Latest Odisha News

BREAKING NEWS

ବାହାବେଦୀରେ ବର କରୁଛି ଓ୍ୱାର୍କ ଫ୍ରମ୍ ହୋମ୍, ହସି ହସି କନିଆଁ ବେଦମ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: କରୋନା ଯୋଗୁ ଓ୍ୱାର୍କ ଫ୍ରମ୍ ହୋମ୍ ଚାଲିଛି । ଅର୍ଥାତ ଘରୁ କାମ କରିବେ । ଏହି ଓ୍ୱାର୍କ ଫ୍ରମ୍ ହୋମର ସାଇଡ୍ ଇଫେକ୍ଟ ଜାଣିଲେ ଆପଣ ଚକିତ ହେବେ । ବାହାବେଦୀରେ ବରବେଶରେ ବସି ଓ୍ୱାର୍କ ଫ୍ରମ୍ ହୋମ୍ କରିଛନ୍ତି ଜଣେ ବର । ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ବେଶ…

କାରଗିଲ୍‌ ହିରୋ କ୍ୟାପ୍‌ଟେନ ବାତ୍ରାଙ୍କ ନିଆରା ପ୍ରେମ କାହାଣୀ

ନୂଆଦିଲ୍ଲୀ: ଆଜି କାରଗିଲ୍‌ ବିଜୟ ଦିବସ। କାରଗିଲ୍‌ ଯୁଦ୍ଧରେ ସହିଦ ହୋଇଥିବା କ୍ୟାପଟେନ ବିକ୍ରମ ବାତ୍ରା ଅନ୍ୟମାନଙ୍କ ପାଇଁ ସାହସ ଏବଂ ପ୍ରେରଣାର ଉତ୍ସ ଥିଲେ। ଦେଶ ପାଇଁ ତାଙ୍କ ଅବଦାନ ଅବିସ୍ମରଣୀୟ। କେବଳ ଯୁଦ୍ଧକ୍ଷେତ୍ରରେ ତାଙ୍କର ବୀରତ୍ୱ ଏବଂ ନିଷ୍ଠା ନୁହେଁ ବରଂ ଡିମ୍ପଲ୍ ଜିମାନଙ୍କ…

କ୍ୱାର୍ଟରରେ ହାରିଲା ତୀରନ୍ଦାଜ ପୁରୁଷ ଟିମ୍‌, ତୃତୀୟ ରାଉଣ୍ଡରେ ଶରଥ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ତୀରନ୍ଦାଜ ପୁରୁଷ ଟିମ୍ କ୍ୱାର୍ଟର ଫାଇନାଲରେ ପରାଜିତ ହୋଇଛନ୍ତି । ଦକ୍ଷିଣ କୋରିଆ ୩ଟି ଯାକ ସେଟରେ ଭାରତୀୟ ତୀରନ୍ଦାଜଙ୍କୁ ମାତ ଦେଇଥିଲେ । ୬-୦ ସେମାନେ ଏହି ବିଜୟ ହାସଲ କରିଥିଲେ । ପୂର୍ବରୁ କାଜକସ୍ତାନକୁ ୫୫-୫୪, ୫୨-୫୧, ୫୬-୫୭, ୫୫-୫୪ ରେ…

ଏମିତି ବି ଆସେ ମୃତ୍ୟୁ

ହିମାଚଳ ପ୍ରଦେଶ: ରବିବାର ଦିନ ହିମାଚଳ ପ୍ରଦେଶର କିନୌର ଜିଲ୍ଲାରେ ଭୂସ୍ଖଳନ ଯୋଗୁଁ ମୃତ୍ୟୁବରଣ କରିଥିବା ୯ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ ସେଥିରେ ଜଣେ ୩୪ ବର୍ଷିୟା ମହିଳା ଆୟୁର୍ବେଦିକ ଡାକ୍ତର ମଧ୍ୟ ଥିଲେ। ମୃତ ଡାକ୍ତର ଜଣକ ହେଉଛନ୍ତି ଡା. ଦୀପା ଶର୍ମା।…

ରୁଦ୍ରେଶ୍ୱର ମନ୍ଦିରକୁ ମିଳିଲା ବିଶ୍ୱ ଐତିହ୍ୟସ୍ଥଳର ଟ୍ୟାଗ୍‌

ନୂଆଦିଲ୍ଲୀ: ତେଲେଙ୍ଗାନାରେ ଅବସ୍ଥିତ ରାମପ୍ପା ମନ୍ଦିରକୁ ୟୁନେସ୍କୋ ପକ୍ଷରୁ ବିଶ୍ବ ଐତିହ୍ୟସ୍ଥଳର ମାନ୍ୟତା ମିଳିଛି। ଏହାକୁ ରୁଦ୍ରେଶ୍ୱର ମନ୍ଦିର ମଧ୍ୟ କୁହାଯାଏ। ଏହି ମନ୍ଦିର ଦ୍ବାଦଶ ଶତାବ୍ଦୀରେ ନିର୍ମାଣ ହୋଇଥିଲା। ଅନେକ ସମୟରେ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟ ସତ୍ତ୍ବେ…

ଶ୍ରାବଣ ସୋମବାରରେ ଭକ୍ତଙ୍କୁ ଖୋଜୁଛନ୍ତି ମହାଦେବ, ଶିବାଳୟ ଶୂନଶାନ

ଭୁବନେଶ୍ୱର: ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର । ଆଜିର ଦିନରେ ଶିବାଳୟରେ ପ୍ରବଳ ଭିଡ଼ ହୁଏ । ବିଶେଷ କରି ବୋଲବମ୍ ଭକ୍ତଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳେ । ଗତବର୍ଷ ଭଳି ଏବର୍ଷ ବି କରୋନା ଭକ୍ତ ଓ ଭଗବାନଙ୍କ ଭିତରେ ଲକ୍ଷ୍ମଣରେଖା ଟାଣିଛି । ଶ୍ରାବଣ ସୋମବାରରେ ଆଉ ଶୁଭୁନି ହର ହର…

ଟ୍ରକ୍ ସହ ପିଟି ହେଲା କାର୍, ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ

ସମ୍ୱଲପୁର: ଅଶୁଭ ହେଲା ସୋମବାର । ଦୁର୍ଘଟଣା ନେଲା ଦୁଇ ଜଣଙ୍କର ଜୀବନ । ଟ୍ରକ୍ ସହ କାର୍ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣଙ୍କର ମୃତ୍ୟୁ ହୋଇଛି । ଗୁରୁତର ହୋଇଛନ୍ତି ଆଉ ଦୁଇ ଜଣେ । ୫୫ ନମ୍ବର ଜାତୀୟ ରାଜପଥର ସମ୍ୱଲପୁର ଜିଲ୍ଲା ଯୁଯୁମୁରା ଥାନା ଅନ୍ତର୍ଗତ କୟାକୁଦ ନିକଟରେ ଏହି ମର୍ମନ୍ତୁଦ…

ସୂର୍ଯ୍ୟକୁମାର ଯାଦବ ଭାଙ୍ଗିଲେ ଗୌତମ ଗମ୍ଭୀରଙ୍କ ରେକର୍ଡ

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ଟି-ଟ୍ୱେଣ୍ଟି ଜିତିଛି ଭାରତ । ମ୍ୟାଚର ହିରୋ ଥିଲେ ସୂର୍ଯ୍ୟକୁମାର ଯାଦବ । ଅର୍ଦ୍ଧଶତକ ହାସଲ କରିଥିଲେ । ୩୪ ବଲରୁ ପିଟିଥିଲେ ୫୦ ରନ୍ । ତାଙ୍କର ଏହି ଇନିଂସ ବଳରେ ଭାରତ ଶ୍ରୀଲଙ୍କା ଆଗରେ ଦେଇଥିଲା ୧୬୫ ରନ ଟାର୍ଗେଟ୍ । ଅର୍ଦ୍ଧଶତକ ଇନିଂସ ସହ…

ଆଜି ୨୯ ଜିଲ୍ଲାରୁ ୧୬୩୭ କରୋନା ଆକ୍ରାନ୍ତ ଚିହ୍ନଟ, ପଜିଟିଭ୍ ହାର ୨.୧୯%

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ କମୁଛି ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା । ତଥାପି ୧୫ଶହ ତଳକୁ ଆସିନି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୬ଶହ ୩୭ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୯୪୯ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୬୮୮ଟି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ…

OCA କୋଚ୍ ତାଲିକା: ୨୦୨୧-୨୨ କ୍ରିକେଟ ସିଜିନ ପାଇଁ ନିଯୁକ୍ତି

କଟକ: ୨୦୨୧-୨୨ କ୍ରିକେଟ ସିଜିନ ପାଇଁ ବିଭିନ୍ନ ଦଳର ପ୍ରଶିକ୍ଷକଙ୍କୁ ନିଯୁକ୍ତି ଦେଇଛି ଓଡ଼ିଶା କ୍ରିକେଟ ଆସୋସିଏସନ୍ । ଘୋଷଣା ହୋଇଛି ସେମାନଙ୍କ ତାଲିକା । ବିଭିନ୍ନ ବର୍ଗରେ ଉଭୟ ପୁରୁଷ ଓ ମହିଳା ଦଳ ପାଇଁ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ କୋଚ୍ ନାଁ ଘୋଷଣା ହୋଇଛି ।  ମୁଖ୍ୟ କୋଚ୍ ଓ୍ୱାସିମ୍…