ଆଜି କେନ୍ଦ୍ର ସରକାର ଏବଂ କୃଷକଙ୍କ ମଧ୍ୟରେ ନବମ ପର୍ଯ୍ୟାୟ ଆଲୋଚନା
ନୂଆଦିଲ୍ଲୀ: ଦେଶରେ କୃଷି ସଂସ୍କାର ପାଇଁ ପାରିତ ହୋଇଥିବା ତିନିଟି କୃଷି ଆଇନ ବିରୋଧରେ ସରକାର ପୁନର୍ବାର ଆନ୍ଦୋଳନକାରୀ କୃଷକଙ୍କ ସହ ଆଲୋଚନା କରିବେ। ଆଜି କେନ୍ଦ୍ର ସରକାର ଏବଂ କୃଷକ ସଂଗଠନ ମଧ୍ୟରେ ନବମ ପର୍ଯ୍ୟାୟ ଆଲୋଚନା ହେବ। ସୁପ୍ରିମକୋର୍ଟଙ୍କ ଦ୍ୱାରା ବିଶେଷଜ୍ଞ…