Latest Odisha News

BREAKING NEWS

ବ୍ରିଟେନର କେମ୍ବ୍ରିଜ ଆସେସମେଣ୍ଟ ଇଣ୍ଟରନ୍ୟାସନାଲ୍ ଏଜୁକେସନ୍ ସହ ଅନୁବନ୍ଧିତ ହେଲା ଓଡ଼ିଶାର ସାଇ ଇଣ୍ଟରନ୍ୟାସନାଲ୍…

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ସାଇ ଇଣ୍ଡରନ୍ୟାସନାଲ୍ ସ୍କୁଲର ଆଉ ଏକ ବଡ଼ ଉପଲବ୍ଧି । ବ୍ରିଡେନର କେମ୍ବ୍ରିଜ ଆସେସମେଣ୍ଟ ଇଣ୍ଟରନ୍ୟାସନାଲ୍ ଏଜୁକେସନ୍ ସହ ଅନୁବନ୍ଧିତ ହୋଇଛି ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ । ଏହାଦ୍ୱାରା ଛାତ୍ରଛାତ୍ରୀଙ୍କୁ ବିଶ୍ୱର ଅଗ୍ରଣୀ କେମ୍ବ୍ରିଜ ପ୍ରୋଗ୍ରାମ…

ଅଭିନେତ୍ରୀ ଖୁସ୍‌ବୁ ସୁନ୍ଦରଙ୍କ ଟ୍ୱିଟର ଆକାଉଣ୍ଟ୍ ହ୍ୟାକ୍

ନୂଆଦିଲ୍ଲୀ: ଅଭିନେତ୍ରୀ ତଥା ରାଜନେତ୍ରୀ ଖୁସ୍‌ବୁ ସୁନ୍ଦରଙ୍କ ଟ୍ୱିଟର ଆକାଉଣ୍ଟକୁ ପୁଣି ଥରେ ହ୍ୟାକ୍ କରାଯାଇଛି। ଏହାପୂର୍ବରୁ, ଏପ୍ରିଲ୍ ୨୦୨୦ରେ ତାଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ହୋଇଥିଲା। ଯାହା ପରେ ସେ ତାଙ୍କ ପ୍ରଶଂସକଙ୍କ ସାହାଯ୍ୟ ଲୋଡଥିଲେ। ଏଥର କିନ୍ତୁ ହ୍ୟାକର୍ ପ୍ରୋଫାଇଲ୍ ନାମକୁ…

ପୁଣି ଫେରୁଛନ୍ତି କ୍ରାଇମ୍‌ ମାଷ୍ଟର ଗୋଗୋ!

ମୁମ୍ବାଇ: ଅଭିନେତା ଶକ୍ତି କପୁରଙ୍କ ନିଆରା ଅଭିନୟ ଶୈଳୀକୁ ଅନେକ ଲୋକ ପସନ୍ଦ କରନ୍ତି। ହିନ୍ଦୀ ଚଳଚ୍ଚିତ୍ର ଜଗତରେ ଭିନ୍ନ ଭିନ୍ନ ଭୂମିକାରେ ସେ ଦର୍ଶକଙ୍କ ମନ ଜିଣିପାରିଛନ୍ତି। ତେବେ, ଅନ୍ଦାଜ୍‌ ଆପ୍‌ନା ଆପ୍‌ନା ଫିଲ୍ମରେ କ୍ରାଇମ ମାଷ୍ଟର ଗୋଗୋଙ୍କ ଚିତ୍ରଣ ସବୁଠାରୁ ଲୋକପ୍ରିୟ ହୋଇଥିଲା।…

ଶିମିଳିପାଳ ଅଭୟାରଣ୍ୟରୁ ୩ ଶିକାରୀ ଓ ୩ କାଠ ଚୋର ଗିରଫ

ବାରିପଦା: ଶିମିଳିପାଳ ଉତ୍ତର ବନଖଣ୍ଡ ଉପରେ ପଶୁ ଶିକାରୀ ଓ କାଠ ମାଫିଆଙ୍କ ଲୋଲୁପ ଦୃଷ୍ଟି । ଗୁରୁଗୁଡ଼ିଆ ରେଞ୍ଜ ଅନ୍ତର୍ଗତ ଉତ୍ତରାସ ନିକଟ ରିଜର୍ଭ ଜଙ୍ଗଲରେ ପାଟ୍ରୋଲିଂ ବେଳେ ୩ ଜଣ ପଶୁ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ । ସେମାନଙ୍କ ନିକଟରୁ ୭ କେଜି କୁଟୁରା ମାଂସ ଓ ପଶୁ ଶିକାରରେ…

ଭାରତରେ ବ୍ୟବହୃତ ସମସ୍ତ କ୍ୟାଡ୍‌ବରୀ ପ୍ରଡକ୍ଟ ୧୦୦ ପ୍ରତିଶତ ଶାକାହାରୀ

ନୂଆଦିଲ୍ଲୀ: ଡାଏରୀ ମିଲ୍କ ଚକୋଲେଟ୍ ନିର୍ମାତା କ୍ୟାଡବରୀ ଏକ ସ୍ପଷ୍ଟୀକରଣ ଜାରି କରିଛି ଯେ ଭାରତରେ ପ୍ରସ୍ତୁତ ହେଉଥିବା କୌଣସି ଡାଏରୀ ଉତ୍ପାଦରେ କମ୍ପାନୀ ଗୋମାଂସ ବ୍ୟବହାର କରୁନାହିଁ। ଭାରତରେ ପ୍ରସ୍ତୁତ ହେଉଥିବା ସମସ୍ତ ଡାଏରୀ ପ୍ରଡକ୍ଟ ୧୦୦ ପ୍ରତିଶତ ଶାକାହାରୀ। ମୋଣ୍ଡେଲେଜ…

ଭାରତରୁ ବିମାନ ଉଡାଣ ଉପରେ କଟକଣା ବଢାଇଲା ଏହି ଦେଶ

ନୂଆଦିଲ୍ଲୀ: ସମଗ୍ର ବିଶ୍ବରେ ଡେଲ୍‌ଟା ପ୍ରଜାତିର କ୍ଷୀପ୍ର ସଂକ୍ରମଣକୁ ନେଇ ଆଶଙ୍କା ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ବୈଜ୍ଞାନିମାନେ ମଧ୍ୟ ଚେତାଇ ଦେଇଛନ୍ତି ସତର୍କ ନ ରହିଲେ ସ୍ଥିତି ଗମ୍ଭୀର ହୋଇଯିବ। ଏହି ପରିପ୍ରେକ୍ଷୀରେ କାନାଡା ସରକାର ଭାରତରୁ ବିମାନ ଉଡାଣ ଉପରେ କଟକଣାକୁ ବୃଦ୍ଧି…

ପାରଳାଖେମୁଣ୍ଡି ACF ମୃତ୍ୟୁ ମାମଲା: ସୌମ୍ୟରଞ୍ଜଙ୍କ ମାଆ ନା ପତ୍ନୀ, କିଏ କହୁଛନ୍ତି ସତ ?

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଅଡୁଆ ସୂତାରେ ଗୋଡେଇ ହୋଇଛି । ଦିନ ଗଡ଼ିବା ସହ ରହସ୍ୟ ବଢୁଛି । ସାମନାକୁ ଆସୁଛି ନୂଆ ନୂଆ କଥା । ସୌମ୍ୟଙ୍କ ପତ୍ନୀ ତଥା ବୋହୂ ବିଦ୍ୟାଭାରତୀଙ୍କ ଉପରେ ପରିବାର ଲୋକ ଅଭିଯୋଗର ଲମ୍ବା ତାଲିକା ଦେଇଛନ୍ତି । ଏହାପରେ…

ଅଶ୍ଳୀଳ ଭିଡିଓ ମାମଲା; ରାଜ୍‌ଙ୍କ ପରେ ଆଉ ଜଣେ ଷଡଯନ୍ତ୍ରକାରୀ ଗିରଫ

ମୁମ୍ବାଇ: ଗତକାଲି ବିଳମ୍ବିତ ରାତିରେ ପ୍ରତିଷ୍ଠିତ ବ୍ୟବସାୟୀ ତଥା ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବୀମୀଙ୍କୁ ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚ୍‌ ଗିରଫ କରିଛି। ତେବେ ମୁମ୍ବାଇରେ ଅଶ୍ଳୀଳ ଭିଡିଓ ନିର୍ମାଣ ପାଇଁ ଆଜି ଆଉ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ପୋଲିସ ଗିରଫ କରିଥିବା ଜଣାପଡ଼ିଛି। ରିଆନ୍…

ରଥାରୁଢ଼ ହେଲେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ଜନ୍ମବେଦୀ ଛାଡ଼ି ବାହୁଡ଼ା ଯାତ୍ରାରେ ବାହାରିଛନ୍ତି ମହାପ୍ରଭୁ । ଧାଡ଼ି ପହଣ୍ଡିରେ ଆସି ରଥାରୁଢ଼ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ପରେ ବଡ଼ ଠାକୁର ଶ୍ରୀବଳଭଦ୍ର ରଥେ ବିଜେ କରିଛନ୍ତି । ସେମାନଙ୍କ ପରେ ପହଣ୍ଡିରେ ଆସି ରଥାରୁଢ଼ ହୋଇଥିଲେ ଦେବା…

ବିବାହ କରିବାକୁ କହିବାରୁ ଜୀବନ ହାରିଲେ ଯୁବକ

କୋଲକାତା: ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁ ପଞ୍ଚାୟତ ଦ୍ୱାରା ଜଣେ ଝିଅ ସହ ବଳପୂର୍ବକ ବିବାହ କରିବା କହିବାରୁ ଜଣେ ୨୦ ବର୍ଷ ବୟସ୍କ ଯୁବକ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି। ଏହି ଯୁବକ ଜଣକ ମାଲଦା ଜିଲ୍ଲାର ମାଣିକଚକ ଗାଁର ବୋଲି ଜଣାପଡିଛି। ରବିବାର…