Latest Odisha News

BREAKING NEWS

ଅଲିମ୍ପିକ୍ସ ଅସୀ ଚାଳନାର ପ୍ରଥମ ରାଉଣ୍ଡ ଜିତିଲେ ଭାରତର ଭବାନୀ ଦେବୀ

ଟୋକିଓ: ଅଲିମ୍ପିକ୍ସର ଅସୀ ଚାଳନାରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି ଭାରତର ସି. ଏ. ଭବାନୀ ଦେବୀ । ଫେନ୍ସିଂରେ ପ୍ରଥମ ରାଉଣ୍ଡ ମ୍ୟାଚ୍ ଜିତିଛନ୍ତି । ମହିଳା ସବ୍‌ରେ ଇଭେଣ୍ଟରେ ଟ୍ୟୁନିସିଆର ବେନ ଆଜିଜିଙ୍କୁ ୧୫/୩ରେ ପରାସ୍ତ କରିଛନ୍ତି ଭବାନୀ ଦେବୀ । ଫ୍ରାନ୍ସର ବ୍ରୁଟେନଙ୍କୁ ସେ…

ସଦା ପ୍ରାସଙ୍ଗିକ ଗାନ୍ଧୀ ବିଚାର

ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା ସତ୍ୟାଗ୍ରହ ସଂଗ୍ରାମର ଫଳ ସ୍ୱରୂପ ଭାରତରୁ ପ୍ରାୟ ୩୦୦ ବର୍ଷର ବ୍ରଟିଶ୍ ଶାସନର ଅନ୍ତ ଘଟିଲା ୧୯୪୭ ଅଗଷ୍ଟ ୧୫ରେ ଏବଂ ଆମ ଦେଶ ସ୍ୱାଧୀନ ହେଲା । ଏହି କଷ୍ଟଲବ୍ଧ ସ୍ୱାଧୀନତା ପାଇଁ ହଜାର ହଜାର ସଂଗ୍ରାମୀ ସହିଦ ହୋଇଛନ୍ତି ଓ ଲକ୍ଷାଧିକ ନିର୍ଯାତନା ଓ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୨୬-୭-୨୦୨୧ ସୋମବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଜୁଲାଇ ତା ୨୬ ରିଖ ସୋମବାର କର୍କଟ ୧୧ ଦିନ ଶ୍ରାବଣ ମାସ କୃଷ୍ଣପକ୍ଷ ତୃତୀୟା ତିଥି ଧନିଷ୍ଠା ନକ୍ଷତ୍ର କୁମ୍ଭ ଚନ୍ଦ୍ର। ଘାତ ବାର-: ମିଥୁନ ରାଶିର ଘାତ ଚନ୍ଦ୍ର-:ମିଥୁନ ରାଶି ପୁରୁଷ ଓ ମୀନ ରାଶିର…

କ୍ଷୁଦ୍ର ମାନବର କ୍ଷୁଧା

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର… ଲୋକବିଶ୍ୱାସରେ ଗଚ୍ଛିତ ଅଛି ନିହତ ଯୁଗର ନାନା ନୃତାତ୍ତ୍ୱିକତା  । ଅତି ପୁରାତନ ଭାବକଳ୍ପର ଭଗ୍ନାଂଶ ଗୁଡ଼ିକ ବେଳେବେଳେ ମନେହୁଏ କେଉଁ ବିସ୍ମୃତ, ବିଲୁପ୍ତ ବାସ୍ତବତାର  ଭିତ୍ତିଚିତ୍ର ନ ହେଲେ କେଉଁ କାୟାତୀତ କ୍ଳୁପ୍ତକାଳର କଙ୍କାଳ…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଫିନେକ୍ସ ତୁମ ମୁହଁକୁ ସ୍ପଷ୍ଟ କରି ଆଙ୍କିବା ଚକ୍ରାନ୍ତରେ କେତେ ପରସ୍ତ ମିଛର ରଙ୍ଗ ନିଜ ଦେହରେ ବୋଳିଲିଣି ହିସାବ କରିବାକୁ ଇଚ୍ଛାଟେ ତିଆରି ହୋଇନଥିଲା ଏଯାବତ୍ । ପ୍ରତି ଥରର ରୂପାନ୍ତରରେ ଉଲୁରି ଯାଉଛି ଚମଡ଼ା । ଶିହରି ଉଠୁଛି ଯନ୍ତ୍ରଣାରେ ତ ଆର୍ତ୍ତନାଦରେ ଚହଲି ଯାଉଛି ମୋ ତିଆରି…

କବିତା : ଦୀପର ଅନ୍ତଃସ୍ୱର

ଶୈଳାଧିରାଜତନୟା ଶତପଥୀ  ମୋ ସୃଷ୍ଟିର ଆଦ୍ୟ ଆବହରୁକୁମ୍ଭକାରର ଅଗଣାରୁ କଂସାରି ବାପୁଡ଼ା ଯାଏ ଜାଣିଛି ମୁଁ କାଳେ କାଳେ ଭବିତବ୍ୟ ଭାଗ୍ୟ ମୋର ତୁମ ମସୁଧାରେ ବନ୍ଧା ତୁମ ନୈମିଷ ସୁଖ ପାଇଁ ବଳିଦାନର ଅଦୃଶ୍ୟ ଚିତ୍କାର। ମୁଁ ଜାଣେ ନିର୍ବିକାରେ ଥାପିଦେଇ ମୋ କୋଳରେ ସଂତ୍ରସ୍ତ…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହାଣିଲେ ଦୁର୍ବୃତ୍ତ, ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ପୁରୀ : ପୁରୀ ବାସେଲି ସାହି ଥାନା ଓଡ଼ିଆ ମଠ ନିକଟରେ ଅଭାବନୀୟ ଘଟଣା । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ୪ରୁ ୫ଜଣ ଦୁର୍ବୃତ୍ତ । ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ବାସେଳି ସାହି ଓଡ଼ିଆ ମଠ ନିକଟ…

ଗାଧୋଇବା ବେଳେ ଭାସିଗଲେ ଚାଷୀ

କେନ୍ଦୁଝର : କେନ୍ଦୁଝରରେ ଅଭାବନୀୟ ଘଟଣା । ତେଲକୋଇର ଟୁଙ୍ଗୁରୁବାହାଳୀରେ ପାଣିରେ ଭାସିଗଲେ ଚାଷୀ । ଚାଷ କାମ ସାରି ଚାଷୀ ଜଣକ ଗାଧୋଉଥିବା ବେଳେ ପାଣିରେ ଭାସି ଯାଇଥିଲେ । ଭାସିଯାଇଥିବା ଚାଷୀ ଜଣକ ହେଲେ ଟୁଙ୍ଗୁରୁବାହାଳି ଗାଁର ଦ୍ବାନ ଦଣ୍ଡପାଟ । ଖବର ପାଇ ଅଗ୍ନିଶମ ବାହିନୀ ବହୁ ଖୋଜା…

ଆଗାମୀ ନିର୍ବାଚନରେ ଅଯୋଧ୍ୟାରୁ ଲଢ଼ିବେ ଯୋଗୀ ଆଦିତ୍ୟନାଥ !

ଅଯୋଧ୍ୟା: ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଆଗାମୀ ୨୦୨୨ ବିଧାନସଭା ନିର୍ବାଚନରେ ଅଯୋଧ୍ୟାରୁ ଲଢ଼ିବେ ବୋଲି କଳ୍ପନା ଜଳ୍ପନା ଆରମ୍ଭ ହୋଇଛି । ଅଯୋଧ୍ୟା ବିଧାୟକ ବେଦ ପ୍ରକାଶ ଗୁପ୍ତା ମଧ୍ୟ ଖୁସିରେ ଏହି ସିଟ ଯୋଗୀଙ୍କ ପାଇଁ ଛାଡିଦେବେ ବୋଲି କହିଛନ୍ତି । ତେବେ ପ୍ରକୃତ ଘଟଣାଟି ହେଲା ମୁଖ୍ୟମନ୍ତ୍ରୀ…

କଟକ ରେଳ ଷ୍ଟେସନର ହେବ ଆଧୁନିକୀକରଣ

କଟକ : କଟକ ରେଳ ଷ୍ଟେସନର ହେବ ଆଧୁନିକୀକରଣ । ଯାତ୍ରୀଙ୍କୁ ମିଳିବ ସ୍ବତନ୍ତ୍ର ସୁବିଧା ସୁଯୋଗ । ଆଜି କଟକ ରେଳ ଷ୍ଟେସନକୁ ଖୋର୍ଦ୍ଧା ଡିଆରଏମ୍ ପରିଦର୍ଶନ କରିବା ପରେ ଏହି ସୂଚନା ଦେଇଛନ୍ତି । ନିକଟରେ ଦାୟିତ୍ୱ ଗ୍ରହଣ କରିଥିବା ନୂଆ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ…