ବିଷାଦ ନଦୀର ପାଗଳ ମୂର୍ଚ୍ଛନା, ଓଡିଆ ଗୀତର ଅନନ୍ୟ ନାୟକ ଶାନ୍ତନୁ ମହାପାତ୍ର
କେଦାର ମିଶ୍ର
ଶାନ୍ତନୁ ମହାପାତ୍ରଙ୍କୁ ଯିଏ ଦେଖିଛି ଓ ଜାଣିଛି, ତା ଲାଗି ସେ ଏକ ବିଚିତ୍ର ବିରୋଧାଭାସ। ସବୁବେଳେ ଉତଫୁଲ୍ଲ, ହସହସ ଏବଂ ପ୍ରଚଣ୍ଡ କୁହାଳିଆ। ଅଥଚ ଓଡିଆ ସିନେମାରେ ଗଭୀର ବିଷାଦର ଗୀତ ସବୁକୁ ସେ ହିଁ ତିଆରି କରିଥିଲେ। ୧୯୬୨ରେ ତାଙ୍କର ପ୍ରଥମ ଓଡିଆ ସିନେମା “ସୂର୍ୟମୁଖୀ”।…