହୁ ପ୍ରକଳ୍ପର ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବା କାର୍ଯ୍ୟକ୍ରମ ରହିଛି । ସକାଳ ୧୧ଟାରେ ସେ ପାରଳାଖେମୁଣ୍ଡି ହେଲିପ୍ୟାଡରେ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୫୬)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୫୬ ଗତିଶୀଳତା  ରହିଛି, ରହିବ। ବୁଝି ପାରିଲେ  ଜୀବନ  ଅତିକ୍ରମ ହୁଏ ସୋପାନ ପରେ ସୋପାନ। ଜଡ ହେଉ ବା ଚେତନ ସବୁଠି ରହୁଛି  ଏକ  ଭିନ୍ନଧରଣର ଆକର୍ଷଣ। ବାଧ୍ୟତାମୂଳକ ଭାବେ ଜାଗା ବଦଳାଇବାକୁ ପଡିଲା।  ସହରର ସବାଶେଷ…

ଚଳିତ ବର୍ଷ ପାଇଁ ଶାନ୍ତି ଦାସ ପାଇଲେ ‘ଜୟକିରଣ ସମ୍ମାନ’

ଭୁବନେଶ୍ୱର : ଜୟ କିରଣ ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଦଶମ ଜୟ କିରଣ ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହା ସହ ଓଡ଼ିଶୀ ସଙ୍ଗୀତ ଗୁରୁ ଗୋପାଲ ଚନ୍ଦ୍ର ପଣ୍ଡା ଓ ନୃତ୍ୟ ଗୁରୁ ଗଙ୍ଗାଧର ପ୍ରଧାନଙ୍କୁ ସମର୍ପିତ ୨ଟି ସମ୍ମାନ ମଧ୍ୟ ପ୍ରଦାନ କରାଯାଇଛି।…

ଉନ୍ମୋଚିତ ହେଲା ‘ଅଫେରା ବସନ୍ତ’

ଭୁବନେଶ୍ୱର : ବର୍ଷା ପବ୍ଲିକେଶନ ଦ୍ୱାରା ପ୍ରକାଶିତ କବୀ ମମତା ରାଣୀ ନାୟକଙ୍କ ଗୀତି କବିତା ପୁସ୍ତକ "ଅଫେରା ବସନ୍ତ ",ସ୍ଥାନୀୟ ଓଡ଼ିଶା ସାମ୍ବାଦିକ ୟୁନିୟନ ପରିସରରେ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ପ୍ରସନ୍ନ କୁମାର ଜେନା, କୃପାସିନ୍ଧୁ ମିଶ୍ର, ସଙ୍ଘମିତ୍ରା ମିଶ୍ର, ପ୍ରଣବ ଜ୍ୟୋତି…

ଦାସିଆ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ ଓ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ

ଉମରକୋଟ : ରାଜ୍ୟର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ " ଦାସିଆ ସାଂସ୍କୃତିକ ପରିଷଦ"ର ବାର୍ଷିକ ଉତ୍ସବ ଓ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ, ସ୍ଥାନୀୟ ଏସ. ଏସ. ଇଣ୍ଟରନ୍ୟାସନାଲଠାରେ ଅନୁଷ୍ଠିତ ହୋଇଯାଇଛି ଲ ଏହି ଅବସରରେ ପରିଷଦର ମୁଖପତ୍ର " ପ୍ରେରଣା " ଓ ବାସନ୍ତୀ ଲତା ଜେନାଙ୍କ କବିତା ସଙ୍କଳନ…

ନଦୀରେ ଭାସିଯାଇ ତିବତ୍ତୀୟ ନାବାଳକ ନିଖୋଜ

ଗଜପତି : ସାଙ୍ଗ ମାନଙ୍କ ସହ ନଦୀ ପାର ହୋଇ ପିକନିକ କରିବା ହେଲା କାଳ । ନଦୀ ପାର ହେଉଥିବା ବେଳେ ନଦୀରେ ଭାସି ଯାଇ ନିଖୋଜ ଅଛନ୍ତି ତିବତୀୟ ନାବାଳକ । ନିଖୋଜ ନାବାଳକ ଜଣକ ହେଲେ ଜିରାଙ୍ଗ ଗ୍ରାମର ଜିଗ୍ମି ଦେଓ୍ବା । ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା ମହେନ୍ଦ୍ରଗଡ଼ ନଦୀରେ ଘଟିଛି ଏଭଳି ଏକ…

ଗ୍ରାନାଇଟ ବୋଝେଇ ଟ୍ରକରୁ କୋଟିଏରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

ଗଜପତି : ଗଜପତି ଜିଲ୍ଲା ଅଡବା ପୋଲିସକୁ ମିଳିଛି ବଡ଼ ସଫଳତା । ଅଡବା ପୋଲିସ ପେଟ୍ରୋଲିଂ ବେଳେ ମନ୍ଦ୍ରାବାଜୁ ଛକ ନିକଟରୁ ଏକ ଏକ ଟ୍ରକରୁ ଜବତ ହୋଇଛି ବିପୁଳ ପରିମାଣର ଗଞ୍ଜେଇ । ଉତ୍ତରପ୍ରଦେଶ ନମ୍ବର ଥିବା ଏକ ଟ୍ରକକୁ ଚେକିଂ ବେଳେ, ସେଥୁରୁ ଜବତ ହୋଇଛି ୭୦ ବସ୍ତାରେ ଗଞ୍ଜେଇ ।…

ଆର୍ଯ୍ୟନ ଡ୍ରଗ୍ସ କେସ୍‌: ଜୟାଙ୍କୁ ତାଙ୍କ ଡାଇଲଗ ମନେ ପକାଇଦେଲେ କଙ୍ଗନା

ମୁମ୍ବାଇ: ସୁପରଷ୍ଟାର ଶାହାରୁଖ ଖାଁଙ୍କ ପୁତ୍ର ଆର୍ଯ୍ୟନ ଡ୍ରଗ କେସରେ ଗିରଫ ହୋଇଛନ୍ତି । ବଲିଉଡ କୁଇନ କଙ୍ଗନା ରାନାୱତ ଏ ନେଇ ପ୍ରତିକ୍ରିୟା ଦେଇଛନ୍ତି । ସେ ଜୟା ବଚ୍ଚନଙ୍କୁ ଟାର୍ଗେଟ କରି ଟୁଇଟ କରିଛନ୍ତି । ଶାହାରୁଖଙ୍କ ପୁତ୍ର ଯାହା କଲା ତାହା କଣ ଥାଳିରେ ଛିଦ୍ର କହିବେ କି ନାହିଁ ?…