Latest Odisha News

ଆରପାରିରେ ନୋବେଲ୍ ବିଜେତା ଭିଏସ୍ ନଇପଲ୍

ନୂଆଦିଲ୍ଲୀ : ସାହିତ୍ୟରେ ନୋବେଲ୍ ପୁରସ୍କାର ପାଇଥିବା ଭାରତୀୟ ବଂଶୋଦ୍ଭବ ବ୍ରିଟିଶ୍ ଲେଖକ ଭିଏସ୍ ନଇପଲଙ୍କ ଦେହାନ୍ତ ଘଟିଛି । ୮୫ ବର୍ଷ ବୟସରେ ଲଣ୍ଡନସ୍ଥିତ ବାସଭବନରେ ତାଙ୍କର ମୃତ୍ୟୁ ଘଟିଥିଲା । ନଇପଲ୍ ଏକାଧାରାରେ ଜଣେ ପ୍ରସିଦ୍ଧ ଲେଖକ, ଔପନ୍ୟାସିକ ଏବଂ ସାହିତ୍ୟିକ ଥିଲେ । ୧୯୩୨…

ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ଜାଭେରୀ

କଟକ/ଭୁବନେଶ୍ୱର : ଆଜି ଜଷ୍ଟିସ କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀ ଓଡିଶା ହାଇକୋର୍ଟର ୩୦ତମ ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହି ଶପଥ ପାଠ ଉତ୍ସବ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ…

ଆଜିଠୁ ୧୬ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା

ଭୁବନେଶ୍ୱର : ଆଜି ଠାରୁ ରାଜ୍ୟର ଦକ୍ଷିଣ ଓ ଉପକୂଳବର୍ତ୍ତି ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆଜି ଠାରୁ ୧୬ ତାରିଖ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ…

ଚିଲିକାରେ ପ୍ରଥମ ୱାଟର୍ ଏରୋଡ୍ରମ୍ ପାଇଁ ମିଳିଲା ସବୁଜ ସଙ୍କେତ

ଭୁବନେଶ୍ୱର : ଚିଲିକାର ନୀଳ ଜଳରାଶି ଭିତରେ ପ୍ରଥମ ୱାଟର୍ ଏରୋଡ୍ରମ୍ ପ୍ରତିଷ୍ଠା ନେଇ ହୋଇଥିବା ପ୍ରସ୍ତାବକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅନୁମୋଦନ କରିଛନ୍ତି । ସୁତରାଂ ଚିଲିକା ଭିତରେ ଜଳ ବିମାନ ବନ୍ଦର ବା ସି ପ୍ଲେନ୍ ପାଇଁ ସବୁଜ ସଙ୍କେତ ମିଳିଯାଇଛି । ଡିଜିସିଏ ପକ୍ଷରୁ…

କନଷ୍ଟେବଳ ଫିଟନେସ୍ ପରୀକ୍ଷାବେଳେ ଆଶାୟୀ ପ୍ରାର୍ଥୀଙ୍କ ମୃତ୍ୟୁ

ଭବାନୀପାଟଣା : ପୋଲିସ କନଷ୍ଟେବଳ ଚୟନ ପ୍ରକ୍ରିୟାବେଳେ ପ୍ରାର୍ଥୀଙ୍କ ମୃତ୍ୟୁ ଘଟିଛି । କଳାହାଣ୍ଡିର ଭବାନୀପାଟଣା ରିଜର୍ଭ ପଡିଆ ଠାରେ ଭାରତୀୟ ରିର୍ଜଭ ବାଟାଲିଅନ୍ ପକ୍ଷରୁ ଆୟୋଜିତ କନଷ୍ଟେବଳ ଚୟନ ପ୍ରକ୍ରିୟାରେ ଏହି ଅଘଟଣ ଘଟିଥିଲା । ସୂଚନା ଅନୁଯାୟୀ ଆଶାୟୀ ପ୍ରାର୍ଥିମାନେ ଶାରୀରିକ…

ବରୁଣ ଓ ଅନୁଷ୍କାଙ୍କ ‘ସୁଇଧାଗା’: ପ୍ରଥମଥର ପାଇଁ ଏକାଠି ଆସିବେ ନଜର

ବଲିଉଡରେ ପୁଣି ଏକ ଯୋଡିର କେମେଷ୍ଟ୍ରି ଦେଖିବାକୁ ମିଳିବ । ଅଭିନେତା ବରୁଣ ଧୱନ ଓ ଅଭିନେତ୍ରୀ ଅନୁଷ୍କା ଶର୍ମା ପ୍ରଥମଥର ପାଇଁ ଏକାଠି ସ୍କ୍ରିନ ଶେୟାର କରୁଛନ୍ତି । ‘ସୁଇଧାଗା’ ମେଡ୍ ଇନ୍ ଇଣ୍ଡିଆ, ନାମକ ଫିଲ୍ମରେ ଏହି ଦୁଇଜଣଙ୍କ କେମେଷ୍ଟ୍ରିକୁ ଦର୍ଶକ ଦେଖିବାକୁ ପାଇବେ । ଅନୁଷ୍କା…

ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ଗ୍ରୁପ୍ ଜିତିଲା ‘ବିଶ୍ୱ ଶିକ୍ଷା ପୁରସ୍କାର ୨୦୧୮’

ଭୁବନେଶ୍ୱର : ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ଏବଂ ସାଇ ଇଣ୍ଟରନ୍ୟାସନାଲ ରେସିଡ଼େନ୍ସିଆଲ ସ୍କୁଲ (ଏସଆଇଆରଏସ) ୨୦୧୮ ମସିହାର ସମ୍ମାନଜନକ ‘ୱାର୍ଲଡ ଏଜୁକେସନ ଆୱାର୍ଡ’ ର ବିଜେତା ହେବାର ଗୌରବ ଅର୍ଜନ କରିଛି । ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ‘ଇନୋଭେସନ ଇନ ଗ୍ଲୋବାଲ କୋଲାବରେଟିଭ ଲର୍ଣ୍ଣିଂ’ ନିମନ୍ତେ…

୧୩ଟି ଜିଲ୍ଲାରେ ବିଜୁଳି, ଘଡଘଡି ସହ ପ୍ରବଳ ବର୍ଷାର ସମ୍ଭାବନା

ଭୁବନେଶ୍ୱର : ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୧୩ଟି ଜିଲ୍ଲାକୁ ସର୍ତକ ସୂଚନା ଦିଆଯାଇଛି । ବଲାଙ୍ଗୀର, ନୂଆପଡା, ବରଗଡ, ସୋନପୁର, ବୌଦ୍ଧ,ଝାରସୁଗୁଡା, ସୁନ୍ଦରଗଡ, ଦେଓଗଡ, କେଉଁଝର, ଢେଙ୍କାନାଳ, ଅନୁଗୁଳ, ମୟୁରଭଞ୍ଜ ଓ ଖୋର୍ଦ୍ଧା ଆଦି ଜିଲ୍ଲାବାସୀଙ୍କୁ ସର୍ତକ ରହିବା ସହିତ ମତ୍ସଜୀବି…

ଶ୍ରୀମନ୍ଦିର ଦକ୍ଷିଣା ବନ୍ଦ ପ୍ରସଙ୍ଗ: ରୁଦ୍ଧଦ୍ୱାର ବୈଠକକୁ ସେବାୟତମାନଙ୍କ ଘୋର ବିରୋଧ

ପୁରୀ : ସୁପ୍ରିମକୋର୍ଟଙ୍କ ଆଦେଶ କ୍ରମେ ରାଜ୍ୟସରକାର ଦ୍ୱାରା ଶ୍ରୀମନ୍ଦିର ସଂସ୍କାର ପାଇଁ ଗଠିତ ତିନିଜଣିଆ ବିଶେଷଜ୍ଞ କମିଟିର ରୁଦ୍ଧଦ୍ୱାର ଜନଶୁଣାଣିକୁ ବିରୋଧ କରିଛନ୍ତି ସେବାୟତମାନେ । ଶ୍ରୀମନ୍ଦିର କାର୍ଯ୍ୟାଳୟ ସଭାଗୃହ ପରିସରରେ ଚାଲିଥିବା ଜନଶୁଣାଣିର ପ୍ରତିବାଦ କରିବାକୁ ଯାଇ…

ଆଜି ଶ୍ରୀମନ୍ଦିରରେ ପାଳିତ ହେଉଛି ଚିତାଲାଗି ଅମାବାସ୍ୟା

ପୁରୀ: ଆଜି ହେଉଛି ପବିତ୍ର ଚିତଉ ଅମାବାସ୍ୟାା ବା ଚିତାଲାଗି ଅମାବାସ୍ୟା । ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରରେ ଆଜିର ଏହି ପବିତ୍ର ତିଥିରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ମଥାରେ ଚିତା ଲାଗି ହୋଇଥାଏ । ବର୍ଷ ଭିତରେ ଆଜିର ଅମାବାସ୍ୟା ଶ୍ରୀମନ୍ଦିର ଲାଗି ବେଶ୍ ଗୁରୁତ୍ୱପୂର୍ଣ୍ଣ, କାରଣ…