Latest Odisha News

BREAKING NEWS

ଭୁବନେଶ୍ୱରରେ ଶତ ପ୍ରତିଶତ ଟିକାକରଣ

ଭୁବନେଶ୍ୱର: ଜୁଲାଇ ଶେଷ ସୁଦ୍ଧା ପୂରଣ ହେଲା ଟାର୍ଗେଟ । ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଶତ ପ୍ରତିଶତ ଟିକାକରଣ ହୋଇଛି । ଗତକାଲି ସୁଦ୍ଧା ଭୁବନେଶ୍ୱରରେ ୧୮ଲକ୍ଷ ୩୫ହଜାର ୯୦୩ ଡୋଜ୍ ଟିକା ଦିଆଯାଇଛି । ସେଥିରୁ ପ୍ରଥମ ଡୋଜ୍ ଟିକା ନେଇଛନ୍ତି ୧୦ଲକ୍ଷ ୫୯ହଜାର ୭୫୩ ଜଣ । ୭ଲକ୍ଷ ୭୬ହଜାର…

କୁକୁଡ଼ା ଖାଇବାକୁ ଆସି ଧରାପଡ଼ିଲା ୯ ଫୁଟର ଅଜଗର

ମାଲକାନଗିରି: କୁକୁଡା ଖାଇବାକୁ ଯାଇ ଧରାପଡ଼ିଲା ବିରାଟକାୟ ଅଜଗର । ମାଲକାନଗିରି ଜିଲ୍ଲା ସିଙ୍ଗରାଜକୋଣ୍ଡା ଗାଁରେ ଦେଖିବାକୁ ମିଳିଛି ଏକ ଘଟଣା । ଗାଁ କୋଷା ମାଢିଙ୍କିଙ୍କ ପୋଷା କୁକୁଡା ହଜି ଯାଇଯାଇଥିଲା । ଖୋଜାଖୋଜି ପରେ ସେ ପାଇ ନଥିଲେ । ଏତିକିବେଳେ କୁକୁଡା ଘର ଭିତରେ ପଶିଥିଲା ଅଜଗର ।…

ଟିକା ନେଇଥିବା ଲୋକଙ୍କଠାରେ ରହିଛି ସଂକ୍ରମଣର ଅଧିକ ବିପଦ

ନୂଆଦିଲ୍ଲୀ: ଟିକା ନେଇନଥିବା ଲୋକଙ୍କ ତୁଳନାରେ ଟିକା ନେଇଥିବା ଲୋକଙ୍କ ଅଧିକ କରୋନା ସଂକ୍ରମିତ ହେଉଥିବା ଜଣାପଡ଼ିଛି। ଏକ ନୂତନ ଅଧ୍ୟୟନରୁ ଏହି ତଥ୍ୟ ପ୍ରକାଶ ପାଇଛି। କୋଭିଡ୍‌ ଟିକା ନେଇଥିବା ଲୋକ ଯେଉଁଭଳି ଭାବରେ ସଂକ୍ରମିତ ହେଉଛନ୍ତି ଟିକା ଗ୍ରହଣ କରିନଥିବା ଲୋକଙ୍କ ସଂଖ୍ୟା ତା…

ଭାଙ୍ଗିଲା ଇନ୍ଦ୍ରାବତୀ ଉଠା ଜଳସେଚନ କେନାଲ ବନ୍ଧ, ୧୦ ଫୁଟର ଘାଇ

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲାରେ ଇନ୍ଦ୍ରାବତୀ ଉଠା ଜଳସେଚନ କେନାଲ ବନ୍ଧ ଭାଙ୍ଗିଯିବାରୁ ଘାଇ ସୃଷ୍ଟି ହେଇଛି । ଗତକାଲି ବିଳମ୍ବିତ ରାତିରେ କୋକସରା ବ୍ଲକ ମାଝିଗୁଡା ନିକଟରେ ୧୦ ଫୁଟରୁ ଅଧିକ ଘାଇ ସୃଷ୍ଟି ହେଇଛି । ପ୍ରଥମ ବର୍ଷର ଜଳ ନିଷ୍କାସନ ବେଳେ କେନାଲ ବନ୍ଧ ଭାଙ୍ଗି ଯାଇଛି । ଶହ ଶହ…

କରୋନାରେ ମୃତ୍ୟୁବରଣ କରିଥିବା ମୋଟ ୨,୯୫୨ ଜଣ ରେଳ କର୍ମଚାରୀଙ୍କ ମଧ୍ୟରୁ ୯୮ ଜଣ ଟିକା ନେଇଥିଲେ

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀରେ ରେଳବାଇର ୨,୯୫୨ ଜଣ କର୍ମଚାରୀ ପ୍ରାଣ ହରାଇଛନ୍ତି। ସେଥିମଧ୍ୟରୁ ୯୮ ଜଣ ଟିକା ଗ୍ରହଣ କରିଥିଲେ। ଆରଟିପିସିଆର ଟେଷ୍ଟ କରାଇବା ପରେ ମୋଟ ୧,୫୭,୪୯୬ ଜଣ ରେଳ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି। ଏଥିମଧ୍ୟରୁ ୨,୯୫୨ ଜଣ କରୋନାରେ ପ୍ରାଣ…

କୁଳାଙ୍ଗାର ଉବାଚ : ଡେଙ୍ଗୁକୁ ଡର କାହିଁକି

ଗୋଟେ ଡେଙ୍ଗୁମଶା ସହିତ ଜଣେ ସାଧା ମଶାର ହୋଇଗଲା ଭେଟ; ପଚାରିଲା ଭାଇ ଏବେ ସହରେ ତମେ ତ ଭଲ ଲଗେଇଚ ନାଟ ! ଡେଙ୍ଗୁ ମଶା କହିଲା ଭାଇଫାଇ ନୁହଁ, ଏବେ ଡାକିବୁ ମୋତେ ସାର୍; ଏବେ ଆଉ ନିଜକୁ ନେତା ନୁହେଁ ଭାବୁଛି ଗୋଟେ ବଡ ଅଫିସର୍! ସାଦା ମଶା କହିଲା ଉଭୟ ତ ଥାଆନ୍ତି ଜନତାଙ୍କ…

ଭଗତ ସିଂଙ୍କ ଅନ୍ତିମ ଦୃଶ୍ୟର ଅଭିନୟ କରିବା ବେଳେ ୯ ବର୍ଷର ବାଳକର ମୃତ୍ୟୁ

ଲକ୍ଷ୍ନୌ: ଦେଶ ପାଇଁ ବଳିଦାନ ଦେଇ ସହିଦ ହୋଇଥିବା ଭଗତ ସିଂଙ୍କ ଫାଶି ଦୃଶ୍ୟର ଅଭିନୟ କରିବା ବେଳେ ଏକ ୯ ବର୍ଷୀୟ ବାଳକର ଆକସ୍ମିକ ଭାବେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଉତ୍ତରପ୍ରଦେଶରେ। ସ୍ୱାଧୀନତା ସଂଗ୍ରାମୀ ଭାଗତ ସିଂଙ୍କ ଜୀବନ ଉପରେ ଆଧାରିତ ଏକ…

ସାଉଥ ଆଫ୍ରିକାକୁ ୪-୩ରେ ହରାଇଲା ଭାରତୀୟ ମହିଳା ହକି ଟିମ୍, ଅଲିମ୍ପିକ୍ସ କ୍ୱାର୍ଟର ଆଶା ଉଜ୍ଜୀବିତ

ଟୋକିଓ: ଅଲିମ୍ପିକ୍ସ ଗ୍ରୁପ ପର୍ଯ୍ୟାୟର କର ବା ମର ମ୍ୟାଚରେ ଭାରତୀୟ ମହିଳା ହକି ଟିମର ଜବରଦସ୍ତ ପ୍ରଦର୍ଶନ । କଡ଼ା ମୁକାବିଲାରେ ସାଉଥ ଆଫ୍ରିକାକୁ ୪-୩ ଗୋଲରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ଏଥିସହ କାର୍ଟୱ ଫାଇନାଲ୍ ଆଶା ଉଜ୍ଜୀବିତ ରହିଛି । ଗ୍ରୁପ୍ ପର୍ଯ୍ୟାୟରେ ୫ଟି ପାଞ୍ଚରୁ ଭାରତ…

ଓଡ଼ିଶାକୁ ସାର ଯୋଗାଣ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର: କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି । ଓଡିଶାକୁ ସାର ଯୋଗାଣ ନେଇ ମନସୁଖ ମାଣ୍ଡଭିୟଙ୍କୁ ଚିଠି ଲେଖିଛନ୍ତି ନବୀନ ପଟ୍ଟନାୟକ । ଚିଠିରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି, ମେ, ଜୁନ୍ ଓ ଜୁଲାଇ ମାସରେ କମ୍ ସାର ଯୋଗାଣ ହୋଇଛି । ଖରିଫ ଋତୁ ସମୟରେ…

୨.୨୭ ଲକ୍ଷରୁ ଅଧିକ ଗର୍ଭବତୀ ମହିଳା ନେଲେଣି କରୋନା ଟିକା

ନୂଆଦିଲ୍ଲୀ:କରୋନା ଟିକାକରଣ ଅଭିଯାନରେ ଗର୍ଭବତୀ ମହିଳାଙ୍କ ଟିକାକରଣକୁ ଅନୁମତି ମିଳିବା ପରେ ଏପର୍ଯ୍ୟନ୍ତ ୨.୨୭ ଲକ୍ଷରୁ ଅଧିକ ଗର୍ଭବତୀ ମହିଳା ପ୍ରଥମ ଡୋଜ କରୋନା ଟିକା ଗ୍ରହଣ କରିଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶୁକ୍ରବାର ଦିନ କହିଛି। ସଂକ୍ରମଣର ବିପଦ ଏବଂ…