Latest Odisha News

BREAKING NEWS

ମୁକ୍ତେଶ୍ୱର ଉତ୍ସବର ଦ୍ୱିତୀୟ ସଂଧ୍ୟା, ଓଡିଶୀ ନୃତ୍ୟର କମନୀୟ ପ୍ରଦର୍ଶନ

ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ ମୁକ୍ତେଶ୍ୱର ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଭରପୁର ଦର୍ଶକ ଓଡ଼ିଶୀ ନୃତ୍ୟକୁ ଉପଭୋଗ କରିଥିଲେ । ସଂଧ୍ୟାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଶିବ ବନ୍ଦନା ଉମା ମହେଶ୍ୱର ସ୍ତ୍ରୋତ୍ରରୁ, ଯାହାକୁ ପରିବେଶଣ କରିଥିଲେ ସ୍ୱପ୍ନେଶ୍ୱର ଚକ୍ରବର୍ତ୍ତୀ ଓ ସାଥୀ ।…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ ତା୧୬-୧-୨୦୨୧ ଶନିବାର ଆଜି ଦିନର ମହତ୍ତ୍ୱ  ଆଜି ହେଉଛି ୨୦୨୧ ମସିହା ଜାନୁଆରୀ ତା ୧୬ ରିଖ ଶନିବାର ମକର ୩ ଦିନ ପୌଷ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି ଶତଭିଷା ନକ୍ଷତ୍ର କୁମ୍ଭ ଚନ୍ଦ୍ର ଘାତ ବାର-: ବୃଷ ସିଂହ ଓ କନ୍ୟା ରାଶିର ଘାତ ଚନ୍ଦ୍ର-: ମିଥୁନ ରାଶି ପୁରଷ ଓ…

ନବୀନ ପୁଣି ନମ୍ବର ଏକ ନମ୍ବର: ଏବିପି ନ୍ୟୁଜ୍‌

ଭୁବନେଶ୍ୱର : ଏବିପି ନ୍ୟୁଜ୍ ପକ୍ଷରୁ କରାଯାଇଥିବା ଏକ ସର୍ଭେରେ ନବୀନ ପଟ୍ଟନାୟକ ଏକ ନମ୍ବର ମୁଖ୍ୟମନ୍ତ୍ରୀ ବୋଲି ଜଣାପଡିଛି । ମୁଖ୍ୟମନ୍ତ୍ରୀମାନଙ୍କର ରାଜ୍ୟ ପାଇଁ କରିଥିବା କାମ ଓ ଲୋକଙ୍କ ମତ ଆଧାରରେ ଏହି ସର୍ଭେ କରାଯାଇଥିଲା । ଏହି ସର୍ଭେରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଦିଲ୍ଲୀ…

ପ୍ରଥମ ପର୍ଯ୍ୟାୟ କୋଭିଡ୍ ଟିକାକରଣ ପାଇଁ ସୁନ୍ଦରଗଡ଼ ପ୍ରସ୍ତୁତ, ୮ଟି କେନ୍ଦ୍ରରେ ଦିଆଯିବ ଟିକା

ସୁନ୍ଦରଗଡ଼ : ଆସନ୍ତାକାଲିଠାରୁ ପ୍ରଥମ ପର୍ଯ୍ୟାୟ କୋଭିଡ୍ ଟିକାକରଣ ଆରମ୍ଭ ହେଉଛି। ଏହି ପ୍ରକ୍ରିୟାରେ ସୁନ୍ଦରଗଡ଼ ଜିଲ୍ଲା ମଧ୍ୟ ସାମିଲ ହୋଇଛି। ଜିଲ୍ଲାରେ ୮ଟି କେନ୍ଦ୍ର କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାକୁ ୧୧ ହଜାର ୫୦ଟି ଟିକା ଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ…

ଅବସର ନେଲେ ଇଂଲଣ୍ଡର ମହାନ ଫୁଟବଲ ଖେଳାଳି ରୁନୀ

ଲଣ୍ଡନ:ଇଂଲଣ୍ଡ ଫୁଟବଲର ମହାନ ଖେଳାଳି ଭାବେ ବିବେଚିତ ୱେନ ରୁନୀ ଶୁକ୍ରବାର ଅବସର ଘୋଷଣା କରିଛନ୍ତି । ଅବସର ନେବା ପରେ ଏହି ପ୍ରତିଷ୍ଠିତ ଖେଳାଳି ଡର୍ବି କାଉଂଟିର ମ୍ୟାନେଜର ଦାୟିତ୍ୱ ତୁଲାଇବେ । କ୍ଲବ ତାଙ୍କ ସହ ଅଢ଼େଇ ବର୍ଷ ପାଇଁ ଚୁକ୍ତି କରିଛି । ଆନ୍ତର୍ଜାତୀୟ ସ୍ତରରେ ରୁନୀ ଇଂଲଣ୍ଡ…

ଲତା ମଙ୍ଗେସକରଙ୍କ ସମାଲୋଚନା ସହ୍ୟ କରିପାରିଲେନି ଅଦନାନ, ବିବେକ

ମୁମ୍ବାଇ: ଭାରତର ମହାନ ଗାୟିକା ଲତା ମଙ୍ଗେସକରଙ୍କ ସମାଲୋଚନା କରି ସୋସିଆଲ ସାଇଟରେ ଜଣେ ଯୁବକ ଲୋକଙ୍କ ଆକ୍ରୋଶର ଶୀକାର ହୋଇଛି । ଏପରି କି ଅଦନାନ ସାମି ଓ ବିବେକ ଅଗ୍ନିହୋତ୍ରୀ ମଧ୍ୟ ଉକ୍ତ ପ୍ରଶଂସକ ଉପରେ ବିରକ୍ତ ହୋଇଛନ୍ତି । ଘଟଣାଟି ଏହିପରି.. ଗୁରୁବାର ଅଦନାନ ସାମି ସୋସିଆଲ ମିଡିଆରେ…

ସୟେଦ ମୁସ୍ତାକ ଅଲି ଟ୍ରଫିରେ ଖେଳିଲେ ସଚିନଙ୍କ ପୁଅ ଅର୍ଜୁନ

ମୁମ୍ବାଇ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁତ୍ର ଅର୍ଜୁନ ଶୁକ୍ରବାର ସୟେଦ ମୁସ୍ତାକ ଅଲୀ ଟ୍ରଫିରେ ମୁମ୍ବାଇ ସିନିୟର କ୍ରିକେଟ ଟିମ ପକ୍ଷରୁ ପ୍ରଥମ ଥର ପାଇଁ ଖେଳିଛନ୍ତି । ଏହି ମ୍ୟାଚରେ ସେ ଗୋଟିଏ ଉଇକେଟ ହାସଲ କରିଥିଲେ ମଧ୍ୟ ପ୍ରଦର୍ଶନ ସେତେଟା ପ୍ରଭାବୀ ନ ଥିଲା । ସେ ୩ ଓଭର…

ଅପମାନ: ମାଲେସିଆ ଜବତ କଲା ପାକିସ୍ତାନର ବିମାନ

କୁଆଲାଲମ୍ପୁର: ପାକିସ୍ତାନ ଶୁକ୍ରବାର ଘୋର ଅପମାନର ସମ୍ମୁଖୀନ ହୋଇଛି । ବନ୍ଧୁ ଦେଶ ଭାବେ ପରିଚିତ ମାଲେସିଆ ପାକିସ୍ତାନ ଆନ୍ତର୍ଜାତୀୟ ଏୟାରଲାଇନ୍ସର ଏକ ବିମାନକୁ ଜବତ କରିଛି । ସ୍ଥାନୀୟ କୋର୍ଟଙ୍କ ଆଦେଶ ପରେ କର୍ତୃପକ୍ଷ ଏହି ପଦକ୍ଷେପ ଗ୍ରହଣ କରିଛି । ୨୦୧୫ରେ ଭିଏତନାମ କମ୍ପାନୀରୁ ଲିଜ୍…

ଦିଆସିଲି କାଠିରେ ଯୁଦ୍ଧ ଟ୍ୟାଙ୍କ, ଯବାନଙ୍କୁ ଶାସ୍ୱତଙ୍କ ନିଆରା ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ସେନା ଦିବସ ଅବସରରେ ଶୁକ୍ରବାର ଦିନ ଓଡିଶା କଳାକାର ଶାସ୍ୱତ ରଂଜନ ସାହୁ ଦିଆସିଲି କାଠିରେ ଏକ ଯୁଦ୍ଧ ଟ୍ୟାଙ୍କରର ମଡେଲ ତିଆରି କରିଛନ୍ତି। ସୂଚନା ଅନୁସାରେ ସେ ଏଥିପାଇଁ ୨,୨୫୬ ଦିଆସିଲି କାଠିର ବ୍ୟବହାର କରିଛନ୍ତି। ଆଉ ଏହି ମଡେଲକୁ ତିଆରି କରିବା ପାଇଁ ତାଙ୍କୁ ୬ ଦିନ ସମୟ…

ବିଦ୍ୟା ବାଲାନ ଅଭିନୀତ ଶର୍ଟଫିଲ୍ମ ନଟଖଟ ଓସ୍କାର ପୁରସ୍କାର ରେସରେ ସାମିଲ

ମୁମ୍ବାଇ: ବିଦ୍ୟା ବାଲାନ ଅଭିନୀତ ଶର୍ଟଫିଲ୍ମ ନଟଖଟ ୨୦୨୧ ଓସ୍କାର ପୁରସ୍କାର ରେସରେ ସାମିଲ ହୋଇଛି । ରନୀ ସ୍କ୍ରିଉୱାଲ ଭିଡିଓ ପ୍ରଡକ୍ସନ ତାର ଅଫିସିଆଲ ସୋସିଆଲ ମିଡିଆରେ ଏ ନେଇ ସୂଚନା ଦେଇଛନ୍ତି । ନଟଖଟ ଶଟଫିଲ୍ମ କ୍ୟାଟାଗୋରୀରେ ସାମିଲ ହୋଇଛି । ବିଦ୍ୟା ବାଲାନ କହିଥିଲେ ଅଶାନ୍ତ ବର୍ଷ…