ବିଳମ୍ବିତ ରାତି ଯାଏ କାମ କରୁଥିବା ମହିଳାଙ୍କ ପାଇଁ ଏମିତି କହିଲେ କଙ୍ଗନା
ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ସାମାଜିକ-ରାଜନୀତି ପ୍ରସଙ୍ଗ ବ୍ୟତୀତ ବଲିଉଡ୍ ସହିତ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ଉପରେ ନିଜର ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥାନ୍ତି। କଙ୍ଗନା ବର୍ତ୍ତମାନ ତାଙ୍କର ନୂଆ ଚଳଚ୍ଚିତ୍ର ଧାକଡର ସୁଟିଂରେ ବ୍ୟସ୍ତ ଅଛନ୍ତି। ସେପଟେ ବିଳମ୍ବିତ ରାତିରେ…