ଆଗ୍ନିକମାନଙ୍କୁ ରାଜ୍ୟ ସରକାର ଯୋଗାଇଦେଲେ ଉନ୍ନତ ମାନର ସୁଟ୍
ଭୁବନେଶ୍ୱର: ନୂଆ ବର୍ଷରେ ଅଗ୍ନିଶମ କର୍ମଚାରୀମାନଙ୍କୁ ଫାୟାର ରେଜିଷ୍ଟାନ୍ସ ସୁଟ୍ ଯୋଗାଇ ଦିଆଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ୫୦୦ କର୍ମଚାରୀଙ୍କୁ ଏହା ଯୋଗାଇ ଦିଆଯାଇଛି । ପୂର୍ବରୁ ଖାକି ପୋଷାକ ପିନ୍ଧି ଆଗ୍ନିକମାନେ ନିଆଁ ଲିଭାଉଥିବା ବେଳେ ଅଧିକାଂଶ ସମୟରେ ସେମାନେ ପୋଡି ଯାଉଥିଲେ ।…