Latest Odisha News

BREAKING NEWS

ମନେ ପଡ଼ନ୍ତି ‘ନୂମା’

ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ସେବା, ସଙ୍କଳ୍ପ, ସଂଗ୍ରାମ ଓ ତ୍ୟାଗର ପ୍ରତୀକ ମାଳତୀ ଚୌଧୁରୀ । ୧୯୦୪ ଜୁଲାଇ ୨୬ରୁ ୧୯୯୮ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ତାଙ୍କ ଜୀବନ କାଳ ଦୀର୍ଘ ୯୪ ବର୍ଷର । ପିଲାଦିନେ ବାପା ବାରିଷ୍ଟର କୁମୁଦ ସେନ୍‌ଙ୍କୁ ହରାଇବା ପରେ ମା’ ସ୍ନେହଲତା ସେନ୍‌ଙ୍କ…

ରାଜ୍‌ କୁନ୍ଦ୍ରାଙ୍କ ବ୍ୟାଙ୍କ ଆକାଉଣ୍ଟ ସିଜ୍‌ କଲା କ୍ରାଇମବ୍ରାଞ୍ଚ

କାନପୁର: ଅଶ୍ଳୀଳ ରାକେଟ୍‌ ମାମଲାରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ରବିବାର ଦିନ କାନପୁରରେ ବ୍ୟବସାୟୀ ତଥା ଅଭିନେତା ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଦୁଇଟି ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟ ଜବତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଅଧିକାରୀ କହିଛନ୍ତି।…

ମୀରାବାଇଙ୍କ ରୌପ୍ୟ ପଦକ ସ୍ୱର୍ଣ୍ଣ ହେବା ସମ୍ଭାବନା ସୃଷ୍ଟି, ଝିହୁଇ ହୋଙ୍କ ଡୋପ ଟେଷ୍ଟ ହୋଇପାରେ !

ନୂଆଦିଲ୍ଲୀ: ଭାରତୀୟ ୱେଟ ଲିଫ୍ଟର ମୀରାବାଇ ଚାନୁ ଅଲିମ୍ପିକ୍ସରେ ହାସଲ କରିଥିବା ରୌପ୍ୟ ପଦକ ସ୍ୱର୍ଣ୍ଣରେ ପରିଣତ ହେବା ସମ୍ଭାବନା ସୃଷ୍ଟି ହୋଇଛି । ଶନିବାର ଟୋକିଓ ଅଲିମ୍ପିକ୍ସ ମହିଳା ୱେଟ ଲିଫ୍ଟିଂରେ ଚୀନର ଝିହୁଇ ହୋ ୨୧୦ କେଜି ଭାର ଉଠାଇ ନୂତନ ଅଲିମ୍ପିକ ରେକର୍ଡ ସହ ସ୍ୱର୍ଣ୍ଣ ପଦକ…

ଦେଶକୁ ଖୁବ୍‌ ଶୀଘ୍ର ମିଳିପାରେ ଆଉ ଏକ ସ୍ୱଦେଶୀ ଟିକା

ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର ଭାରତକୁ ମିଳିପାରେ ଆଉ ଏକ କରୋନା ଟିକା। ପ୍ରସ୍ତୁତି ଜୋରସୋରରେ ଚାଳିଛି। ଚୂଡାନ୍ତ ଫଳ ଆସିବା ପରେ ଏହା ସାଧାରଣ ନାଗରିକଙ୍କ ଲାଗି ଉପଲବ୍ଧ ହେବ ବୋଲି ହାଇଦ୍ରାବାଦ ସ୍ଥିତ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ବାୟୋଲୋଜିକାଲ ଇ ସୂଚନା ଦେଇଛି। ଏହି କମ୍ପାନୀ ଏକ…

ଟେନିସ,ଟିଟି,ନୌଚାଳନାରେ ନୈରାଶ୍ୟ ପ୍ରଦର୍ଶନ ଜାରୀ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରହିଛି । ଟେନିସ ପୁରୁଷ ସିଙ୍ଗଲ୍ସରେ ସୁମିତ ନାଗଲ ରୁଷିଆର ଡେନିଲ ମେଦୱେଦବଙ୍କ ନିକଟରୁ ୬-୨, ୬-୧ ସେଟରେ ପରାଜିତ ହୋଇଛନ୍ତି । ସେହିପରି ଟେବୁଲ ଟେନିସ ମହିଳା ସିଙ୍ଗଲ୍ସ ବିଭାଗରେ ସୁତୀର୍ଥ ମୁର୍ଖାଜୀ ଦ୍ୱିତୀୟ ରାଉଣ୍ଡରେ…

ଧୋନି ‘ମାଏ ଜାନ୍‌’….

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର ସିଂ ଏବଂ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ବ୍ରୋମାନ୍ସ ଇଣ୍ଟରନେଟରେ ହିଟ୍‌ କରିଛି। ଇଣ୍ଟରନେଟ୍‌ ବ୍ୟବହାରୀଙ୍କ ହୃଦୟ ଜିତୁଛି ରଣବୀର ଓ ଧୋନିଙ୍କ ଏପିକ୍‌ ବ୍ରୋମାନ୍ସ। ନିକଟରେ ମୁମ୍ବାଇରେ ଚାଲିଥିବା ଅଲ୍ ଷ୍ଟାର୍ସ ଫୁଟବଲ୍…

କଙ୍ଗନାଙ୍କ ଆବେଦନ ଶୁଣୁନାହାନ୍ତି କୋର୍ଟ

ମୁମ୍ବାଇ: ଗୀତିକାର ଜାଭେଦ୍ ଅଖତରଙ୍କ ଓକିଲ ବମ୍ବେ ହାଇକୋର୍ଟଙ୍କୁ ସୂଚାଇ ଦେବା ପରେ ଅଭିନେତା କଙ୍ଗନା ରାନାୱତ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଜାଭେଦ ଅଖତରଙ୍କ ମାନହାନି ମାମଲାର ସମସ୍ତ ପ୍ରକ୍ରିୟା ବନ୍ଦ କରିବାକୁ କଙ୍ଗନା ବମ୍ବେ ହାଇକୋର୍ଟରେ ଏକ ଆବେଦନ କରିଥିଲେ। ଅଖତରଙ୍କ ପାଇଁ ହାଜର…

ଇତିହାସ ରଚିଲେ ଜାପାନର ୧୩ ବର୍ଷୀୟା ମୋମିଜି

ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସରେ ଜାପାନର ମୋମିଜି ନିଶାୟା ଇତିହାସ ରଚିଛନ୍ତି । ସ୍କେଟବୋର୍ଡିଂ ବ୍ୟକ୍ତିଗତ ମହିଳା ବିଭାଗରେ ସେ ସ୍ୱର୍ଣ୍ଣ ପଦକ ଜିତି ନିଜ ନାମ ସ୍ୱର୍ଣ୍ଣିର୍ମ ଅକ୍ଷରରେ ଲିପିବଦ୍ଧ କରିଛନ୍ତି । ଜାପାନର ସର୍ବକନିଷ୍ଠ ଖେଳାଳି (୧୩ ବର୍ଷ ୩୩୦ ଦିନ) ଭାବେ ସେ ଅଲିମ୍ପିକ୍ସରେ…

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଲେ ୟେଦିୟୁରପ୍ପା, ଘୋଷଣା ବେଳେ ଭାବୁକ ହେଲେ

ନୂଆଦିଲ୍ଲୀ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଚର୍ଚ୍ଚା ଉପରେ ଯବନିକା ପଡ଼ିଛି । ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବି. ଏସ୍. ୟେଦିୟୁରପ୍ପା । ନିଜେ ଇସ୍ତଫା ନେଇ ଘୋଷଣା କରିଛନ୍ତି । ଅପରାହ୍ଣ ୪ଟାରେ ସେ ରାଜ୍ୟପାଳଙ୍କୁ ଭେଟିବେ । ଇସ୍ତଫା ଘୋଷଣା ବେଳେ ବେଶ ଭାବୁକ…

ଓଡ଼ିଶା ହାଇକୋର୍ଟର ପ୍ରଥମ ମୁଖ୍ୟ ବିଚାରପତି ବୀର କିଶୋର ରାୟଙ୍କ ଶ୍ରାଦ୍ଧବାର୍ଷିକୀ

ସମ୍ମାନୀୟ ସ୍ବର୍ଗତଃ ବୀର କିଶୋର ରାୟ ଓଡ଼ିଶା ମୁଖ୍ୟ ବିଚାରଳୟର ପ୍ରଥମ ମୁଖ୍ୟ ବିଚାରପତି ଅଟନ୍ତି । ସେ ଅନୁଷ୍ଠାନର ଜନକ କହିଲେ ଅତ୍ୟୁକ୍ତି ହେବ ନାହିଁ । ନୟାଗଡ଼ର ପ୍ରତିଷ୍ଠିତ ରାଜ ପରିବାରରେ ତା୨୧.୧୦.୧୮୯୧ ମସିହାରେ ଜନ୍ମଗ୍ରହଣ କରିଥିଲେ । ଅଭିଭକ୍ତ ବଙ୍ଗର ଏହି ଯୋଗ୍ୟ ସନ୍ତାନ ଯେତେବେଳେ…