Latest Odisha News

BREAKING NEWS

ବିଶ୍ୱ ଧନୀ ବ୍ୟକ୍ତି ତାଲିକାରେ ୧୩ତମ ସ୍ଥାନକୁ ଖସିଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ଚେୟାରମ୍ୟାନ୍ ତଥା ଏମଡି ମୁକେଶ ଅମ୍ବାନୀ ବିଶ୍ୱର ସବୁଠାରୁ ଧନୀ ବିଲିୟନେୟାର ତାଲିକାରେ ସ୍ଥାନ ପାଇଛନ୍ତି। ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ଭାରତର ସବୁଠାରୁ ଧନୀ ବ୍ୟକ୍ତି ଅମ୍ବାନୀ ବର୍ତ୍ତମାନ ଏହି ତାଲିକାରେ ୧୩ ତମ…

ହାପି ବାର୍ଥ ଡେ ଫରାହ ଖାନ୍‌

ନୂଆଦିଲ୍ଲୀ: ବଲିଉଡ କୋରିଓଗ୍ରାଫର ତଥା ନିର୍ଦ୍ଦେଶକ ଫରାହ ଖାନ ଆଜି ୫୬ ତମ ଜନ୍ମଦିନ ପାଳନ କରୁଛନ୍ତି। ଫରାହ ଖାନ ଏପର୍ଯ୍ୟନ୍ତ ୧୦୦ ରୁ ଅଧିକ ଗୀତରେ କୋରିଓଗ୍ରାଫି କରିଛନ୍ତି। କିନ୍ତୁ ଫରାହଙ୍କ ବଲିଉଡ ଯାତ୍ରା ଏତେ ସହଜ ନଥିଲା। ଏହି ମାଇଲଖୁଣ୍ଟ ହାସଲ କରିବାକୁ ତାଙ୍କୁ ବହୁତ ସଂଘର୍ଷ…

ସିଡନୀ ଟେଷ୍ଟ: ଭାରତ ପ୍ରଥମ ଇନିଂସରେ ୨୪୪ ରନରେ ଅଲଆଉଟ୍

ସିଡନୀ: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟରେ ବ୍ୟାକଫୁଟରେ ଟିମ ଇଣ୍ଡିଆ । ପ୍ରଥମ ଇନିଂସରେ ଭାରତ ୨୪୪ ରନରେ ଅଲଆଉଟ୍ ହୋଇଛି । ମ୍ୟାଚର ତୃତୀୟ ଦିନରେ ଭାରତ ସମସ୍ତ ଓ୍ୱିକେଟ ଫିଙ୍ଗି ଦେଇଛି । ପ୍ରଥମ ଇନିଂସ ଆଧାରରେ ୯୪ ରନରେ ଅଗ୍ରଣୀ ରହିଛି ଅଷ୍ଟ୍ରେଲିଆ । ଭାରତ ପକ୍ଷରୁ ଚେତେଶ୍ୱର ପୂଜାରା…

ମହାରାଷ୍ଟ୍ର ଭଣ୍ଡାରା ସ୍ଥିତ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ, ୧୦ ନବଜାତ ଜୀବନ୍ତ ଦଗ୍ଧ

ଭଣ୍ଡାରା (ମହାରାଷ୍ଟ୍ର): ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ । ମହାରାଷ୍ଟ୍ର ଉଣ୍ଡାରାରେ ଅଗ୍ନିକାଣ୍ଡ ଘଟି ୧୦ ନବଜାତ ଶିଶୁ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଏହି ଘଟଣା ପରେ ଅନ୍ୟ ନବଜାତ ଶିଶୁଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । ଭଣ୍ଡାରା ଜିଲ୍ଲା ଜେନେରାଲ୍ ହସ୍ପିଟାଲରେ ବିଳମ୍ବିତ ରାତି…

ଟ୍ରମ୍ପଙ୍କ ଟ୍ବିଟର ଆକାଉଣ୍ଟ ସମ୍ପୂର୍ଣ୍ଣ ବନ୍ଦ

ନୂଆଦିଲ୍ଲୀ: ଆମେରିକାର ସଂସଦ ପରିସରରେ ହିଂସା ପରେ ଟ୍ୱିଟର ପକ୍ଷରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟକ୍ତିଗତ ଆକାଉଣ୍ଟକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି। ହିଂସା ବଢ଼ିବା ଆଶଙ୍କାକୁ ଦୃଷ୍ଟିରେ ରଖି ଟ୍ୱିଟର ଏହି ନିଷ୍ପତ୍ତି ନେଇଛି। ଆମେରିକାରେ ହୋଇଥିବା ହିଂସା ପରେ ନିକଟରେ…

କବିତା:ପ୍ରେମିକ

ଦିପୁନ୍ ପୁହାଣ ଶେଷକୁ ମୁଁ ତା'ର ନାଁ ଦେଲି 'ନଦୀ', ସେ ଖାଲି ଅଳପ ହସିଲା ଓ ବୋଧ ଦିଆ କୁନି ଶିଶୁଟି ପରି ବହିଗଲା ମୋ ଅନୁର୍ବର ଭୂମିଖଣ୍ଡ ଉପରେ.. ଆରମ୍ଭରୁ ମୁଁ ତାକୁ 'ଜହ୍ନ' ବୋଲି ଡାକିଥିଲି, ଅତୁଟ ସ୍ନେହରେ.. ସେତେବେଳେ ସେ ସତେଜ ଦିଶୁଥିଲା, ତା' ଦେହଯାକ ଭରିଥିଲା…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶି ଫଳ ତା୯-୧-୨୦୨୧ ଶନିବାର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୨୧ ମସିହା ଜାନୁଆରୀ ତା ୯ ରିଖ ଶନିବାର ଧନୁ ୨୬ ଦିନ ପୌଷ ମାସ କୃଷ୍ଣ ପକ୍ଷ ଏକାଦଶୀ ତିଥି ବିଶାଖା ନକ୍ଷତ୍ର ବିଛା ଚନ୍ଦ୍ର ଘାତ ବାର-: ବୃଷ,ସିଂହ ଓ କନ୍ୟା ରାଶିର ଘାତ ଚନ୍ଦ୍ର-: ସିଂହ ,କନ୍ୟା ଓ ମକର…

ଚାଷୀ-କେନ୍ଦ୍ର ସରକାରଙ୍କ ଅଷ୍ଟମ ପର୍ଯ୍ୟାୟ ଆଲୋଚନା ବି ନିଷ୍ଫଳ

ନୂଆଦିଲ୍ଲୀ: ତାରିଖ ପରେ ତାରିଖ । ଆଲୋଚନା ପରେ ଆଲୋଚନା । କିନ୍ତୁ ଫଳ ଶୂନ । ଚାଷୀ ଆନ୍ଦୋଳନ ନେଇ ସମାଧାନର ବାଟ ବାହାରି ପାରୁନି । ଆଜି ବି କେନ୍ଦ୍ର ସରକାର ଓ ଚାଷୀଙ୍କ ମଧ୍ୟରେ ଅଷ୍ଟମ ପର୍ଯ୍ୟାୟ ଆଲୋଚନା ଫେଲ୍ ମାରିଛି । କୌଣସି ନିଷ୍ପର୍ଷ ବାହାରି ପାରିଲା ନାହିଁ । ଚାଷୀ ସଂଗଠନ ନୂଆ କୃଷି…

ଟିକା ସୁରକ୍ଷା ପାଇଁ ଜାରି ହେଲା ଏସଓପି, କଡାକଡ଼ି ପାଳନ କରିବାକୁ ନିର୍ଦ୍ଦେଶନାମା

ଭୁବନେଶ୍ୱର: ଆସନ୍ତା ସପ୍ତାହରୁ ଦେଶରେ ଆରମ୍ଭ ହୋଇପାରେ କରୋନା ଟିକାକରଣ । ତାପୂର୍ବରୁ ଦୁଇଟି ପର୍ଯ୍ୟାୟରେ ଡ୍ରାଏ ରନ୍ ହୋଇଛି । ଏବେ ଟିକାଗୁଡ଼ିକର ରକ୍ଷଣାବେକ୍ଷଣ ଓ ସୁରକ୍ଷା ପାଇଁ ଏସଓପି ଜାରି ହୋଇଛି । ଆଜି ସବୁ ଜିଲ୍ଲା ଓ ମହାନଗର ନିଗମକୁ ଏସଓପିକୁ କଡ଼ାକଡ଼ି ପାଳନ କରିବା ପାଇଁ…

କେନ୍ଦୁଝର ଜିଲ୍ଲାର ୫ଟି ହାଇସ୍କୁଲର ସବୁ ଶିକ୍ଷକ ଓ କର୍ମଚାରୀଙ୍କ ଜାନୁଆରୀ ମାସ ଦରମା ବନ୍ଦ

କେନ୍ଦୁଝର: ୯ ମାସ ପରେ ସ୍କୁଲ ଖୋଲିଲା । ବିଦ୍ୟାଳୟ ପରିସରକୁ ସଫାସୁତୁରା କରିବା ସହ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଜାରି ହୋଇଥିଲା ଏସଓପି । କିନ୍ତୁ ବିଦ୍ୟାଳୟ ଖୋଲିବାର ପ୍ରଥମ ଦିନରୁ କାର୍ୟ୍ୟରେ ଅବହେଳା ମହଙ୍ଗା ପଡ଼ିଲା । କେନ୍ଦୁଝର ଜିଲ୍ଲାର ୫ଟି ହାଇସ୍କୁଲ ଉପରେ…